‘ତୁମ୍କୁରୁ ଇଣ୍ଡଷ୍ଟ୍ରିଆଲ ଟାଉନସିପ’ର ଭିତିପ୍ରସ୍ତର ସ୍ଥାପନ ଏବଂ କର୍ଣ୍ଣାଟକର ତୁମ୍କୁରୁରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନର ମୂଳ ପାଠ
February 06th, 04:20 pm
କର୍ଣ୍ଣାଟକ ସନ୍ଥ ଋଷି ଓ ମନିଷୀମାନଙ୍କର ଭୂମି ଅଟେ । ଆଧ୍ୟାତ୍ମ, ଜ୍ଞାନ- ବିଜ୍ଞାନର ମହାନ ଭାରତୀୟ ପରମ୍ପରାକୁ କର୍ଣ୍ଣାଟକ ସର୍ବଦା ସଶକ୍ତ କରିଛି । ଏଥିରେ ମଧ୍ୟ ତୁମ୍କୁରୁର ବିଶେଷ ସ୍ଥାନ ରହିଛି । ସିଦ୍ଧ ଗଙ୍ଗା ମଠର ଏଥିରେ ବହୁତ ବଡ ଭୂମିକା ରହିଛି । ପୂଜ୍ୟ ଶିବକୁମାର ସ୍ୱାମୀ ଜୀ ଉତରାଧିକାର ସ୍ୱରୂପ ଯେଉଁ ‘ତ୍ରିବିଧା ଦସୋହୀ’ ଅର୍ଥାତ୍ “ଅନ୍ନା” “ଅକ୍ଷରା” ଏବଂ “ଆସରେ” ଛାଡି ଯାଇଛନ୍ତି ତାକୁ ଆଜି ଶ୍ରୀ ସିଦ୍ଧଲିଙ୍ଗା ମହାସ୍ୱାମୀ ଜୀ ଆଗକୁ ବଢାଉଛନ୍ତି । ମୁଁ ପୂଜ୍ୟ ସନ୍ଥମାନଙ୍କୁ ପ୍ରଣାମ କରୁଛି । ଗୁବ୍ବିସ୍ଥିତ ଶ୍ରୀ ଚିଦମ୍ବରା ଆଶ୍ରମ ଏବଂ ଭଗବାନ ଚନ୍ନବଶ୍ୱେଶ୍ୱରଙ୍କୁ ମଧ୍ୟ ମୁଁ ପ୍ରଣିପାତ କରୁଛି!ତୁମକୁରୁରେ ହାଲ୍ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
February 06th, 04:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୁମକୁରୁରେ ହାଲ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ତୁମକୁରୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଏବଂ ତୁମକୁରୁର ତିପତୁର ଏବଂ ଚିକ୍କନାୟାକାନାହଲ୍ଲୀ ଠାରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ସୁବିଧା ଏବଂ ହ୍ୟାଙ୍ଗରକୁ ଯିବା ସହିତ ହାଲୁକା ହେଲିକାପ୍ଟରକୁ ଉନ୍ମୋଚନ କରିଥିଲେ ।Congress Government in Karnataka is working only for 'Naamdaars' and not for 'Kaamgaars': PM Modi
May 05th, 12:26 pm
Continuing his campaign trail across Karnataka, PM Narendra Modi today addressed public meetings at Tumakuru, Gadag and Shivamogga. The PM said that Tumakuru was the land to several greats and Saints, Seers and Mutts here played a strong role in the development of our nation.ଆଧୁନିକ ,ପ୍ରଗତିଶୀଳ ଏବଂ ବିକଶିତ କର୍ଣ୍ଣାଟକ ବିଜେପିର ଭିଜନ :ପ୍ରଧାନମନ୍ତ୍ରୀ ମୋଦୀ
May 05th, 12:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କର୍ଣ୍ଣାଟକରେ ଚାରୋଟି ଜନସଭାକୁ ସମ୍ବୋଧିତ କରିଛନ୍ତି । ତୁମକୁରୁ ,ଗଡଙ୍ଗ ଏବଂ ଶିବମୋଗା ଏବଂ ମାଙ୍ଗାଲୁରୁରେ ହୋଇଥିବା ଏହି ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଭାରି ଭିଡ଼ ଜମିଥିଲା ଯେଉଁଥିରେ ମହିଳା ଏବଂ ଯୁବାଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା ।ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 4, 2018
March 04th, 07:12 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।କର୍ଣ୍ଣାଟକର ଟୁମକୁରୁ ଠାରେ ଆୟୋଜିତ ଯୁବ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ (ଭିଡିଓ କନଫରେନ୍ସ ଜରିଆରେ)
March 04th, 04:24 pm
ପରମ ଶ୍ରଦ୍ଧେୟ ସ୍ୱାମୀ ଗୌତମାନନ୍ଦ ମହାରାଜ, ସ୍ୱାମୀ ଜୀତକାମାନନ୍ଦ ମହାରାଜ, ସ୍ୱାମୀ ନିର୍ଭୟାନନ୍ଦ ସରସ୍ୱତୀ, ସ୍ୱାମୀ ବୀରେଶାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ପରମାନନ୍ଦନ ମହାରାଜ, ଦେଶର କୋଣ ଅନୁକୋଣରୁ ଉପସ୍ଥିତ ଋଷି-ମୁନୀ-ସନ୍ଥଗଣ ଏବଂ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ମୋର ଯୁବ ବନ୍ଧୁଗଣ ।ರಾಮಕೃಷ್ಣ-ವಿವೇಕಾನಂದ ಆಶ್ರಮ, ರಾಮಕೃಷ್ಣ ನಗರ, ತುಮಕೂರು ಇಲ್ಲಿನ ಯುವ ಸಮ್ಮೇಳನ ಹಾಗೂ ಸಾಧು-ಭಕ್ತ ಸಮ್ಮೇಳನದಲ್ಲಿ ಗೌರವಾನ್ವಿತ ಪ್ರಧಾನ ಮಂತ್ರಿ ಇವರ ಭಾಷಣ
March 04th, 03:23 pm
ರಾಮಕೃಷ್ಣ-ವಿವೇಕಾನಂದ ಆಶ್ರಮ, ರಾಮಕೃಷ್ಣ ನಗರ, ತುಮಕೂರು ಇಲ್ಲಿನ ಯುವ ಸಮ್ಮೇಳನ ಹಾಗೂ ಸಾಧು-ಭಕ್ತ ಸಮ್ಮೆಳನದಲ್ಲಿ ಗೌರವಾನ್ವಿತ ಪ್ರಧಾನ ಮಂತ್ರಿ ಇವರ ಭಾಷಣକର୍ଣ୍ଣାଟକର ଟୁମକୁରୁଠାରେ ଯୁବ ସମ୍ମେଳନକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ
March 04th, 12:04 pm
କର୍ଣ୍ଣାଟକର ଟୁମକୁରୁଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୁବ ସମ୍ମେଳନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଏହି ସମ୍ମେଳନ ଯୁବଶକ୍ତି-ନୂତନ ଭାରତର ସଂକଳ୍ପ ବିଷୟବସ୍ତୁ ଉପରେ ଆୟୋଜନ କରାଯାଇଥିଲା ।It is now time to ensure that weapons & equipment of Indian Armed Forces are the best in the world: PM Modi
January 03rd, 04:05 pm
PM unveils plaque for foundation stone for new helicopter manufacturing unit of HAL in Tumkur district
January 03rd, 02:15 pm
PM to visit Karnataka on January 2nd and 3rd, 2016
January 01st, 08:03 pm