ପ୍ରଧାନମନ୍ତ୍ରୀଙ୍କ ଅତ୍ୟଧିକ ଯକ୍ଷ୍ମା ପ୍ରବଣ ଜିଲ୍ଲାଗୁଡିକ ଉପରେ ଗୁରୁତ୍ୱ ସହ ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଘୋଷଣା
December 07th, 02:38 pm
ଯକ୍ଷ୍ମା ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅତ୍ୟଧିକ ଯକ୍ଷ୍ମା ପ୍ରବଣ ଜିଲ୍ଲାଗୁଡିକ ଉପରେ ଧ୍ୟାନ ଦେବା ସହ ପ୍ରଧାନମନ୍ତ୍ରୀ ଆଜି ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିସହ ସେ ନାଗରିକମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ପଢ଼ିବାକୁ ଅନୁରୋଧ କରିଛନ୍ତି ।ଯକ୍ଷ୍ମା ରୋଗ ବିରୋଧରେ ଲଢ଼େଇରେ ଭାରତର ପ୍ରଗତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା
November 03rd, 03:33 pm
ଯକ୍ଷ୍ମା ରୋଗର ଲୋପ ଦିଗରେ ଭାରତର ପ୍ରଚେଷ୍ଟାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯକ୍ଷ୍ମା ରୋଗ ହ୍ରାସ ଦିଗରେ ଭାରତର ଉପଲବ୍ôଧ ଉପରେ ଗୁରୁତ୍ୱ ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନକୁ ସହାୟତା ପାଇଁ ନିଜ ପକେଟ୍ ମନି ଦାନ କରିଥିବା ୭ ବର୍ଷୀୟା ନଳିନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
April 26th, 02:44 pm
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନକୁ ସହାୟତା ପାଇଁ ନିଜ ପକେଟ ମନି ଦାନ କରିଥିବା ହିମାଚଳ ପ୍ରଦେଶ ଉନାର ଜଣେ ୭ ବର୍ଷୀୟା ନିକ୍ଷୟ ମିତ୍ର ନଳିନୀ ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।ମାର୍ଚ୍ଚ ୨୪ ତାରିଖରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 22nd, 04:07 pm
ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଗସ୍ତ କରିବେ । ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପଡିଆରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଏହାକୁ ଲୋକାର୍ପଣ କରିବେ ।୧୩ ବର୍ଷୀୟା ମୀନାକ୍ଷୀ କ୍ଷତ୍ରିୟ ନିଜକୁ ନି-କ୍ଷୟ ମିତ୍ର ଭାବେ ପଞ୍ଜିକୃତ କରାଇବା ସହ ନିଜ ସଞ୍ଚୟରୁ ଟିବି ରୋଗୀଙ୍କ ସେବା କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
February 04th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମଧ୍ୟପ୍ରଦେଶର ୧୩ ବର୍ଷୀୟା ମୀନାକ୍ଷୀ କ୍ଷତ୍ରିୟ ନିଜକୁ ନି-କ୍ଷୟ ମିତ୍ର ଭାବେ ପଞ୍ଜିକୃତ କରାଇବା ଓ ନିଜ ସଞ୍ଚୟରୁ ଟିବି ରୋଗୀଙ୍କ ସେବା କରିବା ଭଳି ଉଲ୍ଲେଖନୀୟ ମନୋଭାବକୁ ପ୍ରଶଂସା କରିଛନ୍ତି ।ଜନ ଔଷଧି ଯୋଜନାର ହିତାଧିକାରୀଙ୍କ ସହ କଥା ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 07th, 03:24 pm
ମୋତେ ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଅନେକ ଲୋକଙ୍କ ସହ କଥା ହେବାର ସୁଯୋଗ ମିଳିଲା, ବହୁତ ସନ୍ତୋଷ ଅନୁଭବ କଲି । ସରକାରଙ୍କ ପ୍ରୟାସର ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଯେଉଁ ଲୋକମାନେ ଏହି ଅଭିଯାନରେ ନିୟୋଜିତ ରହିଛନ୍ତି, ମୁଁ ସେମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଆପଣମାନଙ୍କ ମଧ୍ୟରୁ କେତେ ଜଣ ବନ୍ଧୁମାନଙ୍କୁ ସମ୍ମାନିତ କରିବା ଲାଗି ଆଜି ସରକାରଙ୍କୁ ସୌଭାଗ୍ୟ ମିଳିଛି । ଆପଣମାନଙ୍କୁ ମୁଁ ଜନ ଔଷଧି ଦିବସର ଅନେକ ଅନେକ ଶୁଭକାମନା ଜଣାଉଛି ।ଜନ ଔଷଧି ଯୋଜନାର ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
March 07th, 02:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜନ ଔଷଧି କେନ୍ଦ୍ରର ମାଲିକ ଏବଂ ହିତାଧିକାରୀମାନଙ୍କ ସହିତ କଥା ହୋଇଛନ୍ତି । ଜେନେରିକ ଔଷଧର ବ୍ୟବହାର ଏବଂ ଜନଔଷଧି ପରିଯୋଜନାର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ପହିଲା ଠାରୁ ସାରା ଦେଶରେ ଜନ ଔଷଧି ସପ୍ତାହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘‘ଜନ ଔଷଧି - ଜନ ଉପଯୋଗୀ’’ ରଖାଯାଇଛି । ଆଜିର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ଥିଲେ ।Prime Minister’s Dream of TB Free India by 2025
February 24th, 06:44 pm
