ଗୁଜରାଟର ମୋରବୀ ଠାରେ ହନୁମାନ ଜୀଙ୍କ ୧ଠ୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ
April 16th, 04:57 pm
ମହାମଣ୍ଡଳେଶ୍ୱର କଙ୍କେଶ୍ୱରୀ ଦେବୀ ଜୀ ଏବଂ ରାମ କଥାର ଆୟୋଜନ ସହିତ ଜଡ଼ିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଗୁଜରାଟର ଏହି ଧର୍ମସ୍ଥଳୀରେ ଉପସ୍ଥିତ ଥିବା ସମସ୍ତ ସାଧୁ ସନ୍ଥ, ମହନ୍ତ, ଏଚ୍ ସି ନନ୍ଦା ଟ୍ରଷ୍ଟର ସଦସ୍ୟଗଣ, ଅନ୍ୟ ପଣ୍ଡିତମାନେ ଓ ଶ୍ରଦ୍ଧାଳୁଗଣ, ମହିଳା ଓ ସମ୍ମାନିତ ଅତିଥିମାନେ! ହନୁମାନ ଜୟନ୍ତୀର ଶୁଭ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭ କାମନା! ଏହି ଶୁଭ ଅବସରରେ ହନୁମାନ ଜୀଙ୍କର ଏହି ମହାନ ପ୍ରତିମା ଆଜି ମୋରବୀ ଠାରେ ଅନାବରଣ ହୋଇଛି । ଦେଶ ତଥା ବିଶ୍ୱର ସମସ୍ତ ହନୁମାନ ଭକ୍ତ, ରାମ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ଅଟେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ!ଗୁଜରାଟ ମୋରବୀରେ ପ୍ରଭୁ ହନୁମାନଙ୍କ ୧୦୮ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
April 16th, 11:18 am
ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୋରବୀଠାରେ ଆଜି ପ୍ରଭୁ ହନୁମାନଙ୍କ ୧୦୮ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଅଭାସୀ ମାଧ୍ୟମରେ ଅନାବରଣ କରିଛନ୍ତି । ଏହି ଅବସରରେ ମହାମଣ୍ଡଳେଶ୍ୱର ମା କନକେଶ୍ୱରୀ ଦେବୀ ଜୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।ଗୁଜରାଟର ଜୁନାଗଡ଼ରେ ଓମିୟା ମାତାଙ୍କ ମନ୍ଦିରର ୧୪ତମ ସ୍ଥାପନା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ଓଡ଼ିଆ ରୂପାନ୍ତରଣ
April 10th, 01:01 pm
ଗୁଜରାଟର ଲୋକପ୍ରିୟ ସରଳ ତଥା ନିଷ୍ଠାପର ମୁଖ୍ୟମନ୍ତ୍ରୀ, ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଭାଇ ପୁରୁଷୋତ୍ତମ ରୂପାଲା, ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସହକର୍ମୀ, ଅନ୍ୟ ସମସ୍ତ ବିଧାୟକଗଣ, ସମସ୍ତ ପଞ୍ଚାୟତ, ପୌର ସଂସ୍ଥାଗୁଡ଼ିକର ସମସ୍ତ ନବନିର୍ବାଚିତ ଜନପ୍ରତିନିଧି, ଉମା ଧାମ୍ ଘାଟିଲାର ଅଧ୍ୟକ୍ଷ ବାଲାଜୀଭାଇ ଫାଲଡୁ, ଅନ୍ୟାନ୍ୟ ଅଧିକାରୀଗଣ ତଥା ସମାଜର ଦୂର ଦୂରାନ୍ତରୁ ଆସିଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମା ଏବଂ ଭଉଣୀମାନେ- ଯାହାଙ୍କୁ ମୁଁ ମା’ଓମିୟାଙ୍କର ୧୪ତମ ପାଠୋତ୍ସବ ଅବସରରେ ଆଜି ବିଶେଷ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ ଏହି ଶୁଭ ଅବସରରେ ଅନେକ ଅନେକ ଶୁଭକାମନା, ଅନେକ ଅଭିନନ୍ଦନ ।ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜୁନାଗଡର ଗାଥିଲାଠାରେ ଉମିଆମାତା ମନ୍ଦିରର ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ ଅବସରେ ଅଭିଭାଷଣ
April 10th, 01:00 pm
ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୦.୦୪.୨୦୨୨)ଗୁଜରାଟର ଜୁନାଗଡ ଅନ୍ତର୍ଗତ ଗାଥିଲା ଠାରେ ଥିବା ଉମିଆମାତା ମନ୍ଦିରର ଚତୁର୍ଦ୍ଧଶ ପ୍ରତିଷ୍ଠା ଦିବସ ସମାରୋହରେ ଦୃଶ୍ୟଶ୍ରାବ୍ୟ ଜରିଆରେ ଉଦ୍ବୋଧନ ଦେଇଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।ହରିଦ୍ୱାର ଉମୀୟା ଧାମ ଆଶ୍ରମର ଉଦ୍ଘାଟନ ସମାବେଶକୁ ଭିଡିଓ କନଫେରେନ୍ସିଂ ଦ୍ଵାରା ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 05th, 10:01 am
ହରିଦ୍ୱାରସ୍ଥିତ ଉମୀୟା ଧାମ ଆଶ୍ରମର ଉଦ୍ଘାଟନ ଉତ୍ସବ ଅବସରରେ ଆୟୋଜିତ ଏକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି ।