ଏପ୍ରିଲ ୨୧ ତାରିଖରେ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

April 18th, 07:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶାସନିକ ସେବା ଦିବସ ଅବସରରେ ୨୧ ଏପ୍ରିଲ, ୨୦୨୩ ପୂର୍ବାହ୍ନ ୧୧ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଶାସନିକ ଅଧିକାରୀଙ୍କୁ ସମ୍ବୋଧିତ କରିବେ ।

୧୭ ସେପ୍ଟେମ୍ବରରେ ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 16th, 06:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର, ୨୦୨୨ ଅପରାହ୍ଣ ୫:୩୦ ମିନିଟ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିବେ ।

ଦିଲ୍ଲୀରେ ପ୍ରଥମ ଅଖିଳ ଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୈଠକର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

July 30th, 10:01 am

କାର୍ଯ୍ୟକ୍ରମରେ ଉପସ୍ଥିତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଏନ. ଭି. ରମ୍ମନା ଜୀ, ଜଷ୍ଟିସ ଶ୍ରୀ ୟୁ ୟୁ ଳଳିତ ଜୀ, ଜଷ୍ଟିସ ଶ୍ରୀ ଡି. ୱାଇ ଚନ୍ଦ୍ରଚୂଡ଼ ଜୀ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଏବଂ ଦେଶର ଆଇନ ମନ୍ତ୍ରୀ ଶ୍ରୀ କିରଣ ରିଜିଜ୍ଜୁ ଜୀ, ସୁପ୍ରିମକୋର୍ଟର ସମ୍ମାନୀୟ ବିଚାରପତିଗଣ, ଆମର ସାଥୀ ରାଜ୍ୟମନ୍ତ୍ରୀ ଶ୍ରୀମାନ ଏସ. ପି. ବଘେଲ ଜୀ, ଉଚ୍ଚ ନ୍ୟାୟାଳୟର ସମ୍ମାନନୀୟ ବିଚାରପତିଗଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଓ କର୍ତ୍ତୃପକ୍ଷ ବୃନ୍ଦ, ସମସ୍ତ ସମ୍ମାନନୀୟ ଅତିଥିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

PM addresses inaugural session of First All India District Legal Services Authorities Meet

July 30th, 10:00 am

PM Modi addressed the inaugural session of the First All India District Legal Services Authorities Meet. The Prime Minister said, This is the time of Azadi Ka Amrit Kaal. This is the time for the resolutions that will take the country to new heights in the next 25 years. Like Ease of Doing Business and Ease of Living, Ease of Justice is equally important in this Amrit Yatra of the country.

ଜୁଲାଇ ୩୦ରେ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

July 29th, 02:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩୦, ୨୦୨୨ ପୂର୍ବାହ୍ନ ୧୦ଟା ବେଳେ ବିଜ୍ଞାନ ଭବନ ଠାରେ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

Our policy-making is based on the pulse of the people: PM Modi

July 08th, 06:31 pm

PM Modi addressed the first ‘Arun Jaitley Memorial Lecture’ in New Delhi. In his remarks, PM Modi said, We adopted the way of growth through inclusivity and tried for everyone’s inclusion. The PM listed measures like providing gas connections to more than 9 crore women, more than 10 crore toilets for the poor, more than 45 crore Jan Dhan accounts, 3 crore pucca houses to the poor.

PM Modi addresses the first "Arun Jaitley Memorial Lecture" in New Delhi

July 08th, 06:30 pm

PM Modi addressed the first ‘Arun Jaitley Memorial Lecture’ in New Delhi. In his remarks, PM Modi said, We adopted the way of growth through inclusivity and tried for everyone’s inclusion. The PM listed measures like providing gas connections to more than 9 crore women, more than 10 crore toilets for the poor, more than 45 crore Jan Dhan accounts, 3 crore pucca houses to the poor.

