ଷୋଡଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଦେଶଗୁଡ଼ିକରେ କରୋନା ମହାମାରୀ ବେଳେ ସେମାନଙ୍କ ଭୂମିକା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ କଥା ହେବାବେଳେ ସେମାନେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିଥାନ୍ତି । ଏହି ସମୟରେ ସେ ବହୁତ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କ ରାଷ୍ଟ୍ରରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ସାଧାରଣ ନାଗରିକ ଭାବେ ଭାରତୀୟଙ୍କ ଯୋଗଦାନକୁ ନେତାମାନେ ଭୂୟସୀ ପ୍ରଶଂସା କରିଛନ୍ତି । କୋଭିଡ ବିରୋଧରେ ଭାରତର ଲଢ଼େଇରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି ।ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 09th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଦେଶଗୁଡ଼ିକରେ କରୋନା ମହାମାରୀ ବେଳେ ସେମାନଙ୍କ ଭୂମିକା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ କଥା ହେବାବେଳେ ସେମାନେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିଥାନ୍ତି । ଏହି ସମୟରେ ସେ ବହୁତ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କ ରାଷ୍ଟ୍ରରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ସାଧାରଣ ନାଗରିକ ଭାବେ ଭାରତୀୟଙ୍କ ଯୋଗଦାନକୁ ନେତାମାନେ ଭୂୟସୀ ପ୍ରଶଂସା କରିଛନ୍ତି । କୋଭିଡ ବିରୋଧରେ ଭାରତର ଲଢ଼େଇରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି ।India has a rich legacy in science, technology and innovation: PM Modi
December 22nd, 04:31 pm
Prime Minister Narendra Modi delivered the inaugural address at India International Science Festival (IISF) 2020. PM Modi said, All our efforts are aimed at making India the most trustworthy centre for scientific learning. At the same time, we want our scientific community to share and grow with the best of global talent.PM delivers inaugural address at IISF 2020
December 22nd, 04:27 pm
Prime Minister Narendra Modi delivered the inaugural address at India International Science Festival (IISF) 2020. PM Modi said, All our efforts are aimed at making India the most trustworthy centre for scientific learning. At the same time, we want our scientific community to share and grow with the best of global talent.Pan IIT movement can help realise dream of Aatmanirbhar Bharat: PM Modi
December 04th, 10:35 pm
PM Narendra Modi delivered the keynote address at the Pan IIT-2020 Global Summit. PM Modi lauded the contributions of the IIT alumni in every sphere around the world and asked them to train the future minds in a way that they could give back to the country and create an Atmanirbhar Bharat.PM delivers keynote address at IIT-2020 Global Summit
December 04th, 09:51 pm
PM Narendra Modi delivered the keynote address at the Pan IIT-2020 Global Summit. PM Modi lauded the contributions of the IIT alumni in every sphere around the world and asked them to train the future minds in a way that they could give back to the country and create an Atmanirbhar Bharat.Have ideas to strengthen India’s science and technology landscape? Share them now!
November 08th, 07:28 pm
VAIBHAV Summit, organised from 2nd October to 31st October 2020, brought Indian origin luminaries in academic institutes and R&D organisations across the world on a single platform to debate upon collaboration mechanisms to strengthen academic and S&T base in India for global development.ବୈଭବ 2020 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
October 02nd, 06:21 pm
“ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଅଧିକ ସଂଖ୍ୟକ ଯୁବପିଢ଼ି ବିଜ୍ଞାନ ପ୍ରତି ଆଗ୍ରହୀ ହୁଅନ୍ତୁ। ଏଥିପାଇଁ ଆମେ ସମସ୍ତେ ଇତିହାସର ବିଜ୍ଞାନ ଏବଂ ବିଜ୍ଞାନର ଇତିହାସ ବିଷୟରେ ଭଲ ଭାବେ ଅବଗତ ହେବାର ଆବଶ୍ୟକତା ରହିଛି ।” ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଏବଂ ନିବାସୀ ଭାରତୀୟ ଗବେଷକ ଓ ଶିକ୍ଷାବିତମାନଙ୍କୁ ନେଇ ଆୟୋଜିତ ଏକ ବୈଶ୍ୱିକ ଭର୍ଚୁଆଲ ସମ୍ମିଳନୀ –ବୈଶ୍ୱିକ ଭାରତୀୟ ବୈଜ୍ଞାନିକ (ବୈଭବ)କୁ ଉଦଘାଟନ କରି ଏହା କହିଛନ୍ତି ।PM to inaugurate VAIBHAV Summit on 2nd October
October 01st, 09:30 pm
Prime Minister Shri Narendra Modi will inaugurate Vaishvik Bhartiya Vaigyanik (VAIBHAV) Summit on 2nd October at 6:30 PM, via video conferencing.