ବୁଦ୍ଧ ପୂର୍ଣ୍ଣିମାରେ ଭର୍ଚୁଆଲ ବୈଶାଖ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 26th, 09:58 am
Prime Minister Shri Narendra Modi delivered a keynote address on the occasion of Vesak Global Celebrations on Buddha Purnima through video conference. Members of Venerated Mahasangha, Prime Ministers of Nepal and Sri Lanka, Union Ministers Shri Prahlad Singh and Shri Kiren Rijiju, Secretary General of International Buddhist Confederation, Venerable Doctor Dhammapiya were also at the event.ୱେସାକ୍ ବିଶ୍ବ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଅଭିଭାଷଣ
May 26th, 09:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ୱେସାକ୍ ବିଶ୍ୱ ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଦୀକ୍ଷାନ୍ତ ଅଭିଭାଷଣ ରଖିଛନ୍ତି। ପବିତ୍ର ମହାସଂଘର ସଦସ୍ୟଗଣ, ନେପାଳ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ଏବଂ କିରେନ ରିଜିଜୁ, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମହାସଚିବ ପୂଜ୍ୟ ଡ. ଧମ୍ମପିୟ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭର୍ଚୁଆଲ ଭେସାକ ବୈଶ୍ଵିକ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
May 25th, 07:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଅର୍ଥାତ୍ 26 ମେ 2021 ଦିନ ସକାଳ ପ୍ରାୟ 09:45 ସମୟରେ ଭର୍ଚୁଆଲ ଭେସାକ ବୈଶ୍ଵିକ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ।Buddha is an example that strong will-power can bring a change in society: PM Modi
May 07th, 09:08 am
PM Modi addressed Vesak Global Celebration on Buddha Purnima via video conferencing. He said in the testing times of COVID-19, every nation has to come together to fight it. He said Buddha is an example that strong will-power can bring a change in society. Referring to the COVID warriors, the PM hailed their crucial role in curing people and maintaining the law and order.PM Modi addresses Virtual Vesak Global Celebration on Buddha Purnima
May 07th, 09:07 am
PM Modi addressed Vesak Global Celebration on Buddha Purnima via video conferencing. He said in the testing times of COVID-19, every nation has to come together to fight it. He said Buddha is an example that strong will-power can bring a change in society. Referring to the COVID warriors, the PM hailed their crucial role in curing people and maintaining the law and order.Prime Minister to participate in the Virtual Vesak Global Celebrations on Buddha Purnima, 7th May 2020
May 06th, 08:52 pm
Prime Minister Shri Narendra Modi shall be participating in the Buddha Purnima celebrations tomorrow, 7th May 2020.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରୀ ତିଲକ ମାରାପନା
September 09th, 07:01 pm
ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରୀ ତିଲକ ମରାପନା ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
April 30th, 11:32 am
ପ୍ରତ୍ୟେକ ଥର ମନ କି ବାତ୍ ପୂର୍ବରୁ ଦେଶର କୋଣ ଅନୁକୋଣରୁ, ସବୁ ବୟସର ଲୋକମାନଙ୍କଠାରୁ, ମନ କି ବାତକୁ ନେଇ ଅନେକଗୁଡ଼ିଏ ପରାମର୍ଶ ଆସେ । ଆକାଶବାଣୀ ମାଧ୍ୟମରେ ଆସେ, Narendra Modi App ରେ ଆସେ, My Gov ଜରିଆରେ ଆସେ, ଫୋନ ଦ୍ୱାରା ଆସେ । Recorded Message ଦ୍ୱାରା ଆସେ ଏବଂ ଯେତେବେଳେ ସମୟ ବାହାର କରି ମୁଁ ସେଗୁଡ଼ିକୁ ଦେଖେ, ତାହା ମୋ ପାଇଁ ଗୋଟିଏ ସୁଖକର ଅନୁଭୂତି ହୋଇଥାଏ । ସେଥିରୁ ବିବିଧତା ପୂର୍ଣ୍ଣ ସୂଚନା ମିଳେ । ଦେଶର ପ୍ରତିଟି କୋଣରେ ଶକ୍ତିର ଭଣ୍ଡାର ରହିଛି । ଜଣେ ସାଧକ ଭଳି ସମାଜରେ ରହିଥିବା ଲୋକମାନଙ୍କର ବିପୁଳ ଯୋଗଦାନ, ଅନ୍ୟପକ୍ଷରେ ସମସ୍ୟାଗୁଡ଼ିକର ଭଣ୍ଡାର ମଧ୍ୟ ଦେଖିବାକୁ ମିଳେ ଯେଉଁ ଦିଗକୁ ହୁଏତ ସରକାରଙ୍କ ଦୃଷ୍ଟି ମଧ୍ୟ ଯାଏନି । ବୋଧହୁଏ ଶାସନ ବ୍ୟବସ୍ଥା ଏଥିସହିତ ଅଭ୍ୟସ୍ତ ହୋଇପଡ଼ିଛି, ଲୋକେ ମଧ୍ୟ ଅଭ୍ୟସ୍ତ ହୋଇପଡ଼ିଛନ୍ତି । ମୁଁ ଲକ୍ଷ୍ୟ କରିଛି ଯେ, ଏଥିରେ ପିଲାଙ୍କ ଜିଜ୍ଞାସା, ଯୁବଗୋଷ୍ଠୀର ମହତ୍ୱାଂକାଂକ୍ଷା, ବୟସ୍କମାନଙ୍କ ଅନୁଭୂତିର ସାରମର୍ମ, ଭଳିକି ଭଳି କଥା ସାମନାକୁ ଆସେ ।