Tribal society is the one that led the fight for centuries to protect India's culture and independence: PM Modi
November 15th, 11:20 am
PM Modi addressed Janjatiya Gaurav Diwas, emphasizing India's efforts to empower tribal communities, preserve their rich heritage, and acknowledge their vital role in nation-building.ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 11:00 am
ଭାରତର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଦିବସ ସମାରୋହରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ଅଭାସୀ ମାଧ୍ୟମରେ ଯୋଗ ଦେଇଥିବା ଅଗଣିତ ଆଦିବାସୀ ଭାଇ ଭଉଣୀଙ୍କୁ ସେ ସ୍ୱାଗତ କରିଥିଲେ । କାର୍ତ୍ତିକ ପୂର୍ଣ୍ଣମୀ, ଦେବ ଦୀପାବଳି ଏବଂ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୫ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଜିର ଦିନକୁ ଅତ୍ୟନ୍ତ ପବିତ୍ର ଦିନ ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ନାଗରିକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ନାଗରିକ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ଜନଜାତୀୟ ଗୌରବ ଦିବସର ପୂର୍ବସୂଚୀ ଭାବରେ ଜାମୁଇରେ ଗତ ୩ ଦିନ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱଚ୍ଛତା ଅଭିଯାନ ପାଇଁ ସେ ପ୍ରଶାସନ, ଜାମୁଇର ନାଗରିକ ଏବଂ ବିଶେଷ କରି ମହିଳା ମାନଙ୍କ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଜନଜାତିୟ ଗୌରବ ଦିବସ ଅବସରରେ ନଭେମ୍ବର ୧୫ରେ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
November 13th, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ରେ ଜନଜାତିୟ ଗୌରବ ଦିବସ ପାଳନ କରିବା ପାଇଁ ବିହାରର ଜାମୁଇ ଗସ୍ତ କରିବେ । ଧର୍ତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିବେ । ଏହି ଅଞ୍ଚଳର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଉନ୍ନତି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ୬,୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।You trusted BJD for 25 years, but it broke your trust at every step: PM Modi in Mayurbhanj, Odisha
May 29th, 01:30 pm
Prime Minister Narendra Modi addressed an enthusiastic public meeting in Mayurbhanj, Odisha with a vision of unprecedented development and transformation for the state and the country. PM Modi emphasized the achievements of the last decade under his leadership and laid out ambitious plans for the next five years, promising continued progress and prosperity for all Indians.PM Modi addresses public meetings in Mayurbhanj, Balasore and Kendrapara, Odisha
May 29th, 01:00 pm
Prime Minister Narendra Modi addressed enthusiastic public meetings in Mayurbhanj, Balasore and Kendrapara, Odisha with a vision of unprecedented development and transformation for the state and the country. PM Modi emphasized the achievements of the last decade under his leadership and laid out ambitious plans for the next five years, promising continued progress and prosperity for all Indians.ବିଜେଡିର ଛୋଟ ଛୋଟ ନେତା ମାନେ ମଧ୍ୟ ଏବେ କୋଟିପତି ହୋଇଯାଇଛନ୍ତି: ଢେଙ୍କାନାଳରେ ପ୍ରଧାନମନ୍ତ୍ରୀ ମୋଦୀ
May 20th, 10:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଢେଙ୍କାନାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବିଶାଳ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ଓଡ଼ିଶାକୁ କିଛି ଦେଇନାହିଁ। କୃଷକ, ଯୁବକ ଏବଂ ଆଦିବାସୀମାନେ ଏବେ ବି ଉନ୍ନତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ ଧ୍ୱଂସ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବା ଉଚିତ ନୁହେଁ।ଢେଙ୍କାନାଳ ଓ କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 20th, 09:58 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଢେଙ୍କାନାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବିଶାଳ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ଓଡ଼ିଶାକୁ କିଛି ଦେଇନାହିଁ। କୃଷକ, ଯୁବକ ଏବଂ ଆଦିବାସୀମାନେ ଏବେ ବି ଉନ୍ନତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ ଧ୍ୱଂସ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବା ଉଚିତ ନୁହେଁ।BJD failed farmers for 25 years, BJP aims for their true empowerment: PM Modi in Nabarangpur