ଜୁଲାଇ ୮ ତାରିଖରେ ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳାରେ ଯୋଗଦେବେ ପ୍ରଧାନମନ୍ତ୍ରୀ

July 07th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ଜୁଲାଇ ୨୦୨୨ ସଂଧ୍ୟା ୬.୩୦ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା (ଏଜେଏମ୍‍ଏଲ୍‍) ରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

For us, MSME means- Maximum Support to Micro Small and Medium Enterprises: PM Modi

June 30th, 10:31 am

PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.

PM participates in ‘Udyami Bharat’ programme

June 30th, 10:30 am

PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.

ଜୁନ ୩୦ତାରିଖ ଦିନ ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

June 28th, 07:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ, ୩୦, ୨୦୨୨ ପୂର୍ବାହ୍ନ ପ୍ରାୟ ସାଢେ ଦଶଟାବେଳେ, ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘ଉଦ୍ୟମୀ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ସାମର୍ଥ୍ୟ ବୃଦ୍ଧି (ଆରଏସଏମ୍‌ପି) ଯୋଜନା, ପ୍ରଥମ ଥର ନିମନ୍ତେ ଏମ୍‌ଏସ୍‌ଏମ୍‌ଇ ରପ୍ତାନୀକରୀଙ୍କ ସାମର୍ଥ୍ୟ ଗଠନ (ସିବିଏଫଟିଇ) ଯୋଜନା ଓ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ର ନୂତନ ମୌଳିକ ନୀତିର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୨-୨୩ ପାଇଁ ପିଏମ୍‌ଇଜିପି ହିତାଧିକାରୀ ସହାୟତା ଡିଜିଟାଲ ମାଧ୍ୟମରେ ହସ୍ତାନ୍ତର କରିବେ ଓ ୨୦୨୨ ଏମ୍‌ଏସ୍‌ଏମଇ ଆଇଡିଆ ହକାଥନର ଫଳାଫଳ ମଧ୍ୟ ଘୋଷଣା କରିବେ । ସେ ମଧ୍ୟ ୨୦୨୨ ଜାତୀୟ ଏମଏସଏମଇ ପୁରସ୍କାର ବିତରଣ କରିବା ସହ ଆତ୍ମନିର୍ଭର ଭାରତ ପାଣ୍ଠି ଅଧୀନରେ ୭୫ ଏମ୍‌ଏସ୍‌ଏମ୍‌ଇଙ୍କୁ ଡିଜିଟାଲ ଇକ୍ୟୁଟି ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବେ ।

India's role in climate change is negligible: PM Modi at 'Save Soil Movement' programme

June 05th, 02:47 pm

PM Modi addressed 'Save Soil' programme organised by Isha Foundation. He said that to save the soil, we have focused on five main aspects. First- How to make the soil chemical free. Second- How to save the organisms that live in the soil. Third- How to maintain soil moisture. Fourth- How to remove the damage that is happening to the soil due to less groundwater. Fifth, how to stop the continuous erosion of soil due to the reduction of forests.

PM Addresses 'Save Soil' Programme Organised by Isha Foundation

June 05th, 11:00 am

PM Modi addressed 'Save Soil' programme organised by Isha Foundation. He said that to save the soil, we have focused on five main aspects. First- How to make the soil chemical free. Second- How to save the organisms that live in the soil. Third- How to maintain soil moisture. Fourth- How to remove the damage that is happening to the soil due to less groundwater. Fifth, how to stop the continuous erosion of soil due to the reduction of forests.

