PM Modi Addresses public meetings in Sagwara and Kotri, Rajasthan
November 22nd, 09:05 am
The electoral atmosphere intensified as PM Narendra Modi engaged in two spirited rallies in Sagwara and Kotri ahead of the Rajasthan assembly election. “This region has suffered greatly under Congress rule. The people of Dungarpur are well aware of how the misrule of the Congress has shattered the dreams of the youth,” PM Modi said while addressing the public rally.Mewar region is the Tilak of Rajasthan, but Congress-led misrule, has stifled its integrity: PM Modi
November 09th, 07:31 pm
Ahead of the Assembly Election in Rajasthan, PM Modi addressed a rally in Udaipur, Rajasthan. He said, “Rajasthan is a land of rousing patriotism and sacrifice while also encompassing the knowledge and spirituality of great saints of India.” “Mewar region is the Tilak of Rajasthan, but Congress-led misrule, has stifled its integrity,” PM Modi added.PM Modi’s Dynamic Election Rally in Udaipur, Rajasthan
November 09th, 06:45 pm
Ahead of the Assembly Election in Rajasthan, PM Modi addressed a rally in Udaipur, Rajasthan. He said, “Rajasthan is a land of rousing patriotism and sacrifice while also encompassing the knowledge and spirituality of great saints of India.” “Mewar region is the Tilak of Rajasthan, but Congress-led misrule, has stifled its integrity,” PM Modi added.10 ମେ ରେ ରାଜସ୍ଥାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
May 09th, 11:32 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 10 ମେ ରେ ରାଜସ୍ଥାନ ପରିଦର୍ଶନ କରିବେ। ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ପ୍ରଧାନମନ୍ତ୍ରୀ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କରିବେ। ପ୍ରାୟ 11: 45 ରେ, ସେ ନାଥଦ୍ୱାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ପ୍ରଦାନ କରିବେ। ଏହା ପରେ, ଅପରାହ୍ନ 3:15 ସମୟରେ ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ।Last five years have shown that it is indeed possible to successfully run an honest, transparent government: PM Modi
April 22nd, 04:16 pm
Speaking at a rally in Rajasthan’s Udaipur, PM Modi said, “The last five years have shown the country that it is indeed possible to successfully run an honest, transparent and people-oriented government in India.”PM Modi addresses public meetings in Rajasthan
April 22nd, 04:15 pm
Prime Minister Narendra Modi addressed two huge rallies in Udaipur and Jodhpur in the second half of his election campaigning today. Speaking about one of the major achievements of his government, PM Modi said, “The last five years have shown the country that it is indeed possible to successfully run an honest, transparent and people-oriented government in India.”ଭିତ୍ତିଭୂମି, ରେଳପଥ ଏବଂ ସଡ଼କ ପ୍ରକଳ୍ପ ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ :ପ୍ରଧାନମନ୍ତ୍ରୀ
August 29th, 12:16 pm
ମୁଁ ରାଜସ୍ଥାନର ବନ୍ୟା ପ୍ରପୀଡ଼ିତ ଭାଇ ଭଉଣୀମାନଙ୍କୁ, କୃଷକଙ୍କୁ ଏହି ଭରସା ଦେଉଛି କି ବିପଦର ଏହି ସମୟରେ ଭାରତ ସରକାର ପୂର୍ଣ୍ଣରୂପରେ ଆପଣଙ୍କ ସହିତ ଠିଆ ହେବେ ଆଉ ଏହି ବିପଦରୁ ବାହାରି ଏକ ନୂତନ ବିଶ୍ୱାସର ସହିତ ଆମେ ସମସ୍ତେ ଆଗକୁ ବଢ଼ିବା, ଏଥିପାଇଁ ମିଳିମିଶି ଭରପୂର ପ୍ରୟାସ ମଧ୍ୟ କରିବା । ଆଜି ଗୋଟିଏ ହିଁ କାର୍ଯ୍ୟକ୍ରମରେ ପନ୍ଦର ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହେବା ଭଳି ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ ହେବା କିମ୍ବା ଲୋକାର୍ପଣ ହେବା - ଏହି ଯୋଜନାଗୁଡ଼ିକର ଘୋଷଣା କରିବା ହେଉଛି, ରାଜସ୍ଥାନ ପାଇଁ ଏକ ଐତିହାସିକ ଘଟଣା ।ଉଦୟପୁରଠାରେ ବୃହତ ରାଜପଥ ପ୍ରକଳ୍ପସମୂହର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ; ପ୍ରତାପ ଗୌରବ କେନ୍ଦ୍ର ପରିଦର୍ଶନ କଲେ
August 29th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଉଦୟପୁରଠାରେ ବିଭିନ୍ନ ବୃହତ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେୱାଡ଼ “ବୀର ଭୂମି”କୁ ଆସି ସେ ଆନନ୍ଦିତ ।ପ୍ରାକୃତିକ ଦୁର୍ବିପାକ ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ କଠିନ ସମୟରେ କେନ୍ଦ୍ର ସରକାର ସେମାନଙ୍କ ସହିତ ରହିଛନ୍ତି, ଏବଂ ଲୋକମାନେ ଏହି ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ ଏବଂ ଅଧିକ ସାହସର ସହିତ ଆଗକୁ ବଢ଼ିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଯିବେ ରାଜସ୍ଥାନ; ପ୍ରମୁଖ ରାଜମାର୍ଗ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ
August 28th, 08:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରାଜସ୍ଥାନର ଉଦୟପୁର ଗସ୍ତରେ ଯିବେ । ସେ ଏହି ଗସ୍ତ କାଳରେ କେତେକ ପ୍ରମୁଖ ଜାତୀୟ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଆଉ କିଛି ପ୍ରକଳ୍ପର ଆଧାରଶିଳା ରଖିବେ । ଏହିସବୁ ରାଜମାର୍ଗ ପ୍ରକଳ୍ପର ମୋଟ ଖର୍ଚ୍ଚ ଅଟକଳ ହେଉଛି 15 ହଜାର କୋଟି ଟଙ୍କା ।ଉଦୟପୁର ବସ ଦୁର୍ଘଟଣାରେ ପ୍ରାଣହାନୀ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ
July 22nd, 03:53 pm
ଉଦୟପୁର ବସ ଦୁର୍ଘଟଣାରେ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଜନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଉଦୟପୁର ଦୁର୍ଘଟଣାରେ ଆହତଙ୍କ ସେ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।Shri Modi addresses massive public meeting in Udaipur
October 26th, 07:19 pm
Shri Modi addresses massive public meeting in Udaipur