ଟୋକିଓରେ ବ୍ୟବସାୟିକ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ
May 23rd, 04:12 pm
ଏହି କାର୍ଯ୍ୟକ୍ରମରେ ୩୪ ଟି ଜାପାନୀ କମ୍ପାନୀର ଶୀର୍ଷ କାର୍ଯ୍ୟର୍ନିବାହୀ ଏବଂ ସିଇଓ ଅଂଶଗ୍ରହଣ କରିଥିଲେ । ଏହି କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶଙ୍କର ଭାରତରେ ନିବେଶ ଏବଂ ବ୍ୟବସାୟ ରହିଛି । କମ୍ପାନୀଗୁଡିକ ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଷ୍ଟିଲ୍, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସହିତ ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିଲେ । ଜାପାନ ଓ ଭାରତର ପ୍ରମୁଖ ବ୍ୟବସାୟିକ ସଂଗଠନ ଯଥା କେଇଡାନରେନ, ଜାପାନର ବାହ୍ୟ ବାଣିଜ୍ୟ ସଂଗଠନ (ଜେଇଟିଆରଓ), ଜାପାନ ଆନ୍ତର୍ଜାତୀୟ ସହଯୋଗ ସଂଗଠନ (ଜେଆଇସିଏ), ଜାପାନ ବ୍ୟାଙ୍କ ଅଫ୍ ଇଣ୍ଟରନେସନାଲ କୋପରେସନ (ଜେବିଆଇସି), ଜାପାନ-ଭାରତ ବ୍ୟବସାୟ ପରାମର୍ଶଦାତା କମିଟି (ଜେଆଇବିସିସି) ଏବଂ ଇନଭେଷ୍ଟ ଇଣ୍ଡିଆ ଏହି କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ ।On May 2 Didi will get certificate of Bengal ex-chief minister by the people of the state: PM Modi
April 17th, 12:10 pm
PM Modi addressed two huge rallies in West Bengal’s Asansol and Gangarampur ahead of sixth phase of assembly polls today. He said, “TMC was broken after four phases of polls, `Didi' and `Bhatija' will be defeated by end of West Bengal elections. Voting of the fifth phase is also going on where people in large numbers are voting for the lotus flower to form the BJP government.”PM Modi campaigns in West Bengal’s Asansol and Gangarampur
April 17th, 12:00 pm
PM Modi addressed two huge rallies in West Bengal’s Asansol and Gangarampur ahead of sixth phase of assembly polls today. He said, “TMC was broken after four phases of polls, `Didi' and `Bhatija' will be defeated by end of West Bengal elections. Voting of the fifth phase is also going on where people in large numbers are voting for the lotus flower to form the BJP government.”ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 09th, 11:59 am
ତ୍ରିପୁରାର ରାଜ୍ୟପାଳ ଶ୍ରୀ ରମେଶ ବୈଶ ମହାଶୟ, ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା ମହାଶୟ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ତ୍ରିପୁରାର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆପଣ ସମସ୍ତଙ୍କୁ ପରିବର୍ତନ ପାଇଁ, ତ୍ରିପୁରାର ବିକାଶ ଯାତ୍ରାର 3 ବର୍ଷ ପୂରଣ ହେବା ଉପଲକ୍ଷେ ବହୁତ-ବହୁତ ଶୁଭେଚ୍ଛା!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁ ଉଦ୍ଘାଟିତ
March 09th, 11:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ତ୍ରିପୁରାରେ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ କେତେକକୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା ।ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୧ର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 02nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଡେନମାର୍କ ପରିବହନ ମନ୍ତ୍ରୀ ବେନି ଏଙ୍ଗେଲବେଚ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ଲାଲ ମାଣ୍ଡଭିୟ ଏହି ଅବସରରେ ଉପସ୍ଥିତ ଥିଲେ ।ଭାରତ ସାମୁଦ୍ରିକ ଶିଖର ସମ୍ମିଳନୀ-୨୦୨୧ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ?
