ସେପ୍ଟେମ୍ବର 21 ରୁ 23 ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
September 19th, 03:07 pm
ସେପ୍ଟେମ୍ବର 21 ରୁ 23 ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଡେଲାୱେରର ୱିଲ୍ମିଙ୍ଗଟନରେ ଚତୁର୍ଥ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ସେପ୍ଟେମ୍ବର 23 ରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ 'ସମିଟ୍ ଅଫ୍ ଦି ଫ୍ୟୁଚର' କୁ ସମ୍ବୋଧିତ କରିବେ ।ଜଳବାୟୁ ପରିବର୍ତନର ମୁକାବିଲାକୁ ନେଇ ବିଶ୍ୱ ବ୍ୟାଙ୍କର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତାର ଓଡିଆ ଅନୁବାଦ
April 15th, 09:45 am
ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ, ମରକ୍କୋର ଉର୍ଜା ରୁପାନ୍ତରଣ ଏବଂ ଦୀର୍ଘସ୍ଥାୟୀ ବିକାଶ ମନ୍ତ୍ରୀ ମହୋଦୟା, ମୋ କ୍ୟାବିନେଟର ସହଯୋଗୀ ନିର୍ମଳା ସୀତାରମଣ ଜୀ, ଲର୍ଡ ନିକୋଲସ ଷ୍ଟର୍ଣ୍ଣ, ପ୍ରଫେସର ସନଷ୍ଟିନ ଏବଂ ଅନ୍ୟ ବିଶିଷ୍ଟ ଅତିଥିବୃନ୍ଦ!ପ୍ରଧାନମନ୍ତ୍ରୀଙ୍କ ବିଶ୍ୱବ୍ୟାଙ୍କ କାର୍ଯ୍ୟକ୍ରମରେ ଅଭିଭାଷଣ
April 15th, 09:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୫-୦୪-୨୦୨୩) ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଉଦବୋଧନ ଦେଇଛନ୍ତି । କାର୍ଯ୍ୟକ୍ରମର ବିଷୟ ହେଉଛି ଏହାକୁ ନିଜର କରିନିଅ: ବ୍ୟାବହାରିକ ପରିବର୍ତ୍ତନ କିପରି ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିପାରିବ । ପ୍ରଧାନମନ୍ତ୍ରୀ ବିଷୟବସ୍ତୁ ନେଇ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଥିବା ସ୍ୱୀକାର କରିବା ସହ ଏହା ଏକ ବୈଶ୍ୱିକ ଅଭିଯାନ ହୋଇ ଉଠିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନର ସଭାପତି ମାନ୍ୟବର ଶ୍ରୀ ସିସବା କୋରୋସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି
January 30th, 09:57 pm
ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନର ସଭାପତି ମାନ୍ୟବର ଶ୍ରୀ ସିସବା କୋରୋସି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ୟୁଏନ ପିଜିଏ ସାବା କରୋସିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
January 30th, 09:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଳିତ ଜାତିସଂଘ ସାଧାରଣ ସଭାର ୭୭ତମ ଅଧିବେଶନର ଅଧ୍ୟକ୍ଷ ମହାମହିମ ଶ୍ରୀ ସାବା କରୋସିଙ୍କୁ ସ୍ୱାଗତ କରିଛନ୍ତି ।ଘରୋଇ ଟିକା ନିର୍ମାତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
October 23rd, 08:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକକଲ୍ୟାଣ ମାର୍ଗ ଠାରେ ଘରୋଇ ଟିକା ନିର୍ମାତାମାନଙ୍କ ସହିତ ଆଲୋଚନା କରିଛନ୍ତି।ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 22nd, 10:37 am
ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣରେ ୨୦୨୧ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବି ।PM to release commemorative coin of Rs 75 denomination to mark the 75th Anniversary of FAO