May 06th, 09:15 pm
Prime Minister Narendra Modi an addressed a mega public meeting in Odisha’s Nabarangpur. Addressing a huge gathering, the PM said, “Today, our Ram Lalla is enshrined in the magnificent Ram Temple. This is the wonder of your one vote... which has ended a 500-year wait. I congratulate all the people of Odisha. Prime Minister Modi declared, “4th June is the expiry date of BJD government. I have come here to invite you to attend the swearing-in ceremony of a new BJP Chief Minister on 10th June in Bhubaneswar. I am sure that some people declined the invitation to attend the Pran Pratishtha of Ram Temple in Ayodhya, but you all will not decline my invitation...PM Modi addresses public meetings in Odisha’s Berhampur and Nabarangpur
May 06th, 10:15 am
Prime Minister Narendra Modi today addressed two mega public meetings in Odisha’s Berhampur and Nabarangpur. Addressing a huge gathering, the PM said, “Today, our Ram Lalla is enshrined in the magnificent Ram Temple. This is the wonder of your one vote... which has ended a 500-year wait. I congratulate all the people of Odisha.ଆନ୍ଧ୍ର ପ୍ରଦେଶର ଭୀମାବରମଠାରେ ଅଲ୍ଲୁରୀ ସୀତାରାମ ରାଜୁଙ୍କ ୧୨୫ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 11:01 am
ମଣ୍ୟମ୍ ବୀରୁଡ଼ୁ, ତେଲୁଗୁ ଜାତି ଯୁଗପୁରୁଷୁଡ଼ୁ, ‘ତେଲୁଗୁ ବୀର ଲେବାରା, ଦୀକ୍ଷ ବୁନୀ ସାଗରା’ ସ୍ୱତନ୍ତ୍ର ସଂଗ୍ରାମମଲୋ, ଯାବତ୍ ଭାରତା- ବନିକେ, ସ୍ପୂର୍ତ୍ତିଧାୟ-କଂଗା, ନିଲିଚିନ- ଅ,ମନା ନାୟକୁଡ଼ୁ, ଅଲ୍ଲୁରୀ ସୀତାରାମ ରାଜୁ, ପୁଟ୍ଟୀ-ନ ଇ ନେଲ ମୀଦା, ମନ ମନ୍ଦରମ୍, କଳୁସୁକୋବଡ଼ମ୍, ମନ ଅଦୁ୍ରଷ୍ଟମ୍ ।PM launches year-long 125th birth anniversary celebration of legendary freedom fighter Alluri Sitarama Raju in Bhimavaram, Andhra Pradesh
July 04th, 11:00 am
PM Modi launched year-long 125th birth anniversary celebration of legendary freedom fighter Alluri Sitarama Raju in Bhimavaram, Andhra Pradesh. Terming Alluri Sitarama Raju a symbol of India’s culture, tribal identity, valour, ideals and values, the PM remarked that from the birth of Sitaram Raju Garu to his sacrifice, his life journey is an inspiration to all of us.ଗୁଜରାଟର ଦାହୋଡ ଠାରେ ବହୁବିଧ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
April 20th, 09:49 pm
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ୍, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ, ଦେଶର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ମନ୍ତ୍ରୀପରିଷଦର ସହଯୋଗୀ ଦର୍ଶନା ବେନ୍ ଜରଦୋଷ, ସଂସଦରେ ମୋର ବରିଷ୍ଠ ସହଯୋଗୀ, ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସି. ଆର୍. ପାଟିଲ୍, ଗୁଜରାଟ ରାଜ୍ୟ ସରକାରଙ୍କର ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଏବଂ ବହୁତ ସଂଖ୍ୟାରେ ଏଠାରେ ଉପସ୍ଥିତ, ମୋର ପ୍ରିୟ ଆଦିବାସୀ ଭାଇ ଏବଂ ଭଉଣୀମାନେ ।ଗୁଜୁରାଟର ଦାହୋଡ ଏବଂ ପଞ୍ଚମାହଲରେ ୨୨୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ
April 20th, 04:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାହୋଡରେ ଥିବା ଆଦିବାସୀ ମହା ସମ୍ମେଳନରେ ଯୋଗ ଦେଇ ସେଠାରେ ପ୍ରାୟ ୨୨,୦୦୦ କୋଟି ଟଙ୍କାର ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉଦ୍ଘାଟନ କରିଛନ୍ତି । ୧୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ସେ ପ୍ରାୟ ୮୪୦ କୋଟି ଟଙ୍କା ମୂଲ୍ୟର ନର୍ମଦା ନଦୀ ଅବବାହିକାରେ ର୍ନିମିତ ଦାହୋଡ ଜିଲ୍ଲା ଦକ୍ଷିଣ କ୍ଷେତ୍ର ଆଞ୍ଚଳିକ ଜଳ ଯୋଗାଣ ଯୋଜନାର ଉଦଘାଟନ କରିଛନ୍ତି । ଏହା ଦାହୋଡ ଜିଲ୍ଲା ଏବଂ ଦେବଗଡ ବାରିଆ ସହରର ପ୍ରାୟ ୨୮୦ ଗାଁର ଜଳ ଯୋଗାଣ ଆବଶ୍ୟକତାକୁ ପୂରଣ କରିବ । ପ୍ରଧାନମନ୍ତ୍ରୀ ପ୍ରାୟ ୩୩୫ କୋଟି ଟଙ୍କା ମୂଲ୍ୟର ଦାହୋଡ ସ୍ମାର୍ଟ ସିଟିର ପାଞ୍ଚଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ସୌଧ, ବୋହି ଯାଉଥିବା ଜଳ ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଏବଂ ବର୍ଷା ଜଳ ଅମଳ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୧୨୦କୋଟି ଟଙ୍କା ମୂଲ୍ୟର ସୁବିଧା ପଞ୍ଚମହଲ ଏବଂ ଦାହୋଡ ଜିଲ୍ଲାର ୧୦,୦୦୦ ଆଦିବାସୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଅନ୍ୟଗୁଡିକ ମଧ୍ୟରେ ୬୬ କେଭି ଘୋଡିଅଳ ସବଷ୍ଟେସନ୍, ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦି ଉଦଘାଟନ କରିଛନ୍ତି ।