ଭିଏତନାମ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଭାରତ-ଭିଏତନାମ ମିଳିତ ଇସ୍ତାହାର (ମାର୍ଚ୍ଚ 03, 2018)
March 03rd, 01:14 pm
ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀ ରାମ ନାଥ କୋବିନ୍ଦଙ୍କ ନିମନ୍ତ୍ରଣରେ ସମାଜବାଦୀ ଗଣତନ୍ତ୍ର ଭିଏତନାମର ରାଷ୍ଟ୍ରପତି ମହାମହିମ ତ୍ରାନ ଦାଇ କ୍ୱାଙ୍ଗ ଓ ତାଙ୍କ ପତ୍ନୀ 2018 ମାର୍ଚ୍ଚ 2ରୁ 4 ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି । ଭିଏତନାମ ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧିମଣ୍ଡଳ ଆସିଛନ୍ତି ଯେଉଁଥିରେ ଉପପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ମହାମହିମ ଫାମ୍ ପିନ୍ ମିହ୍ନ, ଅନେକ ମନ୍ତ୍ରଣାଳୟ, ପ୍ରଦେଶର ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ବ୍ୟବସାୟିକ ପ୍ରତିନିଧି ଦଳ ସାମିଲ ଅଛନ୍ତି ।ଭିଏତନାମ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ମିଳିତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
March 03rd, 01:13 pm
ଭିଏତନାମା ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସୁରକ୍ଷା ଏବଂ ପ୍ରତିରକ୍ଷା ,ବ୍ୟାପାର ଏବଂ ନିବେଶ ,ଉର୍ଜା ,କୃଷି,ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ବଢ଼ାଇବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ । ଉଭୟ ନେତା ବୈଶ୍ଵିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଭିଏତନାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ; ଚୀନର ହାଙ୍ଗଝୁଠାରେ ଜି-20 ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ ଶ୍ରୀ ନରେନ୍ଦ୍ର ମୋଦୀ
September 02nd, 09:48 am
PM Modi would be visiting Vietnam to further cement the close bond between both countries. PM would hold talks with Prime Minister of Vietnam Mr. Nguyen Xuan Phuc. The PM would also meet the President of Vietnam, Mr. Tran Dai Quang and several other dignitaries. Shri Modi would pay homage to Ho Chi Minh, lay a wreath at the Monument of National Heroes and Martyrs as well as visit the Quan Su Pagoda.