
ଉଗାଦି ର ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 22nd, 10:49 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଗାଦି ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁଙ୍କ ଦ୍ୱାରା ଆୟୋଜିତ ଉଗାଡି ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
March 20th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁଙ୍କ ଦ୍ୱାରା ଆୟୋଜିତ ଉଗାଡି ସମାରୋହରେ ଭାଗ ନେଇଛନ୍ତି ।
ଉଗାଡି ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
April 02nd, 08:46 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଗାଡିରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଉଗାଦୀ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
April 13th, 09:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଗାଦୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।PM greets people on the occasion of various festivals across the country
March 25th, 10:37 am
The Prime Minister, Shri Narendra Modi has greeted the people on occasion of various festivals across the country.ଦେଶବ୍ୟାପୀ ବିଭିନ୍ନ ପର୍ବ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
April 06th, 12:20 pm
ଦେଶବ୍ୟାପୀ ବିଭିନ୍ନ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।Social Media Corner 18 March 2018
March 18th, 06:56 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!ନବରାତ୍ରି ଉପଲକ୍ଷେ ଦେଶବ୍ୟାପୀ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
March 18th, 11:33 am
ନବରାତ୍ରି ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଉଗାଦୀ ମାନବ ଜୀବନର ଆରମ୍ଭର ପର୍ବ :ପ୍ରଧାନମନ୍ତ୍ରୀ ମୋଦୀ
March 17th, 07:47 pm
ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଆନ୍ଧ୍ରପ୍ରଦେଶର ଶ୍ରୀସେଲମରେ ନବବର୍ଷ ଲାଗି ହେବାକୁଥିବା ଉଗାଦୀ ପର୍ବରେ ଆସିଥିବା ଲୋକମାନଙ୍କୁ ଭିଡିଓ କନଫରେନସିଂର ଜରିଆରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଉଗାଦୀର ଅର୍ଥ ମାନେ ଏକ ଯୁଗର ଆରମ୍ଭ । ଉଗାଦୀ ମାନବ ଜୀବନର ଆରମ୍ଭର ପର୍ବ,ସୃଷ୍ଟି ରଚନାର ଆରମ୍ଭର ପର୍ବ । ଏହା ନୂଆ ବିଶ୍ୱାସ ,ନୂଆ ଆଶା-ଆକାଂକ୍ଷାର ପର୍ବ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଯଥା -ଆୟୁଷ୍ମାନ ଭାରତ ଯୋଜନା ,ପୋଷଣ ଯୋଜନା ,ମୁଦ୍ରା ଯୋଜନା ,ଉଜ୍ୱଳା ଯୋଜନା ଏବଂ ଜନଧନ ଯୋଜନା ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।ଶ୍ରୀଶୈଳମ ରାଷ୍ଟ୍ରୀୟ ଜନ ଜାଗୃତି ଧର୍ମ ସମ୍ମେଳନକୁ ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 17th, 07:46 pm
ଶ୍ରୀଶୈଳମଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଜନ ଜାଗୃତି ଧର୍ମ ସମ୍ମେଳନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।ଦେଶର ବିଭିନ୍ନ ସ୍ଥାନରେ ନବ ବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
March 28th, 09:58 am
PM Narendra Modi extended his New Year greetings to the citizens across India who are celebrating the start of New Year. In a series of tweets the PM wished that may the year bring peace, joy and prosperity to everyone. People across India are celebrating the start of the new year. New year greetings to everyone. May the year bring peace, joy and prosperity, the PM tweeted.PM greets people across the country, celebrating various festivals on the advent of New Year
April 08th, 10:02 am