Centre's projects is benefitting Telangana's industry, tourism, youth: PM Modi
July 08th, 12:52 pm
Addressing a rally in Warangal, PM Modi emphasized the significant role of the state in the growth of the BJP. PM Modi emphasized the remarkable progress India has made in the past nine years, and said “Telangana, too, has reaped the benefits of this development. The state has witnessed a surge in investments, surpassing previous levels, which has resulted in numerous employment opportunities for the youth of Telangana.”PM Modi addresses a public meeting in Telangana’s Warangal
July 08th, 12:05 pm
Addressing a rally in Warangal, PM Modi emphasized the significant role of the state in the growth of the BJP. PM Modi emphasized the remarkable progress India has made in the past nine years, and said “Telangana, too, has reaped the benefits of this development. The state has witnessed a surge in investments, surpassing previous levels, which has resulted in numerous employment opportunities for the youth of Telangana.”ତେଲଙ୍ଗାନାର ୱ।ରାଙ୍ଗଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
July 08th, 12:00 pm
ତେଲଙ୍ଗାନାର ରାଜ୍ୟପାଳ ତାମିଲସାଇ ସୌଦରାଜନ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ଜି. କିଶନ ରେଡ୍ଡି ଜୀ, ଭାଇ ସଞ୍ଜୟ ଜୀ, ଅନ୍ୟ ମହାନୁଭବ ଏବଂ ତେଲଙ୍ଗାନାର ମୋର ଭାଇ ଓ ଭଉଣୀମାନେ । ନିକଟରେ ତେଲଙ୍ଗାନା ନିଜର ସ୍ଥାପନାର ୯ ବର୍ଷ ପୂରଣ କରିଛି । ତେଲଙ୍ଗାନା ରାଜ୍ୟ ହୁଏତ ନୂଆ ହୋଇଛି କିନ୍ତୁ ଭାରତର ଇତିହାସରେ ତେଲଙ୍ଗାନାର ଯୋଗଦାନ, ଏଠିକାର ଲୋକମାନଙ୍କର ଯୋଗଦାନ ସବୁବେଳେ ବହୁତ ବଡ଼ ରହିଛି । ତେଲୁଗୁ ଲୋକମାନଙ୍କର ସାମର୍ଥ୍ୟ ସବୁବେଳେ ଭାରତର ସାମର୍ଥ୍ୟକୁ ବଢ଼ାଇଛି । ସେଥିପାଇଁ ଆଜି ଯେତେବେଳେ ବିଶ୍ୱର ପଞ୍ଚମ ସବୁଠାରୁ ବଡ଼ ଅର୍ଥନୈତିକ ଶକ୍ତି ହୋଇପାରିଛି ତେବେ ସେଥିରେ ମଧ୍ୟ ତେଲଙ୍ଗାନାର ଲୋକମାନଙ୍କର ବଡ଼ ଭୂମିକା ରହିଛି । ଏବଂ ଏମିତିରେ, ଆଜି ଯେତେବେଳେ ସମଗ୍ର ବିଶ୍ୱ ଭାରତରେ ବିନିଯୋଗ ପାଇଁ ଆଗକୁ ଆସୁଛନ୍ତି, ବିକଶିତ ଭାରତକୁ ନେଇ ଏତେ ଉତ୍ସାହ ଅଛି । ସେତେବେଳେ ତେଲଙ୍ଗାନାର ସମ୍ମୁଖରେ ସୁଯୋଗ ହିଁ ସୁଯୋଗ ଅଛି ।ତେଲଙ୍ଗାନାର ୱାରାଙ୍ଗଲରେ ପ୍ରାୟ ୬୧୦୦ କୋଟି ଟଙ୍କା ମୂଲ୍ୟର ଅନେକ ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
July 08th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ୱାରାଙ୍ଗଲରେ ପ୍ରାୟ ୬୧୦୦ କୋଟି ଟଙ୍କା ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ବିକାଶ କାର୍ଯ୍ୟରେ ୫୫୫୦ କୋଟିରୁ ଅଧିକ ମୂଲ୍ୟର ୧୭୬ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ୫୦୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା କାଜିପେଟରେ ଏକ ରେଳ ଉତ୍ପାଦନ ୟୁନିଟ୍ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଭଦ୍ରକାଳୀ ମନ୍ଦିରରେ ଦର୍ଶନ ଏବଂ ପୂଜା ମଧ୍ୟ କରିଥିଲେ ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳା ଅଧୀନରେ ପ୍ରାୟ ୭ଠଠଠଠ ନବନିଯୁକ୍ତିଦାତାଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 13th, 11:00 am
