India has not given world 'Yuddha', but Buddha: PM Modi at International Abhidhamma Divas
October 17th, 10:05 am
PM Modi addressed the celebration of International Abhidhamma Divas and the recognition of Pali as a classical language at Vigyan Bhavan, New Delhi. He emphasized the significance of Pali in understanding Buddha's teachings and highlighted the importance of preserving linguistic heritage. The PM spoke about India's commitment to promoting Lord Buddha's teachings globally.ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 17th, 10:00 am
ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।Prime Minister Shri Narendra Modi greets people on Valmiki Jayanti
October 17th, 09:18 am
The Prime Minister Shri Narendra Modi wished people on the occasion of Valmiki Jayanti today.PM greets on Valmiki Jayanti
October 28th, 10:27 am
The Prime Minister, Shri Narendra Modi greeted the nation on the auspicious occasion of Valmiki Jayanti.ବାଲ୍ମିକୀ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 09th, 12:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଲ୍ମିକୀ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମହର୍ଷି ବାଲ୍ମିକୀଙ୍କ ବିଷୟରେ ତାଙ୍କ ଚିନ୍ତାଧାରାର ଏକ ଭିଡିଓ ସେୟାର କରିଛନ୍ତି ।ବାଲ୍ମିକୀ ଜୟନ୍ତୀ ଅବସରରେ ମହର୍ଷି ବାଲ୍ମିକୀଙ୍କୁ ପ୍ରଣାମ ଜଣାଇଲେ ପ୍ରଧାନମନ୍ତୀ
October 20th, 09:19 am
ବାଲ୍ମିକୀ ଜୟନ୍ତୀ ଅବସରରେ ମହର୍ଷି ବାଲ୍ମିକୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଣାମ ଜଣାଇଛନ୍ତି ।ଗୁଜରାଟର କେୱଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 31st, 11:01 am
ଆଜି ସର୍ଦ୍ଦାର ସରୋବରରୁ ସାବରମତୀ ନଦୀକୂଳ(ରିଭର ଫ୍ରଣ୍ଟ) ପର୍ଯ୍ୟନ୍ତ ସି-ପ୍ଲେନ ସେବାର ମଧ୍ୟ ଶୁଭାରମ୍ଭ ହେବାକୁ ଯାଉଛି । ଏହା ଦେଶର ପ୍ରଥମ ଏବଂ ନିଜକୁ ନିଜ ମଧ୍ୟରେ ହେଉଛି ଅନନ୍ୟ ସି-ପ୍ଲେନ ସେବା । ସର୍ଦ୍ଦାର ସାହେବଙ୍କ ଦର୍ଶନ ପାଇଁ, ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ଦେଶବାସୀଙ୍କୁ ଏବେ ସି-ପ୍ଲେନ ସେବାର ମଧ୍ୟ ବିକଳ୍ପ ମିଳିବ । ଏହି ସମସ୍ତ ପ୍ରୟାସ ଏହି କ୍ଷେତ୍ରରେ ପର୍ଯ୍ୟଟନକୁ ମଧ୍ୟ ବହୁତ ଅଧିକ ପ୍ରୋତ୍ସାହନ ଦେବ । ଏହାଦ୍ୱାରା ଏଠାକାର ଲୋକଙ୍କୁ, ମୋର ଆଦିବାସୀ ଭାଇ-ଭଉଣୀଙ୍କୁ ରୋଜଗାରର ମଧ୍ୟ ନୂତନ ସୁଯୋଗ ମିଳୁଛି ।Prime Minister participates in the Ekta Diwas Celebrations at Kevadia, Gujarat
October 31st, 11:00 am
PM Narendra Modi took part in the Rashtriya Ekta Diwas celebrations at Gujarat's Kevadia and flagged off the parade from the Statue of Unity. Speaking at the event, PM Modi said 130 crore Indians have honoured Corona Warriors in their fight against the coronavirus and added that the country has proved its collective potential during the pandemic in an unprecedented wayPM greets people on Valmiki Jayanti
October 31st, 09:59 am
The Prime Minister, Shri Narendra Modi has greeted the people on the occasion of Valmiki Jayanti.ମନର କଥା 2.0 (ସପ୍ତଦଶ ଅଧ୍ୟାୟ)
