ଗୁଜରାଟର କେୱଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 31st, 11:01 am
ଆଜି ସର୍ଦ୍ଦାର ସରୋବରରୁ ସାବରମତୀ ନଦୀକୂଳ(ରିଭର ଫ୍ରଣ୍ଟ) ପର୍ଯ୍ୟନ୍ତ ସି-ପ୍ଲେନ ସେବାର ମଧ୍ୟ ଶୁଭାରମ୍ଭ ହେବାକୁ ଯାଉଛି । ଏହା ଦେଶର ପ୍ରଥମ ଏବଂ ନିଜକୁ ନିଜ ମଧ୍ୟରେ ହେଉଛି ଅନନ୍ୟ ସି-ପ୍ଲେନ ସେବା । ସର୍ଦ୍ଦାର ସାହେବଙ୍କ ଦର୍ଶନ ପାଇଁ, ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ଦେଶବାସୀଙ୍କୁ ଏବେ ସି-ପ୍ଲେନ ସେବାର ମଧ୍ୟ ବିକଳ୍ପ ମିଳିବ । ଏହି ସମସ୍ତ ପ୍ରୟାସ ଏହି କ୍ଷେତ୍ରରେ ପର୍ଯ୍ୟଟନକୁ ମଧ୍ୟ ବହୁତ ଅଧିକ ପ୍ରୋତ୍ସାହନ ଦେବ । ଏହାଦ୍ୱାରା ଏଠାକାର ଲୋକଙ୍କୁ, ମୋର ଆଦିବାସୀ ଭାଇ-ଭଉଣୀଙ୍କୁ ରୋଜଗାରର ମଧ୍ୟ ନୂତନ ସୁଯୋଗ ମିଳୁଛି ।Prime Minister participates in the Ekta Diwas Celebrations at Kevadia, Gujarat
October 31st, 11:00 am
PM Narendra Modi took part in the Rashtriya Ekta Diwas celebrations at Gujarat's Kevadia and flagged off the parade from the Statue of Unity. Speaking at the event, PM Modi said 130 crore Indians have honoured Corona Warriors in their fight against the coronavirus and added that the country has proved its collective potential during the pandemic in an unprecedented wayସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 30th, 08:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି । ଏଥିସହିତ ସେ ମିଳିତ ଜାତିସଂଘରେ ସ୍ଥାନିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟକୁ ଉନ୍ମୋଚନ କରିବା ସହିତ ୟୁନିଟି ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପର ଉନ୍ମୋଚନ କରିଛନ୍ତି । ସେ କାକଟସ ଉଦ୍ୟାନ ଉଦଘାଟନ କରିବା ସହିତ ପରିଦର୍ଶନ ମଧ୍ୟ କରିଛନ୍ତି ।