ଜୁନ୍ ୬ ତାରିଖରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

June 05th, 09:52 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ । “ଆଜାଦୀ କା ଅମୃତ ମହୋତ୍ସବ” ପାଳନର ଅଂଶବିଶେଷ ସ୍ବରୂପ ଜୁନ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି ।

ଜୁନ ୫ ତାରିଖରେ "ମୃତ୍ତିକା ସଂରକ୍ଷଣ ଅଭିଯାନ” କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

June 04th, 09:37 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ୍ ୫ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ବିଜ୍ଞାନ ଭବନରେ ମୃତ୍ତିକା ସଂରକ୍ଷଣ ଅଭିଯାନ” କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ସିଭିଲ୍ ସର୍ଭିସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଲୋକ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ

April 20th, 10:09 am

ସିଭିଲ ସର୍ଭିସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଏପ୍ରିଲ ୨୦୨୨ ଦିନ ୧୧ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଲୋକ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ସେ ପ୍ରଶାସକମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ ।

ଡିସେମ୍ବର ୧୨ରେ ବ୍ୟାଙ୍କ ଜମାରାଶି ବୀମା କାର୍ଯ୍ୟକ୍ରମ ଅବସରରେ ଜମାକାରୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

December 11th, 09:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୨, ୨୦୨୧ ମଧ୍ୟାହ୍ନ ୧୨ଟା ବେଳେ ବିଜ୍ଞାନ ଭବନ ଠାରେ “ଡିପୋଜିଟର୍ସ ଫାଷ୍ଟ: ଗ୍ୟାରେଣ୍ଟେଡ ଟାଇମ-ବାଉଣ୍ଡ ଡିପୋଜିଟ ଇନସ୍ୟୁରାନ୍ସ ପେମେଣ୍ଟ ଅପ ଟୁ ଫାଇଭ ଲାଖ ରୁପିଜ (ପ୍ରଥମେ ଜମାକାରୀ: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମୟବଦ୍ଧ ଜମାରାଶି ବୀମା ନିଶ୍ଚୟତା)” କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ।

ସୁପ୍ରିମ୍‌କୋର୍ଟ ଦ୍ୱାରା ଆୟୋଜିତ ସାମ୍ବିଧାନିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 26th, 05:35 pm

ମୁଖ୍ୟ ବିଚାରପତି ଏନ୍‌. ଭି. ରମନା, ବିଚାରପତି ୟୁ. ୟୁ. ଲଳିତ ଜୀ, ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ଜୀ, ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ଜୀ, ଆଟର୍ଣ୍ଣି ଜେନେରାଲ୍ ଶ୍ରୀ କେ. କେ. ବେଣୁଗୋପାଳ ଜୀ, ସୁପ୍ରିମ୍‌କୋର୍ଟ ବାର ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀ ବିକାଶ ସିଂହ ଜୀ, ଏବଂ ଦେଶର ନ୍ୟାୟ ବ୍ୟବସ୍ଥା ସହିତ ଯୋଡି ହୋଇ ରହିଥିବା ସମସ୍ତ ଦେବୀ ଏବଂ ସଜ୍ଜନ ବୃନ୍ଦ!

ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

November 26th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରା ଆୟୋଜିତ ସମ୍ବିଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର ସୁପ୍ରିମ୍‍ କୋର୍ଟର ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ୍‍ ଏନ ଭି ରମନ୍ନା, କେନ୍ଦ୍ର ମନ୍ତ୍ରୀ ଶ୍ରୀ କିରଣ ରିଜ୍ଜିଜୁ, ସୁପ୍ରିମ୍‍ କୋର୍ଟର ବରିଷ୍ଠ ବିଚାରପତିବୃନ୍ଦ ଏବଂ ହାଇକୋର୍ଟର ବିଚାରପତିଗଣ, ଭାରତର ଆଟର୍ଣ୍ଣି ଜେନେରାଲ ଶ୍ରୀ କେ କେ ଭେନୁଗୋପାଲ, ସୁପ୍ରିମ୍‍ କୋର୍ଟ ବାର୍‍ ଆସୋସିଏସନର ଅଧ୍ୟକ୍ଷ ଶ୍ରୀ ବିକାଶ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଅଟଳ ଜଳ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 25th, 12:21 pm

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରାଜନାଥ ସିଂହ ମହାଶୟ, ଶ୍ରୀ ଗଜେନ୍ଦ୍ର ଶେଖାୱତ ମହାଶୟ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଏବଂ ଭଦ୍ର ମହିଳାଗଣ!