October 25th, 11:00 am
ବନ୍ଧୁଗଣ, ଆମେ ଯେତେବେଳେ ପର୍ବପର୍ବାଣୀ କଥା କହୁଁ, ସେଗୁଡ଼ିକ ପାଇଁ ପ୍ରସ୍ତୁତି କରୁଁ, ସେତେବେଳେ ପ୍ରଥମେ ମନରେ ପ୍ରଶ୍ନ ଆସେ ବଜାରକୁ କେବେ ଯିବା? କ’ଣ କ’ଣ ସବୁ କିଣିବା? ବିଶେଷକରି ପିଲାମାନଙ୍କ ମଧ୍ୟରେ ଏସବୁକୁ ନେଇ ବିଶେଷ ଉତ୍ସାହ ରହିଥାଏ । ଏଥର ପର୍ବପର୍ବାଣୀରେ ନୂଆ କ’ଣ ମିଳିବ? ପର୍ବପର୍ବାଣୀର ଏହି ଉତ୍ସାହ ଓ ବଜାରର ଆକର୍ଷଣ ପରସ୍ପର ସହିତ ଜଡ଼ିତ । କିନ୍ତୁ ଏଥର ବଜାରକୁ ଯିବାବେଳେ ଆପଣମାନେ ‘ଭୋକାଲ ଫର ଲୋକାଲ’ର ନିଜର ସଂକଳ୍ପ ନିଶ୍ଚୟ ମନେରଖିବେ । ବଜାରରୁ ଜିନିଷ କିଣିବା ସମୟରେ ଆମକୁ ସ୍ଥାନୀୟ ସାମଗ୍ରୀଗୁଡ଼ିକୁ ଅଗ୍ରାଧିକାର ଦେବାକୁ ହେବ ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ମୈଁ ନହିଁ ହମ” ପୋର୍ଟାଲ ଓ ଆପ୍ର ଶୁଭାରମ୍ଭ; ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାତା ପେଶାଦାରଙ୍କ ସହ ଭାବ ବିନିମୟ
October 24th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ “ମୈଁ ନେହିଁ ହମ” ପୋର୍ଟାଲ ଓ ଆପ୍ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ ବିନିର୍ମାଣକାରୀ ପେଶାଦାରଙ୍କ ସହ ଭାବ ବିନିମୟ କରିଛନ୍ତି ।“ମେଁ ନହିଁ ହମ୍” ପୋର୍ଟାଲ ଓ ଆପର ଶୁଭାରମ୍ଭ; ସେଲ୍ଫ4ସୋସାଇଟି ମାଧ୍ୟମରେ ଆଇଟି ପେଶାଦାରଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 24th, 03:15 pm
ମନ୍ତ୍ରୀ ପରିଷଦର ମୋର ସାଥୀଗଣ, ଭାରତର ଔଦ୍ୟୋଗିକ ଜୀବନକୁ ଗତି ପ୍ରଦାନ କରିଥିବା ଆଇଟି ପ୍ରଫେସନକୁ ବଳ ଦେଇଥିବା ସମସ୍ତ ଅନୁଭବୀ ମହାନୁଭବଗଣ ଏବଂ ଆଇଟି କ୍ଷେତ୍ରରେ ଯୋଡ଼ିହୋଇ ରହିଥିବା ଆମର ଯୁବପିଢ଼ି, ଗ୍ରାମାଞ୍ଚଳରେ ସିଏସସି ସେଣ୍ଟରରେ ବସିରହି ଢ଼େର ଆଶାର ସହ ନିଜର ସ୍ୱପ୍ନକୁ ସଜାଉଥିବା ଆମର ସ୍କୁଲ କଲେଜର ଛାତ୍ରଛାତ୍ରୀଗଣ, ଆଇଆଇଟି ସମେତ ଅନେକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଗଣ, ମୋ ପାଇଁ ଏହା ଖୁସିର କଥା ଯେ ଏହା ମୋର ସବୁଠାରୁ ପ୍ରିୟ କାର୍ଯ୍ୟ ଓ ଏହିଭଳି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଏବଂ ଆପଣମାନଙ୍କ ଗହଣରେ ସାମିଲ ହେବା ସକାଶେ ମୋତେ ଆଜି ସୁଯୋଗ ମିଳିଛି ।PM Modi greets people on Valmiki Jayanti
October 24th, 08:51 am
PM Narendra Modi greeted people on Valmiki Jayanti. महर्षि वाल्मीकि जयंती की सभी देशवासियों को बहुत-बहुत शुभकामनाएं। Greetings on Valmiki Jayanti. We remember the noble ideals of Bhagwan Valmiki, especially his emphasis on harmony, equality and social justice, the PM said.ବାଲ୍ମିକୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
October 05th, 11:10 am
ବାଲ୍ମିକୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର16 ଅକ୍ଟୋବର
October 16th, 11:07 am
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ ।ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁବାଲ୍ମୀକି ଜୟନ୍ତୀରେ ମହର୍ଷି ବାଲ୍ମୀକିଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
October 16th, 11:03 am
The Prime Minister, Shri Narendra Modi has remembered noble ideals and thoughts of Maharshi Valmiki, on Valmiki Jayanti. Remembering the noble ideals and pure thoughts of Maharshi Valmiki on Valmiki Jayanti. His impact on our society is phenomenal, the Prime Minister said.PM Modi greets the nation on Valmiki Jayanti
October 27th, 11:43 am