BJP never views any individual through lens of a vote-bank, aims to empower all: PM Modi
February 27th, 01:30 pm
On his visit to the state of Kerala, PM Modi addressed an energetic rally in Thiruvananthapuram, Kerala. He said, “It’s always a pleasure to come to Kerala and be among the love and blessings of the people of Kerala.” He added, “Kerala is determined to enable BJP win double-digit seats in the 2024 Lok Sabha elections.” He echoed the popular sentiment that there is a great belief that NDA will emerge with 400+ seats in the upcoming Lok Sabha elections in 2024.PM Modi addresses an energetic rally in Thiruvananthapuram, Kerala
February 27th, 01:12 pm
On his visit to the state of Kerala, PM Modi addressed an energetic rally in Thiruvananthapuram, Kerala. He said, “It’s always a pleasure to come to Kerala and be among the love and blessings of the people of Kerala.” He added, “Kerala is determined to enable BJP win double-digit seats in the 2024 Lok Sabha elections.” He echoed the popular sentiment that there is a great belief that NDA will emerge with 400+ seats in the upcoming Lok Sabha elections in 2024.ତିରୁଅନନ୍ତପୁରମ ଠାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଏବଂ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଅନୁବାଦ
April 25th, 11:50 am
କେରଳର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ୍ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, କେରଳ ସରକାରଙ୍କ ମନ୍ତ୍ରୀଗଣ, ସ୍ଥାନୀୟ ସାଂସଦ ଶଶି ଥରୁର ଜୀ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର କେରଳର ପ୍ରିୟ ଭାଇ ଓ ଭଉଣୀମାନେ । କିଛି ଦିନ ପୂର୍ବରୁ ମାଲାୟାଲମ୍ ନୂଆ ବର୍ଷ ଆରମ୍ଭ ହୋଇଥିଲା । ଆପଣମାନେ ବିଷ୍ଣୁ ପର୍ବକୁ ବହୁତ ଉତ୍ସାହରେ ପାଳନ କରିଛନ୍ତି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ମୁଁ ବହୁତ ଖୁସି ଯେ ଉଲ୍ଲାସର ଏହି ପରିବେଶରେ ମୋତେ କେରଳର ବିକାଶ ଉତ୍ସବରେ ଯୋଗ ଦେବାର ସୁଯୋଗ ମିଳିଛି । ଆଜି କେରଳକୁ ଏହାର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ମିଳିଛି । ଆଜି କୋଚିକୁ ୱାଟର (ଜଳ) ମେଟ୍ରୋ ଉପହାର ଆକାରରେ ମିଳିଛି, ରେଳ ସହିତ ଜଡିତ ଅନେକ ପ୍ରକଳ୍ପ ମିଳିଛି । ସଂଯୋଗୀକରଣ ସହିତ ଆଜି କେରଳର ବିକାଶ ସହ ଯୋଡି ହୋଇଥିବା ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଉଦଘାଟନ ହୋଇଛି । ଏହି ସମସ୍ତ ବିକାଶମୂଳକ ପ୍ରକଳ୍ପ ପାଇଁ କେରଳବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେରଳର ତିରୁବନ୍ତପୁରମ କେନ୍ଦ୍ରୀୟ ଷ୍ଟାଡିୟମରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
April 25th, 11:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁବନ୍ତପୁରମ ସ୍ଥିତ କେନ୍ଦ୍ରୀୟ ଷ୍ଟାଡିୟମଠାରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି (୨୫.୪୨୦୨୩) ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଚି ୱାଟର ମେଟ୍ରୋର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ , ତିରୁବନ୍ତପୁରମଠାରେ ବିଭିନ୍ନ ରେଳ ପ୍ରକଳ୍ପ ଓ ଡିଜିଟାଲ ବିଜ୍ଞାନ ଉଦ୍ୟାନ ଶିଳାନ୍ୟାସ ଅନ୍ତର୍ଭୁକ୍ତ । ପୂର୍ବରୁ ପ୍ରଧାନମନ୍ତ୍ରୀ ତିରୁବନ୍ତପୁରମ ଓ କାଶରଗଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ ।24 ଏବଂ 25 ଏପ୍ରିଲରେ ମଧ୍ୟପ୍ରଦେଶ, କେରଳ, ଦାଦ୍ରା ଏବଂ ନାଗର ହାଭେଳି ଏବଂ ଡାମନ ଓ ଡିୟୁକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
April 21st, 03:02 pm
24 ଏପ୍ରିଲ ଦିନ ପ୍ରାୟ 11:30 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରେୱା ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ପ୍ରାୟ 17,000 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିବେ।PM Modi campaigns in Kerala’s Pathanamthitta and Thiruvananthapuram
April 02nd, 01:45 pm
Ahead of Kerala assembly polls, PM Modi addressed rallies in Pathanamthitta and Thiruvananthapuram. He said, “The LDF first tried to distort the image of Kerala and tried to show Kerala culture as backward. Then they tried to destabilize sacred places by using agents to carry out mischief. The devotees of Swami Ayyappa who should've been welcomed with flowers, were welcomed with lathis.” In Kerala, PM Modi hit out at the UDF and LDF saying they had committed seven sins.Everybody has seen how the UDF and LDF are threatening the traditions and religious practices of the people in Kerala: PM Modi
April 18th, 08:41 pm
Prime Minister Narendra Modi addressed a major public meeting in Thiruvananthapuram in Kerala today.PM Modi addresses public meeting in Thiruvananthapuram, Kerala
April 18th, 08:40 pm
Prime Minister Narendra Modi addressed a major public meeting in Thiruvananthapuram in Kerala today.ଆସନ୍ତାକାଲି 15 ଜାନୁଆରୀ, 2019ରେ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
January 14th, 05:04 pm
କେରଳର କୋଲ୍ଲମରେ ପ୍ରଧାନମନ୍ତ୍ରୀ 66ନଂ ଜାତୀୟ ରାଜପଥରେ କୋଲ୍ଲମ ବାଇପାସର ଉଦଘାଟନ କରିବେ । 13 କିଲୋମିଟର ଲମ୍ବ ଦୁଇ ଲେନ ବିଶିଷ୍ଟ ଏହି ବାଇପାସ ନିମନ୍ତେ 352 କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିରେ ଅଷ୍ଟାମୁଡ଼ି ହ୍ରଦରେ ମୋଟ 1540 ମିଟର ଲମ୍ବ ତିନୋଟି ସେତୁ ମଧ୍ୟ ସାମିଲ ଅଛି । ଏହି ପ୍ରକଳ୍ପ ଦ୍ୱାରା ଅଳପୁଜା ଏବଂ ଥିରୁଅନନ୍ତପୁରମ ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ ଏବଂ କୋଲ୍ଲମ ସହରରେ ଟ୍ରାଫିକ ଜାମ ସମସ୍ୟା ମଧ୍ୟ କମ ହେବ ।‘ଓଖି’ବାତ୍ୟା ଦୁର୍ଗତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
December 19th, 06:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାକ୍ଷାଦ୍ୱୀପ, ତାମିଲନାଡ଼ୁ ଏବଂ କେରଳର ‘ଓଖି’ ବାତ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରିଥିଲେ । ସେ ବାତ୍ୟା ପ୍ରପୀଡ଼ିତ ମତ୍ସ୍ୟଜୀବୀ ଏବଂ କୃଷକଙ୍କ ସମେତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଗସ୍ତ କାଳରେ ସେ କନ୍ୟାକୁମାରୀ ଏବଂ କାଭାରାତିର ଲୋକମାନଙ୍କ ସହିତ ମତବିନିମୟ କରିଥିଲେ ।