ହର ଘର ତ୍ରିରଙ୍ଗା ଅଭିଯାନ ପ୍ରତି ଆଗ୍ରହର ବହୁ ଦୃଷ୍ଟାନ୍ତ ଶେୟାର କଲେ ପ୍ରଧାନମନ୍ତ୍ରୀ

August 14th, 02:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ପାଳନର ବହୁ ଉଦାହରଣ ଶେୟାର କରିଛନ୍ତି ।

Prime Minister addresses the 3rd meeting of National Committee on “Azadi ka Amrit Mahotsav”

August 06th, 08:58 pm

PM Modi addressed the 3rd National Committee meeting on Azadi Ka Amrit Mahotsav in New Delhi. He said that the emotional flavour of Azadi ka Amrit Mahotsav was the core of the campaign. The patriotic fervour which was witnessed during the freedom struggle was unprecedented. It is the same fervour which we need to imbibe in our current generation and channelise it for nation building.

ପିଙ୍ଗାଲି ଭେଙ୍କୟାଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

August 02nd, 10:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ୍ମବାର୍ଷିକୀ ଅବସରରେ ପିଙ୍ଗାଲି ଭେଙ୍କୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ହର ଘର ତିରଙ୍ଗା ଆନ୍ଦୋଳନକୁ ମଜବୁତ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

July 22nd, 09:31 am

ହର ଘର ତିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କରିଛନ୍ତି । ଆମ ତିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତିରଙ୍ଗା ସମ୍ପର୍କରେ ସେ କିଛି ମଜାଦାର କଥା ମଧ୍ୟ ଜଣାଇଛନ୍ତି । ଆମ ଇତିହାସରେ ଜୁଲାଇ ୨୨ର ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି କାରଣ, ୧୯୪୭ର ଆଜିର ଦିନରେ ଆମେ ଜାତୀୟ ପତାକା ଆପଣାଇଥିଲୁ ବୋଲି ସେ କହିଛନ୍ତି ।