List of Highest Civilian Honours and International Awards Bestowed on PM Modi

May 22nd, 12:14 pm

Prime Minister Narendra Modi has been conferred highest civilian honours by several nations. These recognitions are a reflection of PM Modi’s leadership and vision which has strengthened India’s emergence on the global stage. It also reflects India’s growing ties with countries around the world.

74ତମ ୟୁଏନଜିଏ ଅଧିବେଶନର ଜଳବାୟୁ କାର୍ଯ୍ୟଧାରା ସମ୍ମିଳନୀ 2019ରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

September 23rd, 08:21 pm

ଗତବର୍ଷ ଚାମ୍ପିଅନ ଅଫ ଦି ଆର୍ଥ ପୁରସ୍କାର ଗ୍ରହଣ କରିବା ପରେ ଜାତିସଂଘକୁ ଉଦବୋଧନ ପ୍ରଦାନ କରିବାରେ ଏହା ହେଉଛି ମୋର ପ୍ରଥମ ସୁଯୋଗ । ମୁଁ ଖୁସି ଯେ ନ୍ୟୁୟର୍କ ଗସ୍ତ କାଳରେ ଜଳବାୟୁ ବିଷୟକୁ ନେଇ ମୋର ପ୍ରଥମ ବୈଠକ ହେବ ।

ଉତ୍ତର ପ୍ରଦେଶର ବାରଣାସୀଠାରେ 15ତମ ପ୍ରବାସୀ ଭାରତୀୟ ଦିବସ 2019 ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

January 22nd, 11:02 am

ମରିସସର ପ୍ରଧାନମନ୍ତ୍ରୀ ମହାମହିମ, ପ୍ରବୀନ୍ଦ ଜଗନ୍ନାଥ ମହୋଦୟ, ତାଙ୍କ ପତ୍ନୀ ଶ୍ରୀମତୀ କବିତା ଜଗନ୍ନାଥ ମହୋଦୟା, ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସହଯୋଗୀ ସୁଷମା ସ୍ୱରାଜ ମହାଶୟା, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହୋଦୟ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମହାଶୟ, ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଆଉ ସାରା ବିଶ୍ୱରୁ ଆସିଥିବା ଏବଂ କାଶୀ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳନୀର ପଞ୍ଚଦଶ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 22nd, 11:02 am

ଆଜି ବାରଣାସୀର ଦିନଦୟାଲ ହସ୍ତକଳା ସଂକୁଳଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ପଞ୍ଚଦଶ ସଂସ୍କରଣର ପୂର୍ଣ୍ଣାଙ୍ଗ ଅଧିବେଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।

ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

November 02nd, 07:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ମିଃ. ଜିମ ୟଙ୍ଗ କିମଙ୍କଠାରୁ ଏକ ଟେଲିଫୋନ କଲ ପାଇଥିଲେ ।

A clean environment for human empowerment

October 04th, 09:44 am



PM Modi receives 'United Nations Champions of the Earth' award

October 03rd, 01:00 pm

Prime Minister Shri Narendra Modi, today received the United Nation's highest environmental honour 'Champions of The Earth’ award from the UN Secretary General Antonio Guterres, at a ceremony in New Delhi. Speaking at the event, PM Modi said, “It is an honour for Indians. Indians are committed to save the environment.”

ପ୍ରଧାନମନ୍ତ୍ରୀ ଅକ୍ଟୋବର 3ରେ ଗ୍ରହଣ କରିବେ “ଜାତିସଂଘ ଚାମ୍ପିଅନ ଅଫ ଦି ଆର୍ଥ” ପୁରସ୍କାର

October 02nd, 04:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଅକ୍ଟୋବର 3)ରେ ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟକ୍ରମର ସମ୍ମାନଜନକ “ଚାମ୍ପିଅନ ଅଫ ଦି ଆର୍ଥ” ଗ୍ରହଣ କରିବେ । 73ତମ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ନ୍ୟୁୟର୍କଠାରେ ଗତ ମାସ 26 ତାରିଖ ଦିନ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଜାତିସଂଘର ମହାସଚିବ ଆଣ୍ଟୋନୀଓ ଗୁଟେରସ ସମାରୋହରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ସମାରୋହକୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

PM Modi awarded the prestigious UN Champions of the Earth Award

September 27th, 07:15 pm

PM Narendra Modi has been awarded the prestigious UN Champions of the Earth Award.