ଏହି ଜାତୀୟ ସ୍ତରୀୟ ‘ରୋଜଗାର ମେଳା’ କିମ୍ବା ରୋଜଗାର ମେଳା ଏନଡିଏ ଏବଂ ଭାଜପା ସରକାରଙ୍କ ନୂତନ ପରିଚୟ ହୋଇଯାଇଛି । ଆଜି ପୁଣିଥରେ ୭୦ ହଜାରରୁ ଅଧିକ ଯୁବକ ଯବୁବତୀ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି । ମୁଁ ଖୁସି ଯେ ବିଜେପି ଶାସିତ ରାଜ୍ୟ ସରକାରମାନେ ମଧ୍ୟ ସମୟ ସମୟରେ ସମସ୍ତ ଭାଜପା ଶାସିତ ରାଜ୍ୟରେ ଏହିଭଳି ରୋଜଗାର ମେଳା ଆୟୋଜନ କରୁଛନ୍ତି । ଯେଉଁମାନେ ଏହି ସମୟରେ ସରକାରୀ ଚାକିରିରେ ଆସୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ ।ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 13th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୦୬-୨୦୨୩) ଜାତୀୟ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହ ପ୍ରାୟ ୭୦,୦୦୦ ନିଯୁକ୍ତିପତ୍ର ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନର ନବନିଯୁକ୍ତଙ୍କୁ ବାଣ୍ଟିଛନ୍ତି । ଦେଶବ୍ୟାପୀ ବଛାଯାଇଥିବା ନବନିଯୁକ୍ତମାନେ ସରକାରଙ୍କ ବିଭିନ୍ନ ବିଭାଗ ଯଥା- ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଣବିକ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ହିସାବ ଓ ଲେଖା ବିଭାଗ ଏବଂ ସୌରାଷ୍ଟ୍ର ମନ୍ତ୍ରଣାଳୟ ଇତ୍ୟାଦିରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାଳରେ ଦେଶବ୍ୟାପୀ ୪୩ ଟି ସ୍ଥାନକୁ ସଂଯୋଗ କରାଯାଇଥିଲା ।Prime Minister Narendra Modi to launch Rozgar Mela
October 20th, 02:34 pm
PM Modi will launch Rozgar Mela – the recruitment drive for 10 lakh personnel – on 22nd October at 11 AM via video conferencing. During the ceremony, appointment letters will be handed over to 75,000 newly inducted appointees. This will be a significant step forward towards fulfilling the continuous commitment of the Prime Minister to providing job opportunities for the youth and ensuring welfare of citizens.ସିଭିଲ୍ ସର୍ଭିସେସ୍ (ମୁଖ୍ୟ) ପରୀକ୍ଷା, ୨୦୨୧ରେ ଯେଉଁମାନେ କୃତକାର୍ଯ୍ୟ ହୋଇଛନ୍ତି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
May 30th, 04:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଭିଲ ସର୍ଭିସେସ୍ (ମୁଖ୍ୟ) ପରୀକ୍ଷା, ୨୦୨୧ ରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଅଦାଲାଜରେ ଶ୍ରୀ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 12th, 11:04 am
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ ଏବଂ ସଂସଦରେ ମୋର ସହକର୍ମୀ ଏବଂ ଗୁଜରାଟର ବିଜେପିର ସଭାପତି ଶ୍ରୀ ସିଆର ପାଟିଲ୍, ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟର ସଭାପତି, ସଂସଦରେ ମୋ ସହିତ ଅମୀନ, ଅନ୍ୟ ପଦାଧିକାରୀଗଣ, ଜନ ପ୍ରତିନିଧିଗଣ, ସମାଜର ବରିଷ୍ଠ ସାଥୀ, ଭଉଣୀ ଏବଂ ଭାଇମାନେ...ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୧୨ରେ ଗୁଜରାଟର ଅଦାଲଜ ଠାରେ ଶ୍ରୀ ଅନ୍ନପୂର୍ଣ୍ଣାଧାମ ଟ୍ରଷ୍ଟର ଛାତ୍ରାବାସ ଏବଂ ଶିକ୍ଷା ପରିସରକୁ ଉଦ୍ଘାଟନ କରିଛନ୍ତି: ଜନସହାୟକ ଟ୍ରଷ୍ଟର ହୀରାମଣି ଆରୋଗ୍ୟ ଧାମର ଭୂମିପୂଜା ମଧ୍ୟ କରିଛନ୍ତି
April 12th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଗୁଜରାଟର ଅଦାଲଜ ଠାରେ ଶ୍ରୀ ଅନ୍ନପୂର୍ଣ୍ଣାଧାମ ଟ୍ରଷ୍ଟର ଛାତ୍ରାବାସ ଏବଂ ଶିକ୍ଷା ପରିସରକୁ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଜନସହାୟକ ଟ୍ରଷ୍ଟର ହୀରାମଣି ଆରୋଗ୍ୟଧାମର ଭୂମିପୂଜା ମଧ୍ୟ କରିଛନ୍ତି । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ୍ ମଧ୍ୟ ଉପସ୍ଥିତ ଥିଲେ ।Congress, Samajwadi party have remained hostage to one family for the past several decades: PM Modi in Amethi, UP
