ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କେୟା ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ଯାତ୍ରା ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 30th, 12:05 pm
କାର୍ଯ୍ୟକ୍ରମରେ ଉପସ୍ଥିତ ଏବଂ ଆଜିର ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଆମର ବରିଷ୍ଠ ସହକର୍ମୀ ଶ୍ରୀ ଭେଙ୍କେୟା ନାଇଡୁ ଗାରୁ, ତାଙ୍କ ପରିବାର ସଦସ୍ୟ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ବିଭିନ୍ନ ରାଜ୍ୟର ମନ୍ତ୍ରୀ, ଅନ୍ୟ ସମସ୍ତ ବରିଷ୍ଠ ବିଶିଷ୍ଟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।ପ୍ରଧାନମନ୍ତ୍ରୀ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କେୟା ନାଇଡୁଙ୍କ ଜୀବନ ଏବଂ ଯାତ୍ରା ଉପରେ ତିନୋଟି ପୁସ୍ତକ ଉନ୍ମୋଚନ କରିଥିଲେ
June 30th, 12:00 pm
ଭାରତର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କେୟା ନାଇଡୁଙ୍କ ୭୫ତମ ଜନ୍ମଦିନ ଅବସରର ପୂର୍ବ ଦିନ ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ଜୀବନ ଓ ଯାତ୍ରା ଉପରେ ତିନୋଟି ପୁସ୍ତକ ଉନ୍ମୋଚନ କରିଛନ୍ତି ।ପୂର୍ବତନ ଉପ-ରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 25th, 04:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ଉପ-ରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କୟା ନାଇଡୁଙ୍କୁ ଭେଟିଛନ୍ତି ।କରିମନଗର ତେଲେଙ୍ଗାନାର ଶିକ୍ଷିତ କୃଷକ ଚାଷ ପ୍ରତି ଏକ ମିଳିତ ଆଭିମୁଖ୍ୟ ମାଧ୍ୟମରେ ନିଜର ଆୟ ଦ୍ୱିଗୁଣିତ କରିଛନ୍ତି
January 18th, 03:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।ଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
September 17th, 10:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁଙ୍କ ଦ୍ୱାରା ଆୟୋଜିତ ଉଗାଡି ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
March 20th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁଙ୍କ ଦ୍ୱାରା ଆୟୋଜିତ ଉଗାଡି ସମାରୋହରେ ଭାଗ ନେଇଛନ୍ତି ।ଦୀପାବଳି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଶ୍ରୀ ରାମନାଥ କୋବିନ୍ଦ ଓ ଶ୍ରୀ ଭେଙ୍କୟା ନାଇଡୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 24th, 09:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ, ଶ୍ରୀ ରାମନାଥ କୋବିନ୍ଦ ଓ ଶ୍ରୀ ଭେଙ୍କୟା ନାଇଡୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ।Venkaiah ji’s quality of always staying active will keep him connected to public life for a long time to come: PM
August 08th, 07:07 pm
PM Modi attended a farewell function for the Vice President Shri M. Venkaiah Naidu at GMC Balayogi Auditorium. Speaking on the occasion, the Prime Minister pointed out the quality of Shri Venkaiah Naidu of always staying active and engaged, a quality that will always keep him connected with the activities of public life.PM attends farewell function of Vice President Shri M. Venkaiah Naidu at Balayogi Auditorium
August 08th, 07:06 pm