October 14th, 11:59 am
On the occasion of 75th Anniversary of Food and Agriculture Organization (FAO) on 16th October 2020, Prime Minister Shri Narendra Modi will release a commemorative coin of Rs 75 denomination to mark the long-standing relation of India with FAO. Prime Minister will also dedicate to the Nation 17 recently developed biofortified varieties of 8 crops.ମିଳିତ ଜାତିସଂଘ ସାଧାରଣ ପରିଷଦର 75ତମ ଅଧିବେଶନ 2020ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ
September 26th, 06:47 pm
ମିଳିତ ଜାତିସଂଘର 75ତମ ବର୍ଷ ପୂର୍ତ୍ତି ଅବସରରେ, ମୁଁ ଭାରତର 130 କୋଟିରୁ ଅଧିକ ନାଗରିକଙ୍କ ପକ୍ଷରୁ, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରଙ୍କୁ ଅନେକ ଅନେକ ବଧେଇ ଜଣାଉଛି । ଭାରତ ପାଇଁ ଏହା ବହୁତ ଗର୍ବର ବିଷୟ ଯେ ମିଳିତ ଜାତିସଂଘର ସଂସ୍ଥାପନ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଆଜିର ଏହି ଐତିହାସିକ ଅବସରରେ ଆପଣମାନଙ୍କ ସମସ୍ତଙ୍କ ସମ୍ମୁଖରେ ଭାରତର 130 କୋଟି ନାଗରିକଙ୍କ ଭାବନା, ଏହି ବୈଶ୍ୱିକ ମଞ୍ଚ ଉପରୁ ବ୍ୟକ୍ତ କରିବା ନିମନ୍ତେ ମୁଁ ଉପସ୍ଥିତ ହୋଇଛି ।ମିଳିତ ଜାତିସଂଘର ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି
September 26th, 06:40 pm
ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର “ସଂସ୍କାର” ଏବଂ “ପ୍ରତିକ୍ରିୟାରେ ପରିବର୍ତ୍ତନ” ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯଦି ଆମେମାନେ ବିଗତ 75 ବର୍ଷ ମଧ୍ୟରେ ମିଳିତ ଜାତିସଂଘର ଉପଲବ୍ଧିଗୁଡ଼ିକର ମୂଲ୍ୟାୟନ କରିବା, ତେବେ ଆମମାନଙ୍କୁ ଅନେକ ଉପଲବ୍ଧି ଦୃଶ୍ୟ ଅବଶ୍ୟ ହେବ । କିନ୍ତୁ ସେଥି ସହିତ ଅନେକ ଏଭଳି ଉଦାହରଣ ମଧ୍ୟ ମିଳିବ, ଯାହା ମିଳିତ ଜାତିସଂଘ ସମ୍ମୁଖରେ ଗମ୍ଭୀର ଆତ୍ମମନ୍ଥନର ଆବଶ୍ୟକତା ଠିଆ କରିଛି।ସାଉଦୀ ଆରବ ସହ ରଣନୈତିକ ଭାଗିଦାରୀ ପରିଷଦ ରାଜିନାମା ଦ୍ୱାରା ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ: ପ୍ରଧାନମନ୍ତ୍ରୀ
October 29th, 11:08 am
ସାଉଦୀ ଆରବ ସହ ରଣନୈତିକ ଭାଗିଦାରୀ ପରିଷଦ ରାଜିନାମା ଫଳରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି ।ପରମାଣୁ ଯୁଦ୍ଧର ଧମକ ରାଜନୈତିକ ଅପରିପକ୍ୱତାର ପରିଚାୟକ, ରାଜନୈତିକ କୌଶଳ ନୁହେଁ
September 28th, 12:26 pm
ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବୟାନ ସନ୍ଦର୍ଭରେ ଭାରତର ଜବାବ ଦେବାର ଅଧିକାରକୁ ବ୍ୟବହାର କରିବାକୁ ଚାହେଁ ।