Every citizen of Delhi is saying – AAP-da Nahin Sahenge…Badal Ke Rahenge: PM Modi
January 05th, 01:15 pm
Prime Minister Narendra Modi addressed a massive and enthusiastic rally in Rohini, Delhi today, laying out a compelling vision for the city’s future under BJP’s governance. With resounding cheers from the crowd, the Prime Minister called upon the people of Delhi to usher in an era of good governance by ending a decade of administrative failures and empowering a “double-engine government” to transform the capital into a global model of urban development.PM Modi Calls for Transforming Delhi into a World-Class City, Highlights BJP’s Vision for Good Governance
January 05th, 01:00 pm
Prime Minister Narendra Modi addressed a massive and enthusiastic rally in Rohini, Delhi today, laying out a compelling vision for the city’s future under BJP’s governance. With resounding cheers from the crowd, the Prime Minister called upon the people of Delhi to usher in an era of good governance by ending a decade of administrative failures and empowering a “double-engine government” to transform the capital into a global model of urban development.PM Modi inaugurates and lays foundation stone of multiple development projects in Delhi worth over Rs. 12,200 crore
January 05th, 12:15 pm
The Prime Minister Shri Narendra Modi inaugurated and laid the foundation stone of multiple development projects worth over Rs 12,200 crore in Delhi. The key focus of projects is to enhance regional connectivity and ensure ease of travel. The Prime Minister also undertook a ride in Namo Bharat Train from Sahibabad RRTS Station to New Ashok Nagar RRTS Station.Prime Minister Narendra Modi to inaugurate and lay foundation stone of multiple development projects in Delhi
January 02nd, 10:18 am
PM Modi will visit Swabhiman Apartments, Ashok Vihar, Delhi, on January 3, 2025, to inaugurate 1,675 flats under the In-Situ Slum Rehabilitation Project. He will also inaugurate the World Trade Centre at Nauroji Nagar, GPRA Quarters at Sarojini Nagar, CBSE's Integrated Office Complex at Dwarka, and lay foundation stones for three Delhi University projects.Prime Minister reflects on the Transformative Decade and its impact on people’s lives
December 31st, 04:12 pm
The Prime Minister, Shri Narendra Modi today acknowledged an insightful thread highlighting the profound impact of the past decade on people's lives. This retrospective showcases the transformative journey of the nation and its citizens.ଡିସେମ୍ବର ୧୪ ଓ ୧୫ ରେ ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
December 13th, 12:53 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୪ ଓ ୧୫ ତାରିଖରେ ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ଏହି ସମ୍ମିଳନୀ କାମ ଦେବ ବୋଲି କୁହାଯାଇଛି । ସଂଘୀୟ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ବିବେଚନା କରାଯାଏ ।ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 24th, 08:48 pm
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଆ ସମାଜ ଅନୁଷ୍ଠାନର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଜୀ, ଓଡ଼ିଆ ସମାଜର ଅନ୍ୟ କର୍ମକର୍ତ୍ତା, ଓଡିଶାର ସମସ୍ତ କଳାକାର, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିଗଣ ।‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 24th, 08:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରାଯିବା ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ ଏବଂ ଓଡ଼ିଆ ଭାଗବତର ଲେଖକ ଶ୍ରୀଜଗନ୍ନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।Action Plan (2024-2028) for the Implementation of the India-Poland Strategic Partnership
