ଟାଇମ୍ସ ଗ୍ରୁପ ଅଧ୍ୟକ୍ଷ ଶ୍ରୀମତୀ ଇନ୍ଦୁ ଜୈନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
May 13th, 11:10 pm
ଟାଇମ୍ସ ଗ୍ରୁପ ଅଧ୍ୟକ୍ଷ ଶ୍ରୀମତୀ ଇନ୍ଦୁ ଜୈନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।ଗତ 8 ମାସରେ ମୋଦୀ ସରକାରଙ୍କ କଣ ବଡ଼ ବଡ଼ ଉପଲବ୍ଧି ରହିଛି ? ଅଧିକ ଜାଣନ୍ତୁ !
February 13th, 04:04 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ,ବିଶ୍ୱର ସବୁଠୁ ଯୁବ ରାଷ୍ଟ୍ର ଭାବେ ଭାରତ ନୂଆ ଦଶନ୍ଧି ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି ଏବଂ ଏ ଦିଗରେ ଖୁବ ଦ୍ରୁତ ଗତିରେ ଆଗେଇବା ଲାଗି ପ୍ରସ୍ତୁତ ଅଛି । ସରକାର ମଧ୍ୟ ଏପରି ଭାବନା ନେଇ କାର୍ଯ୍ୟ କରିବା ସହିତ ଗତ 8 ମାସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଶତକ ପୂରଣ କରିଛନ୍ତି ।ଟାୟାର- 2 ଓ ଟାୟାର- 3 ସହର ଆର୍ଥିକ ଗତିବିଧିର ନୂଆ କେନ୍ଦ୍ର କିଭଳି ହେଉଛି ? ଅଧିକ ପଢ଼ନ୍ତୁ !
February 13th, 04:04 pm
ଟାଇମ୍ସ ନାଓ ସମ୍ମିଳନୀରେ ,ଟାୟାର- 2 ଓ ଟାୟାର- 3 ସହରମାନଙ୍କର ବିକାଶ ଉପରେ ଆଲୋକପାତ କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ଏହି ସହରଗୁଡ଼ିକ ଆର୍ଥିକ ଗତିବିଧିର ନୂଆ କେନ୍ଦ୍ର ହେଉଛି ,ଯାହା ଡିଜିଟାଲ ଦେଣନେଣରେ ବୃଦ୍ଧି ଏବଂ ଷ୍ଟାର୍ଟଅପ ପଂଜୀକରଣର ଅଭିବୃଦ୍ଧିଶୀଳ ସଂଖ୍ୟା ଯୋଗୁ ହେଉଛି ।ମୋଦୀ ସରକାର କିଭଳି ଲୋକ କେନ୍ଦ୍ରିତ ଟିକସ ପ୍ରଣାଳୀ ଗଠନ କରୁଛନ୍ତି ....ପଢ଼ନ୍ତୁ!
February 13th, 04:04 pm
ଟାଇମ୍ସ ନାଓ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ପ୍ରତ୍ୟେକ ସରକାର ଟିକସ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି କୁଣ୍ଠାବୋଧ କରିଥାନ୍ତି । ଏହି କାରଣ ପାଇଁ ବହୁବର୍ଷ ଧରି ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । ବର୍ତ୍ତମାନ ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ ।ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ : ପ୍ରଧାନମନ୍ତ୍ରୀ ମୋଦୀ
February 12th, 07:32 pm
ଟାଇମ୍ସ ନାଓ ସମ୍ମିଳନୀକୁ ସମ୍ବୋଧିତ କରି ,ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ ,ଭାରତ ତୀବ୍ର ଗତିରେ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବ ।ଇଣ୍ଡିଆ ଆକ୍ସନ ପ୍ଲାନ – 2020 ଶିଖର ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ
February 12th, 07:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ଇଣ୍ଡିଆ ଆକ୍ସନ ପ୍ଲାନ 2020ରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଟାଇମ୍ସ ନାଓ ସମ୍ମିଳନୀକୁ ସମ୍ବୋଧିତ କରିବେ
February 12th, 11:41 am
ପ୍ରଧାନମନ୍ତ୍ରୀ ମୋଦୀ ଫେବୃଆରୀ 12 ରେ ସନ୍ଧ୍ୟା 7 ଘଂଟିକା ସମୟରେ ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ 'ଇଣ୍ଡିଆ ଆକ୍ସନ ପ୍ଲାନ 2020' ବିଷୟରେ ଉଦଘାଟନୀ ଅଭିଭାଷଣ ରଖିବେ।PM Modi's interview to Times Now
April 19th, 09:39 pm
In an interview to Times Now, the Prime Minister said that the only challenger to ‘Narendra Modi is Narendra Modi’. The PM spoke on many other vital issues including combating terrorism, black money, Opposition, Lok Sabha elections and more...ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 22, 2018
January 22nd, 07:37 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Social Media Corner - 29th June
June 29th, 06:31 pm
Government is taking various efforts to find long-term solution to benefit the farmers: PM Modi
June 28th, 07:40 pm
Development is my conviction, it's my commitment: PM Narendra Modi
June 27th, 08:50 pm
Social Media Corner – 27th June
June 27th, 08:39 pm
Social Media Corner – 27th JuneTrue reforms are those which result in transformation in the lives of citizens: PM at ET Global Summit
January 29th, 08:39 pm
PM Modi at The Economic Times Global Business Summit 2016
January 29th, 07:28 pm
It is the small people who shape history & bring a change in society: PM Modi at Amazing Indians Awards
January 14th, 08:02 pm
PM gives away the Times Now Amazing Indians Awards 2016
January 14th, 06:57 pm