ୟୁଏନଜିଏ 74 ଅବସରରେ କାରିକମର ନେତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 26th, 04:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ସେପ୍ଟେମ୍ବର 25, 2019କୁ କାରାବିଆନ ଦେଶ ସମୂହ (କାରିକମ)ର ନେତାମାନଙ୍କ ସହ ଅଲଗା ବୈଠକ କରିଥିଲେ । ଏହି ବୈଠକରେ କାରିବିଆନ ଦେଶ ଏବଂ ଭାରତର ଐତିହାସିକ ତଥା ମଧୁର ସମ୍ପର୍କରେ ଏକ ନୂତନ ଗତି ଦେଖିବାକୁ ମିଳିଥିଲା । ସେଣ୍ଟ ଲୁସିଆର ପ୍ରଧାନମନ୍ତ୍ରୀ ତଥା କାରିକମର ବର୍ତ୍ତମାନର ଅଧ୍ୟକ୍ଷ ଆଲେନ ଚାଷ୍ଟନେଟ ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆଣ୍ଟିଗୁଆ ଓ ବାରବୁଡା, ବାରବାଡୋସ, ଡୋମିନିକା, ଜାମାଇକା, ସେଣ୍ଟ କିଟ୍ସ ଆଣ୍ଡ ଦି ଗ୍ରେନେଡାଇନ୍ସ, ତ୍ରିନିଦାଦ ଓ ଟବାଗୋର ଶାସନାଧ୍ୟକ୍ଷ, ସୁରୀନାମର ଉପରାଷ୍ଟ୍ରପତି ଏବଂ ବାହାମାସ, ବେଲିଜ, ଗ୍ରେନାଡା, ହାଇତି ଓ ଗୁଏନାର ବୈଦେଶିକ ମନ୍ତ୍ରୀମାନେ ଭାଗ ନେଇଥିଲେ ।“ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 13th, 11:01 am
‘ଯକ୍ଷ୍ମା ବିଲୋପ ଶିଖର ସମ୍ମିଳନୀ’ରେ ସମ୍ମିଳିତ ହେବା ଲାଗି ଆପଣମାନେ ସମସ୍ତେ ଭାରତ ଆସିଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ ଅଟେ ଏବଂ ହୃଦୟରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ।“ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 13th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ “ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।Key points from EAM Sushma Swaraj's address to the United Nations
September 23rd, 08:34 pm
EAM Sushma Swaraj addressed the United Nations General Assembly today. The EAM spoke about several global challenges like terrorism, climate change, maritime security, unemployment, gender empowerment, nuclear proliferation and cyber security.India-Myanmar Joint Statement issued on the occasion of the State Visit of Prime Minister of India to Myanmar
September 06th, 10:26 pm
At the invitation of H.E. U Htin Kyaw, President of the Republic of the Union of Myanmar, Shri Narendra Modi, Prime Minister of the Republic of India, is paying his first bilateral State visit to the Republic of the Union of Myanmar from 5th to 7th September 2017. The visit is part of the continuing high level interaction between the leaders of the two countries and follows successive State visits to India last year by H.E. President U Htin Kyaw and H.E. State Counsellor Daw Aung San Suu Kyi.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ସାଧାରଣ ପରିଷଦର ସଭାପତି-ନିର୍ବାଚିତ ମିରୋସ୍ଲାଭ ଲାଜକାକ
August 28th, 04:05 pm
ମିଳିତ ଜାତିସଂଘ ସାଧାରଣ ପରିଷଦର ସଭାପତି-ନିର୍ବାଚିତ ତଥା ସ୍ଲୋଭାକ ଗଣତନ୍ତ୍ରର ବୈଦେଶିକ ଓ ୟୁରୋପୀୟ ବ୍ୟାପାର ମନ୍ତ୍ରୀ ମିଷ୍ଟର ମିରୋସ୍ଲାଭ ଲାଜକାକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।Foreign Minister of Mexico calls on the Prime Minister
March 11th, 08:00 pm