August 22nd, 08:22 pm
Building on the consensus reached by the Prime Ministers of India and Poland during talks held on August 22, 2024, in Warsaw and recognising the momentum in bilateral cooperation created by the establishment of the Strategic Partnership, the two sides agreed to formulate and execute a five-year Action Plan that will guide bilateral collaboration in the years 2024-2028 across various sectors.India- Poland Joint Statement “Establishment of Strategic Partnership”
August 22nd, 08:21 pm
At the invitation of PM Donald Tusk of Poland, PM Narendra Modi paid an official visit to Poland from August 21-22, 2024. The historic visit, came as both nations celebrate the 70th anniversary of their diplomatic relations. Recognizing their long-standing ties, reaffirming the deep-rooted bonds of friendship between their countries and peoples, and commitment to realizing the full potential of their ties, the two leaders decided to elevate India-Poland bilateral relations to the level of a Strategic Partnership.”ପୋଲାଣ୍ଡ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
August 22nd, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାର୍ସଠାରେ ପୋଲାଣ୍ଡ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କରିଛନ୍ତି । ଫେଡେରାଲ ଚାନ୍ସଲରୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
August 22nd, 03:00 pm
ୱାର୍ସା ଭଳି ଏକ ସୁନ୍ଦର ସହରରେ ଭବ୍ୟ ସ୍ୱାଗତ, ସୁନ୍ଦର ଆତିଥ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଶବ୍ଦ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଟସ୍କଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଆପଣ ଦୀର୍ଘ ଦିନ ଧରି ଭାରତର ଜଣେ ଭଲ ବନ୍ଧୁ ଅଟନ୍ତି । ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ବନ୍ଧୁତାକୁ ସୁଦୃଢ କରିବାରେ ଆପଣଙ୍କର ଅବଦାନ ଅତୁଳନୀୟ ।ଉତ୍ତରପ୍ରଦେଶର ବାରଣାସୀରେ କୃଷକ ସମ୍ମାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 18th, 05:32 pm
ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶିବରାଜ ସିଂହ ଚୌହାନ, ଭାଗୀରଥ ଚୌଧୁରୀ ଜୀ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ, ବିଧାନ ପରିଷଦର ସଦସ୍ୟ ତଥା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଭୂପେନ୍ଦ୍ର ଚୌଧୁରୀଜୀ, ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ଜନପ୍ରତିନିଧି ଗଣ ଏବଂ ବିଶାଳ ସଂଖ୍ୟାରେ ଏଠାକୁ ଆସିଥିବା ମୋର କୃଷକ ଭାଇ ଭଉଣୀମାନେ କାଶୀର ମୋ ପରିବାର ସଦସ୍ୟ, ନିର୍ବାଚନ ଜିତିବା ପରେ ଆଜି ମୁଁ ପ୍ରଥମ ଥର ପାଇଁ ବନାରସ ଗସ୍ତ ଆସିଛି। କାଶୀ ଜନତା ଜନାର୍ଦ୍ଦନଙ୍କୁ ମୋର ପ୍ରଣାମ ।ଉତ୍ତରପ୍ରଦେଶର ବାରାଣସୀରେ କିଷାନ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 18th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ସପ୍ତଦଶ କିସ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା ।୨୨ ଏବଂ ୨୩ ଫେବୃଆରୀରେ ଗୁଜରାଟ ଓ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 21st, 11:41 am
