Eastern India is a growth engine in the development of the country, Odisha plays a key role in this: PM

Eastern India is a growth engine in the development of the country, Odisha plays a key role in this: PM

January 28th, 11:30 am

PM Modi inaugurated the Utkarsh Odisha – Make in Odisha Conclave 2025 in Bhubaneswar, highlighting Eastern India's role in national growth. He emphasized Odisha's historical trade significance, growing opportunities, and its potential to lead in various industries. The PM encouraged investors to seize the moment for Odisha’s development and praised the state’s contributions to New India’s progress.

PM Modi inaugurates the 'Utkarsh Odisha' - Make in Odisha Conclave 2025 in Bhubaneswar

PM Modi inaugurates the 'Utkarsh Odisha' - Make in Odisha Conclave 2025 in Bhubaneswar

January 28th, 11:00 am

PM Modi inaugurated the Utkarsh Odisha – Make in Odisha Conclave 2025 in Bhubaneswar, highlighting Eastern India's role in national growth. He emphasized Odisha's historical trade significance, growing opportunities, and its potential to lead in various industries. The PM encouraged investors to seize the moment for Odisha’s development and praised the state’s contributions to New India’s progress.

ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 22nd, 10:30 am

ଆଜି ହେଉଛି ଶ୍ରାବଣର ପ୍ରଥମ ସୋମବାର, ଏହି ପବିତ୍ର ଦିନରେ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି ଏବଂ ଏହି ଅବସରରେ ଏହି ପ୍ରଥମ ସୋମବାରରେ ମୁଁ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।

ସଂସଦ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 22nd, 10:15 am

ଏହି ଅବସରରେ ଗଣମାଧ୍ୟମ ନିକଟରେ ନିଜର ମତ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୬୦ ବର୍ଷ ବ୍ୟବଧାନ ପରେ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଏକ ସରକାର କ୍ଷମତାକୁ ଆସିଛି । ତୃତୀୟ ପାଳିରେ ସଂସଦରେ ବଜେଟ ଉପସ୍ଥାପନ କରାଯିବାକୁ ଦେଶ ଏକ ଗୌରବମୟ ଘଟଣା ବୋଲି ବିବେଚନା କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳର ଏହା ଏକ ମାଇଲ ଖୁଣ୍ଟ ବଜେଟ ଏବଂ ସରକାର ଯେଉଁସବୁ ଗ୍ୟାରେଣ୍ଟିମାନ ଦେଇଥିଲା ତାହାକୁ ବାସ୍ତବରେ ରୂପାନ୍ତରିତ କରିବା ନିମନ୍ତେ ସବୁମତେ କାର୍ଯ୍ୟ କରୁଛି । ‘ଏହି ବଜେଟ ବର୍ତ୍ତମାନ ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଦିଶା ନିର୍ଦ୍ଦେଶ କରିବ ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ’ ବୋଲି ସେ କହିଛନ୍ତି ।

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 26th, 11:28 pm

ଏକ ଅଦ୍ଭୁତ ଦୃଶ୍ୟ ମୋ ସମ୍ମୁଖରେ ଅଛି । ହେଉଛି ଭବ୍ୟ, ହେଉଛି ବିରାଟ, ହେଉଛି ବିହଙ୍ଗମ । ଆଉ ଆଜିର ଏ ଯେଉଁ ଅବସର ଅଛି, ଏହା ପଛରେ ଯେଉଁ କଳ୍ପନା ରହିଛି, ଏବଂ ଆଜି ଆମ ଆଖି ସାମ୍ନାରେ ସେହି ସ୍ୱପ୍ନକୁ ସାକାର ହେଉଥିବା ଦେଖୁଛେ, ସେତେବେଳେ ମୋତେ ଏକ ପ୍ରସିଦ୍ଧ କବିତା ପଂକ୍ତି ଗୁଣୁଗୁଣେଇବାକୁ ଇଚ୍ଛା ହେଉଛି:-

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

July 26th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି । ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ ଭାରତ ମଣ୍ଡପମ୍‌” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ ।

ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 10th, 03:14 pm

ଗୁଜରାଟର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଗୁଜରାଟର ଲୋକପ୍ରିୟ ସ୍ମିତ ହାସ୍ୟ ଏବଂ ଦକ୍ଷ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ ମହାଶୟ, ଗୁଜରାଟ ସରକାରରେ ଥିବା ମନ୍ତ୍ରୀଗଣ, ଉପସ୍ଥିତ ସାଂସଦ ଏବଂ ବିଧାୟକଗଣ, ସୁରଟର ମେୟର ଏବଂ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ସମସ୍ତ ସରପଂଚଗଣ, କୃଷି କ୍ଷେତ୍ରର ସମସ୍ତ ବିଶେଷଜ୍ଞ ସାଥୀ, ଆଉ ଭାରତୀୟ ଜନତା ପାର୍ଟି ଗୁଜରାଟ ପ୍ରଦେଶର ଅଧ୍ୟକ୍ଷ ଶ୍ରୀମାନ ସି.ଆର ପାଟିଲ ଆଉ ମୋର ସମସ୍ତ ପ୍ରିୟ କୃଷକ ଭାଇ ଓ ଭଉଣୀମାନେ!

PM addresses Natural Farming Conclave

July 10th, 11:30 am

PM Modi addressed a Natural Farming Conclave in Surat via video conferencing. The PM emphasized, “At the basis of our life, our health, our society is our agriculture system. India has been an agriculture based country by nature and culture. Therefore, as our farmer progresses, as our agriculture progresses and prospers, so will our country progress.”

ଅଗ୍ରଦୂତ ଗ୍ରୁପ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

July 06th, 04:31 pm

ଆସାମର ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ହିମଂତ ବିଶ୍ୱ ଶର୍ମା ଜୀ, ମନ୍ତ୍ରୀ ଶ୍ରୀ ଅତୁଲ ବୋରା ଜୀ, କେଶମ ମହଂତ ଜୀ, ପିୟୁଷ ହଜାରିକା ଜୀ, ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ଅଧ୍ୟକ୍ଷ ଡକ୍ଟର ଦୟାନନ୍ଦ ପାଠକ ଜୀ, ଅଗ୍ରଦୂତର ମୁଖ୍ୟ ସମ୍ପାଦକ ଏବଂ କଲମ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଯିଏ ତପସ୍ୟା କରିଛନ୍ତି, ସାଧନା କରିଛନ୍ତି, ଏଭଳି କନକସେନ ଡେକା ଜୀ, ଅନ୍ୟ ମହାନୁଭବ, ମହିଳା ଏବଂ ଭଦ୍ର ଲୋକମାନେ ।

PM inaugurates Golden Jubilee celebrations of Agradoot group of newspapers

July 06th, 04:30 pm

PM Modi inaugurated the Golden Jubilee celebrations of the Agradoot group of newspapers. Assam has played a key role in the development of language journalism in India as the state has been a very vibrant place from the point of view of journalism. Journalism started 150 years ago in the Assamese language and kept on getting stronger with time, he said.

ଆମ ଦେଶ ଗଠନ କରିଥିବା ମହାନ ବ୍ୟକ୍ତିମାନଙ୍କୁ ଭାରତ କିପରି ମନେ ରଖିଛି ସେ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଏକ ପ୍ରବନ୍ଧ ସେୟାର କରିଛନ୍ତି

June 02nd, 01:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନମୋ ଆପର ବିକାଶ ଯାତ୍ରା ବିଭାଗର ଏକ ପ୍ରବନ୍ଧ ସେୟାର କରିଛନ୍ତି ଯାହା ଆମ ଦେଶ ଗଠନ କରିଥିବା ମହାନ ବ୍ୟକ୍ତିମାନଙ୍କୁ ଭାରତ କିପରି ସ୍ମରଣ କରୁଛି ତାହାର ଝଲକ ପ୍ରଦାନ କରୁଛି ।

8 ସାଲ୍‌ : ସେବା, ସୁଶାସନ ଓ ଗରିବ କଲ୍ୟାଣ-‘ ୮ବର୍ଷର ସେବା- ବିଭିନ୍ନ କ୍ଷେତ୍ରରେ ଭାରତର ବିକାଶ ଯାତ୍ରା’କୁ ଶେୟାର କଲେ ପ୍ରଧାନମନ୍ତ୍ରୀ

May 30th, 06:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣର ପ୍ରମୁଖ ଦିଗକୁ narendramodi.in ଏବଂ ନମୋ ଆପ୍‌ରେ ଶେୟାର କରିଛନ୍ତି ।