Prime Minister shares his memorable experiences of the Banjara culture and its people
October 05th, 06:20 pm
The Prime Minister Shri Narendra Modi today shared his memorable experiences of the Banjara culture and its people, during his visit to Washim in Maharashtra.ୱାଶିମ୍ରେ ବଂଜାରା ସମ୍ପ୍ରଦାୟର ସାଧୁମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 05th, 05:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଶିମରେ ବଂଜାରା ସମ୍ପ୍ରଦାୟର ସମ୍ମାନିତ ସାଧୁମାନଙ୍କୁ ଭେଟିଛନ୍ତି । ସମାଜର ସେବା ପାଇଁ ସେମାନଙ୍କର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।ୱାଶିମରେ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
October 05th, 02:35 pm
ମହାରାଷ୍ଟ୍ରର ୱାଶିମ ଜିଲ୍ଲା ସ୍ଥିତ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାର୍ଥନା କରିଛନ୍ତି ।ମହାନ୍ ବଞ୍ଜାରା ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗୀତ ଯନ୍ତ୍ର ନଙ୍ଗାରା ବଜାଇଲେ ପ୍ରଧାନମନ୍ତ୍ରୀ
October 05th, 02:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଶିମ ଠାରେ ନିଜ ହାତରେ ନଙ୍ଗାରା ବାଦ୍ୟ ବଜାଇଛନ୍ତି । ମହାନ୍ ବଞ୍ଜାରା ସଂସ୍କୃତିରେ ନଙ୍ଗାରା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥିବା ସେ ଉଲ୍ଲେଖ କରିଛନ୍ତି ।ମହାରାଷ୍ଟ୍ରର ୱାସିମଠାରେ କୃଷି ଓ ପଶୁପାଳନ କ୍ଷେତ୍ରର ପ୍ରଥମ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 05th, 12:05 pm
ସମଗ୍ର ଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ- ସମ୍ମାନୀୟ ଭାଇ ଓ ଭଉଣୀମାନେ! ଜୟ ସେବାଲାଲ! ଜୟ ସେବାଲାଲ!ମହାରାଷ୍ଟ୍ରର ୱାଶିମ ଠାରେ ପ୍ରାୟ ୨୩,୩୦୦ କୋଟି ଟଙ୍କାର କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 05th, 12:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାଶିମ ଠାରେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପିଏମ - କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ବଣ୍ଟନ, ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ, କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ, ୯,୨୦୦ କୃଷକ ଉତ୍ପାଦକ ସଂଗଠନ, ମହାରାଷ୍ଟ୍ରରେ ମୋଟ ୧୯ ମେଗାୱାଟ କ୍ଷମତା ବିଶିଷ୍ଟ ୫ଟି ସୋଲାର ପାର୍କ ଏବଂ ଗୋସମ୍ପଦ ଏବଂ ସ୍ୱଦେଶୀ ଲିଙ୍ଗ ନିର୍ଦ୍ଦିଷ୍ଟ ସିମେନ ଟେକ୍ନୋଲୋଜି ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ର ଶୁଭାରମ୍ଭ ଆଦି ଏହାର ଅନ୍ତର୍ଭୁକ୍ତ ।