ଫେବୃଆରୀ ୨୨ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍ଏମ୍ଏଫ୍)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେବେ । ଅପରାହ୍ନ ପ୍ରାୟ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ମହେସଣା ପହଞ୍ଚିବେ ଏବଂ ବଲୀନାଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବେ । ଅପରାହ୍ନ ପ୍ରାୟ ୧ଟାରେ ପ୍ରଧାନମନ୍ତ୍ରୀ ତରଭ, ମହେସଣାରେ ଏକ ସାର୍ବଜନିକ ସମାରୋହରେ ଭାଗ ନେଇ ସେଠାରେ ୮,୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନବସାରୀ ପହଞ୍ଚିବେ । ସେଠାରେ ସେ ପ୍ରାୟ ୧୭,୫୦୦ କୋଟି ଟଙ୍କା ବ୍ୟୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ । ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ପ୍ରଧାନମନ୍ତ୍ରୀ କାକ୍ରାପାର ପରମାଣୁ ଶକ୍ତି ଷ୍ଟେସନ ଗସ୍ତ କରି ସେଠାରେ ଦୁଇ ନୂଆ ପ୍ରେସରାଇଜ୍ଡ ହେଭି ୱାଟର ରିଆକ୍ଟର୍ସ (ପିଏଚ୍ଡବ୍ଲ୍ୟୁଏସ୍)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।ଜାନୁଆରୀ ୨୫ରେ ବୁଲନ୍ଦସହର ଏବଂ ଜୟପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
January 24th, 05:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୫ରେ ଉତ୍ତରପ୍ରଦେଶର ବୁଲନ୍ଦସହର ଏବଂ ରାଜସ୍ଥାନର ଜୟପୁର ଯିବେ । ଅପରାହ୍ନ ପ୍ରାୟ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ବୁଲନ୍ଦସହରରେ ୧୯,୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଦେଶକୁ ସମର୍ପିତ କରିବେ । ଏଥିରେ ରେଳ, ସଡ଼କ, ତୈଳ ଏବଂ ଗ୍ୟାସ୍, ସହରୀ ବିକାଶ ଏବଂ ଆବାସ ସମ୍ବନ୍ଧିତ ଅନେକ ପ୍ରକଳ୍ପ ରହିଛି ।PM Modi's address to the people of Mizoram via VC
November 05th, 02:15 pm
Addressing the people of Mizoram via video conference, Prime Minister Narendra Modi today said, “Before 2014, people perceived the northeastern states, such as Mizoram, as distant from Delhi both physically and psychologically. The BJP recognized this sense of distance and, after coming into power as part of the NDA government in 2014, made it a priority to bridge this gap by addressing the aspirations and needs of the northeastern states.”ଷ୍ଟ୍ରିଟ୍ ଭେଣ୍ଡରଙ୍କ ଉପରେ ପିଏମ ସ୍ୱନିଧି ଯୋଜନାର ଅଭୂତପୂର୍ବ ପ୍ରଭାବ: ଏସବିଆଇର ଏକ ବିଶ୍ଳେଷଣ
October 24th, 03:02 pm
2020 ରେ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ସହରାଞ୍ଚଳ ରାସ୍ତାକଡ଼ ବିକ୍ରେତାମାନଙ୍କ ପାଇଁ ଏକ ମାଇକ୍ରୋ କ୍ରେଡିଟ୍ ଯୋଜନା, ଯେଉଁଥିରେ 50,000 ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ ପ୍ରଦାନ କରାଯାଇଥାଏ । ଏସବିଆଇର ନିକଟରେ ପିଏମ ସ୍ୱନିଧି: ତୃଣମୂଳ ବଜାରକୁ ସଶକ୍ତ କରି ଦେଶର ସାମାଜିକ ଢାଞ୍ଚାକୁ ସୁଦୃଢ଼ କରିବା ଶୀର୍ଷକ ଗବେଷଣା କାର୍ଯ୍ୟ ପ୍ରଧାନମନ୍ତ୍ରୀ ସ୍ୱନିଧିର ପରିବର୍ତ୍ତନଶୀଳ ପ୍ରଭାବକୁ ବିଶ୍ଳେଷଣ କରାଯାଇଛି । ପିଏମ SVANidhi ସହରାଞ୍ଚଳରେ ଥିବା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଭାବେ ଯୋଡିଛି।ରିପବ୍ଲିକ୍ ଟିଭିର କନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ
April 26th, 08:01 pm
ଅର୍ଣ୍ଣବ ଗୋସ୍ୱାମୀ ଜୀ, ରିପବ୍ଲିକ୍ ମିଡିଆ ନେଟୱାର୍କର ସମସ୍ତ ସହକର୍ମୀ, ଦେଶ ତଥା ବିଦେଶରେ ରିପବ୍ଲିକ୍ ଟିଭିର ସମସ୍ତ ଦର୍ଶକ, ମହିଳା ଏବଂ ସଜ୍ଜନମଣ୍ଡଳୀ! ମୁଁ କିଛି କହିବା ପୂର୍ବରୁ, ମୁଁ ଆପଣମାନଙ୍କୁ ଏକ ମଜା କଥା କହିବାକୁ ଚାହେଁ ଯାହା ମୁଁ ମୋର ପିଲାଦିନରେ ଶୁଣିଥିଲି । ସେଠାରେ ଜଣେ ପ୍ରଫେସର ଥିଲେ ଏବଂ ତାଙ୍କ ଝିଅ ଆତ୍ମହତ୍ୟା କରି ଏକ ନୋଟ୍ ଛାଡି କହିଥିଲେ ଯେ ସେ ତାଙ୍କ ଜୀବନ ସଂଘର୍ଷରେ ଥକି ଯାଇଛନ୍ତି ଏବଂ ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି। ସେ ଲେଖିଛନ୍ତି ଯେ ସେ କଙ୍କରିଆ ନଦୀରେ ଡେଇଁ ମରିଯିବେ। ପରଦିନ ସକାଳେ ପ୍ରଫେସର ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଘରେ ନାହାଁନ୍ତି। ତାଙ୍କ ବାପା ତାଙ୍କ କୋଠରୀକୁ ଯାଇ ଏକ ଚିଠି ପାଇଲେ। ସେ ଚିଠି ପାଇବା ପରେ ବହୁତ ରାଗି ଯାଇଥିଲେ। ସେ କହିଲେ, ‘ମୁଁ ପ୍ରଫେସର, ମୁଁ ଏତେ ବର୍ଷ ଧରି କଠିନ ପରିଶ୍ରମ କଲି ଏବଂ ତଥାପି ତାଙ୍କ ଆତ୍ମହତ୍ୟା ପତ୍ରରେ କଙ୍କରିଆର ବନାନ ଭୁଲ ଭାବେ ଲେଖାଯାଇଛି।’ମୁଁ ଖୁସି ଯେ ଅର୍ଣ୍ଣବ ଭଲ ହିନ୍ଦୀ କହିବା ଆରମ୍ଭ କରିଛନ୍ତି। ସେ କଣ କହିଛନ୍ତି ମୁଁ ଶୁଣି ନାହିଁ, କିନ୍ତୁ ମୁଁ ତାଙ୍କ ହିନ୍ଦୀ ସଠିକ୍ କି ନୁହେଁ ତାହା ଉପରେ ଧ୍ୟାନ ଦେଉଥିଲି । ବୋଧହୁଏ, ମୁମ୍ବାଇରେ ରହିବା ପରେ ଆପଣ ହିନ୍ଦୀ ଭଲ ଭାବରେ ଶିଖି ଯାଇଛନ୍ତି।ନୂଆଦିଲ୍ଲୀ ଠାରେ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
April 26th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତାଜ ପ୍ୟାଲେସରେ ହୋଟେଲରେ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।