We have tried tremendously to empower the girl child from birth till her education, career, every aspect of her life: PM Modi in Valsad

November 19th, 07:29 pm

Prime Minister Narendra Modi today addressed a public meeting at Valsad, Gujarat. PM Modi started his address by expressing delight over Gujarat's youth and women, for turning out in huge number. He said that with their blessings, the BJP will emerge victorious in the upcoming elections.

PM Modi addresses a public meeting at Valsad, Gujarat

November 19th, 07:28 pm

Prime Minister Narendra Modi today addressed a public meeting at Valsad, Gujarat. PM Modi started his address by expressing delight over Gujarat's youth and women, for turning out in huge number. He said that with their blessings, the BJP will emerge victorious in the upcoming elections.

ଗୁଜରାଟର ଧରମପୁର ଠାରେ ଶ୍ରୀମଦ୍ ରାମଚନ୍ଦ୍ର ମିଶନର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

August 04th, 07:25 pm

ଶ୍ରୀମଦ୍ ରାମଚନ୍ଦ୍ର ମିଶନ, ଧରମପୁରର ଆଜିର ଏହି କାର୍ଯ୍ୟକ୍ରମ ଏହି ଶାଶ୍ୱତ ଭାବନାର ପ୍ରତୀକ ଅଟେ । ଆଜି ସ୍ପେଶାଲିଟି ଚିକିତ୍ସାଳୟର ଲୋକାର୍ପଣ ହୋଇଛି, ପଶୁ ଚିକିତ୍ସାଳୟ ଶିଳାନ୍ୟାସ କରାଯାଇଛି । ଏହା ସହିତ ମହିଳାମାନଙ୍କ ପାଇଁ ସେଣ୍ଟର ଅଫ ଏକ୍ସିଲେନ୍ସିର ନିର୍ମାଣ କାର୍ଯ୍ୟ ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି । ଏହାଦ୍ୱାରା ଗୁଜରାଟର ଗାଁରେ ରହୁଥିବା ଲୋକମାନଙ୍କ ପାଇଁ, ଗରିବ ଲୋକମାନଙ୍କ ପାଇଁ ଏବଂ ଆଦିବାସୀମାନଙ୍କ ପାଇଁ, ବିଶେଷ ଭାବେ ଦକ୍ଷିଣ ଗୁଜରାଟର ସାଥୀମାନଙ୍କୁ, ଆମର ମା’ ମାନଙ୍କୁ ଭଉଣୀମାନଙ୍କୁ ବହୁତ ଲାଭ ମିଳିବ । ଏହି ଆଧୁନିକ ସୁବିଧାଗୁଡ଼ିକ ପାଇଁ ମୁଁ ରାକେଶ ଜୀଙ୍କୁ, ଏହି ପୁରା ମିଶନକୁ, ଆପଣ ସମସ୍ତ ଭକ୍ତଜନଙ୍କୁ ଏବଂ ସେବାବ୍ରତୀମାନଙ୍କୁ ଯେତିକି ଧନ୍ୟବାଦ ଦେବି, ସେତିକି କମ ହେବ । ଯେତିକି ଅଭିନନ୍ଦନ କରିବି, ସେତିକି କମ ହେବ ।

ଗୁଜୁରାଟର ଧରମପୁର ଠାରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

August 04th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ଭାଲସାଦ ଜିଲ୍ଲାର ଧରମପୁର ଠାରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନ୍ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

ଗୁଜରାଟର ନବସାରୀଠାରେ ଗୁଜରାଟ ଗୌରବ ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

June 10th, 10:16 am

ଭାରତମାତା କୀ- ଜୟ, ଭାରତମାତା କୀ- ଜୟ, ଭାରତମାତା କୀ- ଜୟ, ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମିଷ୍ଟଭାଷୀ ଏବଂ ସଫଳ ଶ୍ରୀ ଭୂପେନ୍ଦ୍ର ପଟେଲ, ସଂସଦରେ ମୋର ବରିଷ୍ଠ ସହଯୋଗୀ ଓ ନବସାରୀର ସାଂସଦ ଏବଂ ଆପଣମାନେ ଗତ ନିର୍ବାଚନରେ ହିନ୍ଦୁସ୍ଥାନରେ ଯାହାଙ୍କୁ ସର୍ବାଧିକ ଭୋଟ ଦେଇ ବିଜୟୀ କରାଇଥିଲେ ଓ ନବସାରୀର ନାମକୁ ଗୌରବାନ୍ୱିତ କରିଥିଲେ, ଆପଣ ସମସ୍ତଙ୍କର ପ୍ରତିନିଧି ଶୀ ସି.ଆର ପାଟିଲ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭଉଣୀ ଦର୍ଶନା ମହୋଦୟା, ଭାରତ ସରକାରଙ୍କର ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀଗଣ ଏବଂ ବହୁତ ସଂଖ୍ୟାରେ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀଗଣ!

PM Launches Multiple Development Projects During 'Gujarat Gaurav Abhiyan' in Navsari

June 10th, 10:15 am

PM Modi participated in a programme 'Gujarat Gaurav Abhiyan’, where he launched multiple development initiatives. The pride of Gujarat is the rapid and inclusive development in the last two decades and a new aspiration born out of this development. The double engine government is sincerely carrying forward this glorious tradition, he said.

ଜୁନ୍‍ ୧୦ ତାରିଖରେ ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

June 08th, 07:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୦ ତାରିଖ ଦିନ ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦.୧୫ ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ୍‌' ର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ପ୍ରାୟ ୧୨.୧୫ ରେ ସେ ନଭସାରୀରେ ଏ ଏମ୍‍ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଅ ।ଲିଟି ହସ୍ପିଟାଲର ଉଦଘାଟନ କରିବେ । ତା'ପରେ, ଅପରାହ୍ନ ପ୍ରାୟ ୩.୪୫ ରେ, ସେ ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଆଇଏନ୍‍-ଏସପିଏସିଇ) ର ମୁଖ୍ୟାଳୟକୁ ଉଦଘାଟନ କରିବେ ।

ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

August 22nd, 02:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 23 ଅଗଷ୍ଟ, 2018ରେ ଗୁଜରାଟ ଗସ୍ତ କରିବେ ।

Donors from Valsad donate Rs 61 lakh for relief of Uttarakhand victims

August 27th, 03:00 pm

Donors from Valsad donate Rs 61 lakh for relief of Uttarakhand victims