March 02nd, 10:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଡେନମାର୍କ ପରିବହନ ମନ୍ତ୍ରୀ ବେନି ଏଙ୍ଗେଲବେଚ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ଲାଲ ମାଣ୍ଡଭିୟ ଏହି ଅବସରରେ ଉପସ୍ଥିତ ଥିଲେ ।Bundelkhand Expressway will enhance connectivity in UP: PM Modi
February 29th, 02:01 pm
Prime Minister Narendra Modi laid the foundation stone for the 296-kilometres long Bundelkhand Expressway at Chitrakoot today. To be built at a cost of Rs 14,849 crore, the Expressway is expected to benefit Chitrakoot, Banda, Mahoba, Hamirpur, Jalaun, Auraiya and Etawah districts.ପ୍ରଧାନମନ୍ତ୍ରୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଆଧାରଶିଳା ରଖିଲେ, ଏହାକୁ ଏକ ଐତିହାସିକ ଦିନ କହିଲେ ମୋଦୀ
February 29th, 02:00 pm
ଦେଶରେ ରୋଜଗାର ସୃଷ୍ଟି ପାଇଁ ଅନେକ ପଦକ୍ଷେପ ନେବାକୁ ସରକାରଙ୍କ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ ତଥା ପ୍ରସ୍ତାବିତ ଗଙ୍ଗା ଏକ୍ସପ୍ରେସୱେ ଦ୍ୱାରା ଉତ୍ତର ପ୍ରଦେଶ ସହ ସଂପର୍କ ବୃଦ୍ଧି ହେବା ସହ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି ଏବଂ ଏହା ବଡ ସହରଗୁଡିକରେ ଉପଲବ୍ଧ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ ।ଆମେ ଭାରତୀୟ ଅର୍ଥବ୍ୟବସ୍ଥାର ଔପଚାରିକରଣ ଏବଂ ଆଧୁନିକୀକରଣ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
December 20th, 11:01 am
ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ 'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ,ଦେଶ 'ଇଜ ଅଫ ଡୁଇଙ୍ଗ ବିଜନେସ ' ରେଂକିଙ୍ଗରେ 63ତମ ସ୍ଥାନରେ ରହିଛି ।ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି
December 20th, 11:00 am
ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ 'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ,ଦେଶ 'ଇଜ ଅଫ ଡୁଇଙ୍ଗ ବିଜନେସ ' ରେଂକିଙ୍ଗରେ 63ତମ ସ୍ଥାନରେ ରହିଛି ।Day by day the Congress is bettering itself when it comes to manufacturing lies: PM Modi in Chhindwara
November 18th, 03:25 pm
Prime Minister Narendra Modi, in his second major rally today, addressed a huge crowd of supporters at Chhindwara, Madhya Pradesh.Similar to his other rally in Chhattisgarh, PM Modi began his speech with a scathing attack on the Congress party for its generations of misrule and misdeeds.PM Modi calls for a ‘Kaamdar Ki Sarkar’ in Madhya Pradesh Elections
November 18th, 03:25 pm
Prime Minister Narendra Modi, in his second major rally today, addressed a huge crowd of supporters at Chhindwara, Madhya Pradesh.Similar to his other rally in Chhattisgarh, PM Modi began his speech with a scathing attack on the Congress party for its generations of misrule and misdeeds.ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଶୀର୍ଷରେ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ :ଜନକପୁଠାରେ ପ୍ରଧାନମନ୍ତ୍ରୀ
May 11th, 12:25 pm
ନେପାଳର ଜନକପୁରଠାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଶୀର୍ଷରେ ଅଛି । ସେ କହିଛନ୍ତି ଯେ ପ୍ରାଚୀନ କାଳରୁ ଭାରତ ଓ ନେପାଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ 5ଟି -ଟ୍ରାଡିସନ (ପରମ୍ପରା),ଟ୍ରେଡ (ବ୍ୟବସାୟ),ଟ୍ରାନ୍ସପୋର୍ଟ(ପରିବହନ),ଟୁରିଯମ(ପର୍ଯ୍ୟଟନ) ଏବଂ ଟ୍ରେଡ (ବ୍ୟାପାର) ଉପରେ ଗୁରୁତ୍ୱ ଦେଇଆସିଛନ୍ତି ।CM opens 51st All India Paper Traders’ Conference
September 01st, 08:42 pm
CM opens 51st All India Paper Traders’ Conference