February 24th, 12:35 pm
Prime Minister Narendra Modi today addressed public meetings in Uttar Pradesh’s Amethi and Prayagraj. PM Modi started his address by highlighting that after a long time, elections in UP are being held where a government is seeking votes based on development works done by it, based on works done in the interest of the poor and based on an improved situation of Law & Order.PM Modi addresses public meetings in Amethi and Prayagraj, Uttar Pradesh
February 24th, 12:32 pm
Prime Minister Narendra Modi today addressed public meetings in Uttar Pradesh’s Amethi and Prayagraj. PM Modi started his address by highlighting that after a long time, elections in UP are being held where a government is seeking votes based on development works done by it, based on works done in the interest of the poor and based on an improved situation of Law & Order.ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ସଫଳ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
September 25th, 04:56 am
ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ସଫଳ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ଛତିଶଗଡ଼ର ବିଜାପୁରରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଉଦ୍ଘାଟନ ସହ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 14th, 02:59 pm
ବସ୍ତର ଆଉର ବିଜାପୁର ଜୋ ଆରାଧ୍ୟ ଦେବୀ ମା’ ଦନ୍ତେଶ୍ୱରୀ, ଭୈରମ ଗଡ଼ ଚୋ ବାବା ଭୈରମ ଦେବ, ବିଜାପୁରର ଚୋ ଚିକଟରାଜ ଆଉର କୋଦାଇ ମାତା, ଭୋପାଳ ପଟ୍ଟମ୍ ଛୋ ଭଦ୍ରକାଳୀ କେ ଖୁବେ- ଖୁବେ ଜୁହାର ।ଆମ୍ବେଦକର ଜୟନ୍ତୀରେ ଛତିଶଗଡ଼ର ବିଜାପୁରରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଉଦ୍ଘାଟନ ସହ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
April 14th, 02:56 pm
ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ-ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଏକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ । ଛତିଶଗଡ଼ର ଅଭିଳାଷୀ (ପଛୁଆ) ଜିଲ୍ଲା ବିଜାପୁରର ଜଙ୍ଗଲା ବିକାଶ ହବ ଠାରେ ଏହି କେନ୍ଦ୍ର ଉଦଘାଟନ କରାଯାଇଥିଲା ।ଯୁବ ଆଇଏଏସ୍ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ନୂତନ ଭାରତର ଉତ୍ସାହ ନେଇ ନୂଆ ବ୍ୟବସ୍ଥାରେ କାମ କର
July 03rd, 12:56 pm
ପରିବର୍ତ୍ତନରେ ବାଧକ ସାଜୁଥିବା ଚିନ୍ତାଧାରାଠାରୁ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁବ ଆଇଏଏସ୍ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ନୂତନ ଭାରତର ଉତ୍ସାହ ନେଇ କାମ କରିବା ଲାଗି ଆହ୍ୱାନ ଜଣାଇଛନ୍ତି । ଅତିରିକ୍ତ ସଚିବମାନଙ୍କ ଉଦଘାଟନୀ ଅଧିବେଶନ ଅବସରରେ 2015 ବ୍ୟାଚର ଆଇଏଏସ୍ ଅଧିକାରୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଯେତିକି ଆଗେଇବା କଥା ସେତିକି ଆଗେଇ ପାରିନାହିଁ । ସେ କହିଥିଲେ ଯେ ଭାରତ ପରେ ସ୍ୱାଧୀନତା ପାଇଥିବା ଏବଂ ଭାରତଠାରୁ ଅଧିକ ସମ୍ବଳର ଅଭାବ ଅନୁଭବ କରିଥିବା ରାଷ୍ଟ୍ରଗୁଡ଼ିକ ବିକାଶର ନୂତନ ଉଚ୍ଚତାକୁ ଛୁଇଁପାରିଛନ୍ତି ।PM meets successful candidates of UPSC examination who underwent training in SPIPA
August 25th, 05:00 pm