PM Modi attended a farewell function for the Vice President Shri M. Venkaiah Naidu at GMC Balayogi Auditorium. Speaking on the occasion, the Prime Minister pointed out the quality of Shri Venkaiah Naidu of always staying active and engaged, a quality that will always keep him connected with the activities of public life.ରାଜ୍ୟସଭାରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 08th, 01:26 pm
ସଦନର ସଭାପତି ଏବଂ ଦେଶର ଉପରାଷ୍ଟ୍ରପତି ଆଦରଣୀୟ ଶ୍ରୀ ଭେଙ୍କୟା ନାଇଡ଼ୁ ମହାଶୟଙ୍କୁ ତାଙ୍କ କାର୍ଯ୍ୟକାଳର ସମାପ୍ତି ହେବା ଅବସରରେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଉପସ୍ଥିତ ହୋଇଛନ୍ତି । ଏହା ହେଉଛି ଏହି ସଦନ ପାଇଁ ବହୁତ ହିଁ ଭାବପୂର୍ଣ୍ଣ କ୍ଷଣ । ସଦନର କେତେ ହିଁ ଐତିହାସିକ କ୍ଷଣ ଆପଣଙ୍କ ଗରିମାମୟ ଉପସ୍ଥିତି ସହିତ ଯୋଡ଼ି ହୋଇଛି । ପୁଣି ମଧ୍ୟ ଆପଣ ଅନେକ ଥର କହିଛନ୍ତି ମୁଁ ରାଜନୀତିରୁ ଅବସର ଗ୍ରହଣ କରିଛି କିନ୍ତୁ ସାଧାରଣ ଜୀବନରୁ ନୁହେଁ ଆଉ ଏଥିପାଇଁ ଏହି ସଦନକୁ ନେତୃତ୍ୱ ଦେବାର ଆପଣଙ୍କର ଦାୟିତ୍ୱ ଯଦିଓ ସମ୍ପୂର୍ଣ୍ଣ ହୋଇ ଯାଉଛି କିନ୍ତୁ ଆପଣଙ୍କ ଅନୁଭବଗୁଡ଼ିକର ଲାଭ ଭବିଷ୍ୟତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶକୁ ମିଳି ଚାଲିବ। ଆମ ଭଳି ଅନେକ ସାର୍ବଜନିକ ଜୀବନର କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ମିଳି ଚାଲିବ।PM bids farewell to Vice President Shri M. Venkaiah Naidu in Rajya Sabha
August 08th, 01:08 pm
PM Modi participated in the farewell to Vice President M. Venkaiah Naidu in Rajya Sabha today. The PM remembered many moments that were marked by the wisdom and wit of Shri Naidu. He recalled the Vice President’s continuous encouragement to the youth of the country in all the roles he undertook in public life.ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
July 23rd, 10:16 pm
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ ଆଜି ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଗ ନେଇଛନ୍ତି ।ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ
July 22nd, 11:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ।ସଂସଦ ଟିଭିର ମିଳିତ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 15th, 06:32 pm
କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ରାଜ୍ୟସଭାର ମାନନୀୟ ସଭାପତି ଏବଂ ଦେଶର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାୟଡ଼ୁ ମହାଶୟ, ଲୋକସଭାର ମାନନୀୟ ଅଧ୍ୟକ୍ଷ ଶ୍ରୀମାନ ଓମ୍ ବିରଲା ମହାଶୟ, ରାଜ୍ୟସଭାର ମାନନୀୟ ଉପସଭାପତି ଶ୍ରୀ ହରିବଂଶ ମହାଶୟ, ଲୋକସଭା ଏବଂ ରାଜ୍ୟସଭାରେ ବିରୋଧି ଦଳର ନେତାଗଣ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତି ମିଳିତ ଭାବେ ସଂସଦ ଟିଭିର କଲେ ଶୁଭାରମ୍ଭ
September 15th, 06:24 pm
ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିରଳା ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି ।ସେପ୍ଟେମ୍ବର ୧୫ତାରିଖରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବାଚସ୍ପତି ମିଳିତଭାବେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ
