ବିଜୟ ଦିବସ ଅବସରରେ ସାହସୀ ବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
December 16th, 09:44 am
ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯୭୧ ଯୁଦ୍ଧରେ କର୍ତ୍ତବ୍ୟନିଷ୍ଠା ସହ ଭାରତର ସେବା କରିଥିବା ବୀର ନାୟକଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।ବିଜୟ ଦିବସ ଅବସରରେ ୧୯୭୧ ଯୁଦ୍ଧ ବିଜୟ ପାଇଁ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
December 16th, 11:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜୟ ଦିବସ ଅବସରରେ ସଶସ୍ତ୍ର ବାହିନୀର ସେହି ସମସ୍ତ ସାହସୀ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେଉଁମାନେ ୧୯୭୧ ଯୁଦ୍ଧରେ ଭାରତ ପାଇଁ ଏକ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲେ ।ବିଜୟ ଦିବସ ଅବସରରେ ଆର୍ମି ହାଉସରେ ‘ଆଟ୍ ହୋମ୍’ ସମାରୋହରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ
December 15th, 08:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟ ଦିବସ ଅବସରରେ ଆର୍ମି ହାଉସରେ ‘ଆଟ୍ ହୋମ୍’ ସମାରୋହରେ ଯୋଗ ଦେଇଥିଲେ ।୫୦ତମ ବିଜୟ ଦିବସ ଅବସରରେ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଓ ଭାରତୀୟ ସଶସ୍ତ୍ର ସେନାର ବୀରତ୍ୱ ଓ ବଳିଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
December 16th, 12:07 pm
୫୦ତମ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଓ ସାହସୀ ଭାରତୀୟ ସଶସ୍ତ୍ର ସେନାର ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଜୀଙ୍କ ଢାକାରେ ଉପସ୍ଥିତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରେ ବୋଲି ଶ୍ରୀ ମୋଦୀ କହିଛନ୍ତି ।Prime Minister Shri Narendra Modi to light up ‘Swarnim Vijay Mashaal’and begin 50th anniversary celebrations of Indo-Pak War
December 15th, 04:38 pm
In December 1971, the Indian Armed Forces secured a decisive and historic Victory over Pakistan Army, which led to creation of a Nation - Bangladesh and also resulted in the largest Military Surrender after the World War – II. From 16 December, the Nation will be celebrating 50 Years of Indo-Pak War, also called ‘Swarnim Vijay Varsh’. Various commemorative events are planned across the Nation.ବିଜୟ ଦିବସ ଅବସରରେ 1971 ଯୁଦ୍ଧର ବୀର ସୈନିକମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
December 16th, 12:00 pm
ବିଜୟ ଦିବସ ଅବସରରେ 1971 ଯୁଦ୍ଧର ବୀର ସୈନିକମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।ଉତ୍ତର ପ୍ରଦେଶର ରାଏ ବରେଲୀରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 16th, 11:50 am
ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାୟକ ମହୋଦୟ, ଉତ୍ତର ପ୍ରଦେଶର ଯଶସ୍ୱୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, କେନ୍ଦ୍ର ସରକାରରେ ମୋର ସହଯୋଗୀ ରେଳମନ୍ତ୍ରୀ ଶ୍ରୀମାନ ପିୟୁଷ ଗୋଏଲ ମହାଶୟ, ଉତ୍ତର ପ୍ରଦେଶର ଭାରତୀୟ ଜନତା ପର୍ଟିର ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହଯୋଗୀ ଶ୍ରମାନ ମହେନ୍ଦ୍ର ପାଣ୍ଡେ ମହାଶୟ, ଉତ୍ତର ପ୍ରଦେଶ ମନ୍ତ୍ରିପରିଷଦର ମାନନୀୟ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ବିଧାୟକଗଣ, ବାଚସ୍ପତି ମହୋଦୟ ଏବଂ ବିପୁଳ ସଂଖ୍ୟାରେ ଆସିଥିବା ରାଏ ବରେଲୀର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।ରାଏ ବରେଲୀରେ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
December 16th, 11:47 am
ଉତ୍ତର ପ୍ରଦେଶର ରାଏ ବରେଲୀକୁ ଏକ ଦିବସୀୟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଯୋଜନାକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବା ସହିତ ଆଉ କିଛି ଯୋଜନାର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଏ ବରେଲୀ ସ୍ଥିତ ଅତ୍ୟାଧୂନିକ ରେଳ ଡବା କାରଖାନା ଗସ୍ତ କରିଥିଲେ । ଏହି କାରଖାନାରେ ନିର୍ମିତ 900 ତମ କୋଚ ଏବଂ ଏକ ହମସଫର ରେକକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଯାତ୍ରା ଆରମ୍ଭ କରିଥିଲେ ।ବିଜୟ ଦିବସରେ 1971 ଯୁଦ୍ଧର ସାହସୀ ବୀରମାନଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
December 16th, 10:33 am
ବିଜୟ ଦିବସ ଅବସରରେ 1971 ଯୁଦ୍ଧରେ ଲଢିଥିବା ସାହସୀ ଓ ବୀର ସୈନିକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 16, 2017
December 16th, 08:23 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ବିଜୟ ଦିବସରେ ଭାରତୀୟ ସଶସ୍ତ୍ର ବାହିନୀଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି
December 16th, 11:59 am
The Prime Minister, Shri Narendra Modi has paid tributes to the Indian Armed Forces on Vijay Diwas. “Vijay Diwas is a fitting reminder of the valour and sacrifice of all those who fought courageously in the 1971 war. Tributes to them”, the Prime Minister said.PM salutes the courage and indomitable spirit of Indian Armed Forces, on Vijay Diwas
December 16th, 12:34 pm