ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀଙ୍କର 150 ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 26th, 07:49 pm
ସାରା ଦୁନିଆରେ ଜୈନ ମତାବଲମ୍ବି ଏବଂ ଭାରତର ସନ୍ଥ ପରମ୍ପରାର ବାହକ ସମସ୍ତ ଆସ୍ଥାବାନଙ୍କୁ ମୁଁ ଏହି ଅବସରରେ ପ୍ରଣାମ କରୁଛି। ଏହି କାର୍ଯ୍ୟକ୍ରମରେ ଅନେକ ପୂଜ୍ୟ ସନ୍ଥଗଣ ଉପସ୍ଥିତ ରହିଛନ୍ତି। ଆପଣ ସଭିଙ୍କ ଦର୍ଶନ, ଆଶୀର୍ବାଦ ଏବଂ ସାନିଧ୍ୟର ସୌଭାଗ୍ୟ ମୋତେ ଅନେକ ଥର ମିଳିଛି। ଗୁଜରାଟରେ ଥିବା ବେଳେ ବଡ଼ୋଦରା ଏବଂ ଛୋଟ ଉଦୟପୁରର କଂୱାଟ ଗ୍ରାମରେ ମଧ୍ୟ ମୋତେ ସନ୍ଥବାଣୀ ଶୁଣିବାର ସୁଯୋଗ ମିଳିଥିଲା। ଯେତେବେଳେ ଆଚାର୍ଯ୍ୟ ପୂଜ୍ୟ ଶ୍ରୀ ବଲ୍ଲବ ସୁରୀଶ୍ବର ଜି ଙ୍କ ସାର୍ଦ୍ଧଶତୀ ଅର୍ଥାତ୍ 150ତମ ଜନ୍ମ ଜୟନ୍ତୀର ଆରମ୍ଭ ହୋଇଥିଲା, ସେତେବେଳେ ମୋତେ ଆଚାର୍ଯ୍ୟ ଜି ମହାରାଜଙ୍କ ପ୍ରତିମାର ଅନାବରଣ କରିବାର ସୌଭାଗ୍ୟ ମିଳିଥିଲା। ଆଜି ପୁଣି ଥରେ ମୋତେ ଟେକ୍ନୋଲୋଜି ମାଧ୍ୟମରେ ଆପଣ ସବୁ ସନ୍ଥମାନଙ୍କ ମଧ୍ୟରେ ଅଛି। ଆଜି ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ବର ଜି ଙ୍କୁ ସମର୍ପିତ ସ୍ମାରକ ଡାକ ଟିକସ ଓ ମୁଦ୍ରା ଉନ୍ମୋଚନ କରାଯାଇଛି। ଏଥିପାଇଁ ମୋ ପାଇଁ ଏହି ଅବସର ଦୁଇଗୁଣା ଖୁସି ନେଇ କରି ଆସିଛି। ସ୍ମାରକ ଡାକ ଟିକଟ ଏବଂ ମୁଦ୍ରାର ଉନ୍ମୋଚନ ଏକ ବହୁତ ମହତ୍ତ୍ବପୂର୍ଣ୍ଣ ପ୍ରଚେଷ୍ଟା ଅଟେ, ଏହି ଆଧ୍ୟତ୍ମିକ ଚେତନା ଦ୍ବାରା ସାଧାରଣ ଲୋକଙ୍କ ମନକୁ ଯୋଡ଼ିବା, ଯାହା ପୂଜ୍ୟ ଆଚାର୍ଯ୍ୟ ଜି ନିଜର ଜୀବନବ୍ୟାପୀ କର୍ମ ଦ୍ବାରା ବାଣୀ ଦ୍ବାରା ଏବଂ ତାଙ୍କର ଦର୍ଶନରେ ସର୍ବଦା ପ୍ରତିବିମ୍ବିତ କରିଛନ୍ତି।PM addresses on occasion of 150th Birth Anniversary of Shri Vijay Vallabh Surishwar Ji via video message
October 26th, 07:48 pm
PM Modi addressed the 150th birth anniversary celebration of Shri Vijay Vallabh Surishwar Ji. Remarking on the present geopolitical scenario in the world, the PM said, “Today the world is experiencing the crisis of war, terror and violence, and looking for inspiration and encouragement to break out of this vicious circle.” Shri Modi highlighted that in such a situation, it is the ancient traditions and philosophy coupled with the power of today's India that is turning out to be a big hope for the world.PM Modi requests spiritual leaders to promote Aatmanirbhar Bharat by going vocal for local
November 16th, 12:46 pm
PM Modi unveiled ‘Statue of Peace’ to mark the 151st birth anniversary celebrations of Jainacharya Shree Vijay Vallabh Surishwer Ji Maharaj. Reiterating his stress on ‘vocal for local’ Shri Modi requested that as happened during the freedom struggle, all the spiritual leaders should amplify the message of Aatmanirbhar Bharat.151ତମ ଜନ୍ମବାର୍ଷିକୀ ସମାରୋହ ଅବସରରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ ‘ଶାନ୍ତିର ପ୍ରତିମୂର୍ତ୍ତି’ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ
November 16th, 12:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କର ‘ଶାନ୍ତିର ପ୍ରତିମୂର୍ତ୍ତି’କୁ ଉନ୍ମୋଚନ କରିଛନ୍ତି । 151 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ ହୋଇଛି । ତମ୍ବାରେ ପ୍ରତିମୂର୍ତ୍ତିର ଅଧିକାଂଶ ଅଂଶ ନିର୍ମିତ ହୋଇଥିବା ବେଳେ ଏହା ରାଜସ୍ଥାନର ପାଲି ନିକଟସ୍ଥ ଚେତପୁରାର ବିଜୟବଲ୍ଲଭ ସାଧନା କେନ୍ଦ୍ରଠାରେ ସ୍ଥାପନ କରାଯାଇଛି ।ପ୍ରଧାନମନ୍ତ୍ରୀ ନଭେମ୍ବର 16ରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ
November 14th, 06:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 16 ଅପରାହ୍ନ 12.30ରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ ।