ଗୁଜରାଟର ଜାମ୍ବୁଘୋଡାଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 01st, 01:12 pm

ଆଜି ଗୁଜରାଟ ଏବଂ ଦେଶର ଆଦିବାସୀ ସମାଜ ପାଇଁ, ନିଜର ଜନଜାତୀୟ ସମୁହଙ୍କ ପାଇଁ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ । ଏବେ କିଛି ସମୟ ପୂର୍ବରୁ ମାନଘର ଧାମରେ ଥିଲି, ଆଉ ମାନଘର ଧାମରେ ଗୋବିନ୍ଦ ଗୁରୁଙ୍କ ସମେତ ହଜାର ହଜାର ସହିଦ ଆଦିବାସୀ ଭାଇ- ଭଉଣୀମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି, ସେମାନଙ୍କୁ ପ୍ରଣାମ କରି ଆଜାଦୀର ଅମୃତ ମହୋତ୍ସବରେ ଆଦିବାସୀମାନଙ୍କର ମହାନ ବଳିଦାନ ଗାଥାକୁ ପ୍ରଣାମ କରିବାକୁ ମୋତେ ସୁଯୋଗ ମିଳିଲା । ଆଉ ଏବେ ଆପଣମାନଙ୍କ ଜାମ୍ବୁଘୋଡ଼ାକୁ ଆସିଗଲି, ଆଉ ଆମର ଏହି ଜାମ୍ବୁଘୋଡ଼ା ଆମର ଆଦିବାସୀ ସମାଜର ମହାନ ବଳିଦାନର ସାକ୍ଷୀ ରହିଛି । ଶହୀଦ ଜୋରିୟା ପରମେଶ୍ୱର, ରୂପ ସିଂହ ନାୟକ, ରଜବିନ୍ଦା ନାୟକ ଏବଂ ବାବରିୟା ଗଲ୍ମା ନାୟକଙ୍କ ଭଳି ଶହୀଦମାନଙ୍କୁ ଆଜି ପ୍ରଣାମ କରିବାର ସୁଯୋଗ ମିଳିଛି । ମୁଣ୍ଡ ନୁଆଁଇବାର ସୁଯୋଗ ମିଳିଛି ।

ଗୁଜୁରାଟର ଜାମ୍ବୁଘୋଡା ଠାରେ ପ୍ରାୟ ୮୬୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

November 01st, 01:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ପଞ୍ଚମାହାଲ ସ୍ଥିତି ଜାମ୍ବୁଘୋଡା ଠାରେ ପ୍ରାୟ ୮୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉତ୍ସର୍ଗ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ରାଜସ୍ଥାନର ମାନଗଡ଼ ହିଲ୍ସରେ ‘ମାନଗଡ଼ ଧାମର ଗୌରବ ଗାଥା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 01st, 11:20 am

କାର୍ଯ୍ୟକ୍ରମରେ ଉପସ୍ଥିତ ରାଜସ୍ଥାନର ଆଦରଣୀୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶ୍ରୀ ଅଶୋକ ଗେହଲଟ ଜୀ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଏବଂ ଆଦିବାସୀ ସମାଜର ବରିଷ୍ଠ ନେତା ଶ୍ରୀ ମଙ୍ଗୁଭାଇ ପଟେଲ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂ ଚୌହାନ ଜୀ, ମନ୍ତ୍ରୀ ପରିଷଦର ମୋର ସହକର୍ମୀ ଶ୍ରୀ ଫଗନ ସିଂହ କୁଲସ୍ତେ ଜୀ, ସାଂସଦଗଣ, ବିଧାୟକଗଣ ଏବଂ ମୋର ପୁରୁଣା ମିତ୍ର ଆଦିବାସୀ ସମାଜର ସେବାରେ ଯେଉଁମାନେ ନିଜର ଜୀବନ ସମର୍ପିତ କରିଛନ୍ତି ଏମିତି ଭାଇ ମହେଶ ଜୀ ଏବଂ ବିଶାଳ ସଂଖ୍ୟାରେ ଆସିଥିବା, ଦୂର-ଦୂରାନ୍ତରୁ ମାନଗଡ଼ ଧାମ ଆସିଥିବା ମୋର ପ୍ରିୟ ଆଦିବାସୀ ଭାଇ ଏବଂ ଭଉଣୀମାନେ ।

ସର୍ବସାଧାରଣ କାର୍ଯ୍ୟକ୍ରମ "ମାନଗଡ ଧାମ କି ଗୌରବ ଗାଥା"ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

November 01st, 11:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସାଧାରଣ କାର୍ଯ୍ୟକ୍ରମ ‘ମାନଗଡ ଧାମ କି ଗୌରବ ଗାଥା'ରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ଆଦିବାସୀ ବୀର ତଥା ଶହୀଦମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଧୁନି ଦର୍ଶନ କରିଥିଲେ ଏବଂ ଗୋବିନ୍ଦ ଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Welfare of tribal communities is our foremost priority: PM Modi in Vyara, Gujarat

October 20th, 03:33 pm

PM Modi laid the foundation stone of multiple development initiatives in Vyara, Tapi. He said that the country has seen two types of politics regarding tribal interests and the welfare of tribal communities. On the one hand, there are parties which do not care for tribal interests and have a history of making false promises to the tribals while on the other hand there is a party like BJP, which always gave top priority to tribal welfare.

ଗୁଜୁରାଟର ଭାୟାରା, ତାପିରେ ୧୯୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

October 20th, 03:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାପି ର ଭାୟାରା ଠାରେ ୧୯୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡିକରେ ବିଚ୍ଚିନ୍ନ ଯୋଗାଯୋଗର ର୍ନିମାଣ ସହିତ ସାପୁତାରା ଠାରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ ତାପି ଏବଂ ନର୍ମଦା ଜିଲ୍ଲାରେ ୩୦୦ କୋଟିରୁ ଅଧିକ ମୂଲ୍ୟର ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ଜାତୀୟ ଜନଜାତି ମହୋତ୍ସବ

October 25th, 04:51 pm

PM Narendra Modi inaugurated National Tribal Carnival in New Delhi today. The Prime Minister said the life of the tribal communities is marked by intense struggle. Yet, he added, the tribal communities have imbibed the ideals of community living, and of living cheerfully despite troubles.

ରାଷ୍ଟ୍ରୀୟ ଜନଜାତି ମହୋତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 25th, 04:23 pm

Prime Minister Shri Narendra Modi today inaugurated the National Tribal Carnival - 2016 in New Delhi. During his address PM Modi noted the contribution of our tribal communities to our nation. PM Modi mentioned the initiative of the Central Govt, Vanbandu Kalyan Yojana which aims to develop the tribal communities.

Prime Minister Modi to inaugurate First Tribal Carnival in New Delhi

October 25th, 06:25 am

PM Narendra Modi will today inaugurate first ever tribal carnival in New Delhi and will interact with several apasis from across the country. The event will highlight cultures and traditions of several apasi communities.