September 14th, 03:18 pm
ଭାରତର ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ମିଳିତ ଭାବେ ୧୫ସେପ୍ଟେମ୍ବର, ୨୦୨୧ ତାରିଖ ସନ୍ଧ୍ୟା ୬ଟାରେ ସଂସଦ ଭବନର ଏନେକ୍ସି ଠାରେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ । ଉଲ୍ଲେଖନୀୟ ଯେ ସଂସଦ ଟିଭିର ଶୁଭାରମ୍ଭ “ଆନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ” ଅବସରରେ ଅନୁଷ୍ଠିତ ହେଉଛି । ଭାରତର ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ମିଳିତ ଭାବେ ୧୫ସେପ୍ଟେମ୍ବର, ୨୦୨୧ ତାରିଖ ସନ୍ଧ୍ୟା ୬ଟାରେ ସଂସଦ ଭବନର ଏନେକ୍ସି ଠାରେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ । ଉଲ୍ଲେଖନୀୟ ଯେ ସଂସଦ ଟିଭିର ଶୁଭାରମ୍ଭ “ଆନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ” ଅବସରରେ ଅନୁଷ୍ଠିତ ହେଉଛି । ସଂସଦ ଟିଭି ସମ୍ପର୍କରେ ଫେବୃୟାରୀ, ୨୦୨୧ରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିକୁ ମିଶାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ମାର୍ଚ୍ଚ, ୨୦୨୧ ସଂସଦ ଟିଭି ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି କରାଗଲା। ସଂସଦର ଟିଭିର କାର୍ଯ୍ୟକ୍ରମ ମୁଖ୍ୟତଃ ଚାରୋଟି ଶ୍ରେଣୀରେ ହେବ - ସଂସଦ ଏବଂ ଲୋକତନ୍ତ୍ର ସମ୍ବନ୍ଧୀୟ ସଂସ୍ଥା ମାନଙ୍କରେ କାର୍ଯ୍ୟ, ପ୍ରଶାସନ ଏବଂ ଯୋଜନା / ନୀତି କାର୍ଯ୍ୟାନ୍ୱୟନ, ଭାରତର ଇତିହାସ ଏବଂ ସଂସ୍କୃତି ଏବଂ ସମସାମୟିକ ବିଷୟବସ୍ତୁ / ହିତ/ ବିଚାରଧାରା ।ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଏକ ବର୍ଷ ପୂର୍ତ୍ତୀ ଅବସରରେ ପୁସ୍ତକ ଉନ୍ମୋଚନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 02nd, 06:55 pm
କିଛି ଲୋକ ଭେଙ୍କେୟା ନାଇଡୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି, ଅଭ୍ୟାସଠାରୁ ବାହାରକୁ ଆସି ନୂତନ କାର୍ଯ୍ୟ କରିବା ପାଇଁ ମୁଁ ଶୁଭେଚ୍ଛା ଜଣାଉଛି, କାରଣ ଭେଙ୍କେୟାଜୀଙ୍କୁ ମୁଁ ଯେତେବେଳେ ସଂସଦରେ ଦେଖେ ସେତେବେଳେ ସେ ନିଜକୁ ରୋକିବା ପାଇଁ ବହୁତ ପ୍ରଚେଷ୍ଟା କରନ୍ତି ।ଉପରାଷ୍ଟ୍ରପତି ପଦରେ ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ଏକ ବର୍ଷ ପୂର୍ତ୍ତୀ ସଂକ୍ରାନ୍ତ ପୁସ୍ତକ ବିମୋଚନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
September 02nd, 12:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ଉପରାଷ୍ଟ୍ରପତି ପଦରେ ଏକ ବର୍ଷ ପୂର୍ତ୍ତୀ ଅବସରରେ ଏକ ପୁସ୍ତକ ‘Moving On Moving Forward – A Year in Office’ ର ବିମୋଚନ କରିଥିଲେ । ଏହି ପୁସ୍ତକର ପ୍ରଥମ କପି ସେ ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ।ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2017
August 11th, 07:46 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ରାଜ୍ୟସଭାରେ ନୂତନ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ବକ୍ତବ୍ୟ ରଖିଲେ ପ୍ରଧାନମନ୍ତ୍ରୀ
August 11th, 11:02 am
ଶ୍ରୀ ଭେଙ୍କେୟା ନାଇଡୁଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ବନ୍ଧକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ସବୁବେଳେ ଗ୍ରାମାଂଚଳ, ଗରିବ, ଚାଷୀ-ମୂଲିଆଙ୍କ ଜୀବନଜୀବିକା ନେଇ ସମ୍ବେଦନଶୀଳ ରହିଥାଆନ୍ତି । ଶ୍ରୀ ନାଇଡୁଙ୍କର ଏହି ବିଷୟଗୁଡିକ ଉପରେ ଅନୁଭୂତି, ଅଭିମତ ଓ ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ସାବ୍ୟସ୍ତ ହୋଇଆସିଛି ।