ଭାରତର ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱ ପାଇଁ ଏକ କେସ ଷ୍ଟଡି ହୋଇପାରେ: 'ମନ୍ କି ବାତ୍' ରେ ପ୍ରଧାନମନ୍ତ୍ରୀ ମୋଦୀ

June 27th, 11:30 am

ମନ୍ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଟୋକିଓ ଅଲିମ୍ପିକ୍ସ ସମେତ ଅନେକ ବିଷୟରେ କହିଥିଲେ, ସ୍ୱର୍ଗତ ମିଲଖା ସିଂ ଏବଂ ତାଙ୍କ ଅବଦାନକୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ଟିକାକରଣ ଅଭିଯାନ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହା ବିଶ୍ୱ ପାଇଁ ଏକ କେସ ଷ୍ଟଡି ହୋଇପାରେ। ସେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସହ କଥା ହୋଇଥିଲେ ଏବଂ କୌଣସି ଗୁଜବର ଶିକାର ନହେବାକୁ ଏବଂ ଟିକା ନେବାକୁ ଅନୁରୋଧ କରିଥିଲେ। ଜଳ ସଂରକ୍ଷଣ, ଅମୃତ ମହୋତ୍ସବ ଏବଂ ଅନ୍ୟାନ୍ୟ ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

କେୱଡ଼ିଆ ଓ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ସେବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

October 31st, 02:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱଡିଆଠାରେ ଏକ ୱାଟର ଏରୋଡ୍ରମ ଉଦ୍‌ଘାଟନ କରିଛନ୍ତି । ଏହା ସହିତ କେୱାଡିଆର ଷ୍ଟାଚ୍ୟୁ ଅଫ୍‌ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି ।