ଜାତିସଙ୍ଘ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 27th, 07:04 pm
ଜାତିସଙ୍ଘର 74ତମ ସାଧାରଣ ଅଧିବେଶନକୁ 130 କୋଟି ଭାରତୀୟଙ୍କ ତରଫରୁ ସମ୍ବୋଧିତ କରିବା ମୋ ପାଇଁ ଗୌରବର ଅବସର । ଏହି ଅବସର ଏଥିପାଇଁ ମଧ୍ୟ ବିଶେଷ, କାରଣ ଚଳିତ ବର୍ଷ ସମଗ୍ର ବିଶ୍ୱ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରୁଛି । ତାଙ୍କ ସତ୍ୟ ଓ ଅହିଂସାର ସନ୍ଦେଶ, ବିଶ୍ୱର ଶାନ୍ତି, ପ୍ରଗତି ଓ ବିକାଶ ପାଇଁ ଆଜି ବି ପ୍ରାସଙ୍ଗିକ ।ମିଳିତ ଜାତିସଂଘ ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 27th, 07:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କଠାରେ ମିଳିତ ଜାତସଂଘ ସାଧାରଣ ପରିଷଦର 74ତମ ଅଧିବେଶନରେ ଉଦବୋଧନ ଦେଇଥିଲେ ।ଦ୍ୱିତୀୟ ରାଇସିନା ବାର୍ତ୍ତାର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 06:06 pm
Prime Minister Narendra Modi addressed the second Raisina Dialogue where he shared his thoughts on the country’s international collaborations and relations with neighbouring countries. Talking about India’s role in the global economy, PM Modi said that the world needs India's sustained rise as much as India needs the world. Shri Modi said, “India as a nation prefers partnerships over polarizations.