Dr. Harsh Vardhan, Union Minister of Health and Family Welfare today chaired a high-level meeting with senior officials of the Union Health Ministry and other Development Partners to launch a Jan-Andolan against Tuberculosis involving Advocacy, Communication and Social Mobilization (ACSM).ବୈଭବ 2020 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
October 02nd, 06:21 pm
“ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଅଧିକ ସଂଖ୍ୟକ ଯୁବପିଢ଼ି ବିଜ୍ଞାନ ପ୍ରତି ଆଗ୍ରହୀ ହୁଅନ୍ତୁ। ଏଥିପାଇଁ ଆମେ ସମସ୍ତେ ଇତିହାସର ବିଜ୍ଞାନ ଏବଂ ବିଜ୍ଞାନର ଇତିହାସ ବିଷୟରେ ଭଲ ଭାବେ ଅବଗତ ହେବାର ଆବଶ୍ୟକତା ରହିଛି ।” ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଏବଂ ନିବାସୀ ଭାରତୀୟ ଗବେଷକ ଓ ଶିକ୍ଷାବିତମାନଙ୍କୁ ନେଇ ଆୟୋଜିତ ଏକ ବୈଶ୍ୱିକ ଭର୍ଚୁଆଲ ସମ୍ମିଳନୀ –ବୈଶ୍ୱିକ ଭାରତୀୟ ବୈଜ୍ଞାନିକ (ବୈଭବ)କୁ ଉଦଘାଟନ କରି ଏହା କହିଛନ୍ତି ।ମିଳିତ ଜାତିସଂଘ ସାଧାରଣ ପରିଷଦର 75ତମ ଅଧିବେଶନ 2020ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ
September 26th, 06:47 pm
ମିଳିତ ଜାତିସଂଘର 75ତମ ବର୍ଷ ପୂର୍ତ୍ତି ଅବସରରେ, ମୁଁ ଭାରତର 130 କୋଟିରୁ ଅଧିକ ନାଗରିକଙ୍କ ପକ୍ଷରୁ, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରଙ୍କୁ ଅନେକ ଅନେକ ବଧେଇ ଜଣାଉଛି । ଭାରତ ପାଇଁ ଏହା ବହୁତ ଗର୍ବର ବିଷୟ ଯେ ମିଳିତ ଜାତିସଂଘର ସଂସ୍ଥାପନ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଆଜିର ଏହି ଐତିହାସିକ ଅବସରରେ ଆପଣମାନଙ୍କ ସମସ୍ତଙ୍କ ସମ୍ମୁଖରେ ଭାରତର 130 କୋଟି ନାଗରିକଙ୍କ ଭାବନା, ଏହି ବୈଶ୍ୱିକ ମଞ୍ଚ ଉପରୁ ବ୍ୟକ୍ତ କରିବା ନିମନ୍ତେ ମୁଁ ଉପସ୍ଥିତ ହୋଇଛି ।ମିଳିତ ଜାତିସଂଘର ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି
September 26th, 06:40 pm
ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର “ସଂସ୍କାର” ଏବଂ “ପ୍ରତିକ୍ରିୟାରେ ପରିବର୍ତ୍ତନ” ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯଦି ଆମେମାନେ ବିଗତ 75 ବର୍ଷ ମଧ୍ୟରେ ମିଳିତ ଜାତିସଂଘର ଉପଲବ୍ଧିଗୁଡ଼ିକର ମୂଲ୍ୟାୟନ କରିବା, ତେବେ ଆମମାନଙ୍କୁ ଅନେକ ଉପଲବ୍ଧି ଦୃଶ୍ୟ ଅବଶ୍ୟ ହେବ । କିନ୍ତୁ ସେଥି ସହିତ ଅନେକ ଏଭଳି ଉଦାହରଣ ମଧ୍ୟ ମିଳିବ, ଯାହା ମିଳିତ ଜାତିସଂଘ ସମ୍ମୁଖରେ ଗମ୍ଭୀର ଆତ୍ମମନ୍ଥନର ଆବଶ୍ୟକତା ଠିଆ କରିଛି।PM Modi's remarks at high level meeting on Universal Health Coverage
September 23rd, 09:41 pm
PM Modi addressed a high level meeting on Universal Health Coverage. PM Modi highlighted India's focus on preventive healthcare including yoga and ayurveda. The PM spoke about Ayushman Bharat Yojana and shed light on how it benefited over 4.5 million people.“ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 13th, 11:01 am
‘ଯକ୍ଷ୍ମା ବିଲୋପ ଶିଖର ସମ୍ମିଳନୀ’ରେ ସମ୍ମିଳିତ ହେବା ଲାଗି ଆପଣମାନେ ସମସ୍ତେ ଭାରତ ଆସିଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ ଅଟେ ଏବଂ ହୃଦୟରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ।“ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 13th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ “ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।PM's message on World Tuberculosis Day
March 24th, 03:24 pm
In a facebook post on World Tuberculosis Day, Prime Minister Narendra Modi said that correct and complete treatment of the disease was essential in order to cure it. The PM also shared an amp-audio clip from his 'Mann Ki Baat' episode in March 2016.PM's interaction through PRAGATI
May 25th, 06:04 pm
PM Modi's Mann Ki Baat: Tourism, farmers, under 17 FIFA world cup and more
March 27th, 11:30 am