ଝାଡ଼ଖଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ବିଜେପି ଏକ ମଜବୁତ ଏବଂ ସ୍ଥିର ସରକାର ଗଠନ କରିଛି : ପ୍ରଧାନମନ୍ତ୍ରୀ ମୋଦୀ
November 25th, 12:03 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଡାଲ୍ଟନଗଞ୍ଜ ଏବଂ ଗୁମଲାରେ ଦୁଇଟି ମେଗା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ସଭାକୁ ସମ୍ବୋଧିତ କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ବିଜେପିର ନେତୃତ୍ୱରେ ଝାଡ଼ଖଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ,ଏକ ମଜବୁତ ଏବଂ ସ୍ଥିର ବିଜେପି ସରକାର ଗଠନ ହୋଇଛି ।''ଝାଡ଼ଖଣ୍ଡର ଡାଲ୍ଟନଗଞ୍ଜ ଏବଂ ଗୁମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
November 25th, 12:02 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଡାଲ୍ଟନଗଞ୍ଜ ଏବଂ ଗୁମଲାରେ ଦୁଇଟି ମେଗା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ସଭାକୁ ସମ୍ବୋଧିତ କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ବିଜେପିର ନେତୃତ୍ୱରେ ଝାଡ଼ଖଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ,ଏକ ମଜବୁତ ଏବଂ ସ୍ଥିର ବିଜେପି ସରକାର ଗଠନ ହୋଇଛି ।''The first 100 days of our government at the Centre have been marked by Promise, Performance and Delivery: PM Modi
September 19th, 04:29 pm
Addressing a large public meeting of supporters in Nashik, Maharashtra, PM Modi described the major milestones achieved by the state BJP government in the last five years. The first 100 days have been marked by Promise, Performance and Delivery, said PM Modi.PM Modi addresses public meeting in Nashik, Maharashtra
September 19th, 04:15 pm
Addressing a large public meeting of supporters in Nashik, Maharashtra, PM Modi described the major milestones achieved by the state BJP government in the last five years. The first 100 days have been marked by Promise, Performance and Delivery, said PM Modi.Since assuming power in 2014, BJP government has been inspired by the values of patriotism, efficient governance and ‘Antyodaya’: PM
May 17th, 11:31 am
Prime Minister Narendra Modi addressed the last rally of supporters this election season in the Khargone constituency of Madhya Pradesh. The rally saw PM Modi talk at length about the milestones achieved for the nation’s progress since 2014 as well as his vision for the next five years.PM Modi addresses rally in Khargone, Madhya Pradesh
May 17th, 11:30 am
Prime Minister Narendra Modi addressed the last rally of supporters this election season in the Khargone constituency of Madhya Pradesh. The rally saw PM Modi talk at length about the milestones achieved for the nation’s progress since 2014 as well as his vision for the next five years.Despite ruling the nation for decades, the Congress party treated the tribal communities as a mere vote-bank: PM at Deoghar
May 15th, 12:46 pm
Addressing his second major rally for the day in Deoghar in Jharkhand, Prime Minister Narendra Modi applauded the state BJP government for its transparent and efficient governance that has enhanced the living standards for the people while also empowering the state’s tribal communities through financial inclusion, employment and access to social security services.