India has become an important part of the global economy: PM Modi at ET Global Business Summit
March 06th, 07:42 pm
At The Economic Times Global Business Summit, PM Modi said the country is going through massive change. He said India has become an important part of the global economy.PM addresses Economic Times Global Business Summit
March 06th, 07:41 pm
At The Economic Times Global Business Summit, PM Modi said the country is going through massive change. He said India has become an important part of the global economy."ମୁଁ ଆମର ଉଦ୍ୟୋଗୀଙ୍କୁ ' ବିକାଶ ରାଷ୍ଟ୍ରଦୂତ ' ବୋଲି ବିଚାର କରେ : ଇକୋନୋମିକ ଟାଇମ୍ସକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ "
August 12th, 11:06 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବ୍ୟବସାୟ କରିବାର ଏକ ଉନ୍ନତ ସ୍ଥଳ ଭାବେ ନିର୍ମାଣ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହି ,ଘରୋଇ କ୍ଷେତ୍ରମାନଙ୍କୁ ଭାରତର ବିକାଶ ଗାଥା ଉପରେ ବିଶ୍ୱାସ ଜାରି ରଖିବା ଉଚିତ ବୋଲି କହିଛନ୍ତି । ଇକୋନୋମିକ ଟାଇମ୍ସକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ସରକାର ଦୀର୍ଘକାଳୀନ ବିକାଶ ଦିଗରେ କାମ କରୁଛନ୍ତି । ଏବଂ ସେ ଉଦ୍ୟୋଗୀଙ୍କୁ ' ବିକାଶ ରାଷ୍ଟ୍ରଦୂତ ' ବୋଲି ମଧ୍ୟ କହିଛନ୍ତି ।ଇକୋନୋମିକ୍ସ ଟାଇମ୍ସ : ବିଶ୍ଵବ୍ୟାପାର ଶିଖର ସମ୍ମିଳନୀ 2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 23rd, 09:57 pm
ନବ୍ୟ ଭାରତର ସଂକଳ୍ପର ଏହି ବହୁତ ମହତ୍ୱପୂର୍ଣ୍ଣ ସମୟରେ ଆପଣ ସମସ୍ତେ ନୂଆ ଅର୍ଥବ୍ୟବସ୍ଥା-ନୂଆ ଶାସନ ଉପରେ ବିଚାରବିମର୍ଶ କରିବା ପାଇଁ ଏକଜୁଟ ହୋଇଛନ୍ତି । ପ୍ରଶ୍ନ ଉଠିଛି, ଏଥିରେ ନୂଆ କ’ଣ ଅଛି? ଇକୋନୋମିକ୍ସ ଟାଇମ୍ସ ମଧ୍ୟ ଦୈନିକ ଛପା ହୋଇଥାଏ, ପେପର କ୍ୱାଲିଟି ସବୁଦିନେ ସେୟା ରହିଥାଏ, ପ୍ରିଣ୍ଟିଙ୍ଗ ଗୁଣବତ୍ତା ବି ସେୟା ରହେ । ବ୍ୟାନରରେ ଆପଣମାନେ ଯେଉଁ ସମ୍ବାଦପତ୍ରର ନାଁ ଲେଖନ୍ତି, ତା’ର ଅକ୍ଷର ଓ ଷ୍ଟାଇଲ ମଧ୍ୟ ସେୟା ରହିଥାଏ । ତଥାପି ଆମେ କହିଥାଉ କି ସବୁଦିନେ ନୂଆ ସମ୍ବାଦପତ୍ର ବାହାରୁଛି । ଫରକ ହେଉଛି ସମ୍ବାଦପତ୍ରର ପ୍ରସଙ୍ଗର ଓ ସେହି ପ୍ରସଙ୍ଗ ଆଧାରରେ ଆପଣମାନେ କହିଥାନ୍ତି କି ଏ ସଦ୍ୟ ଖବର, ନୂଆ ଖବର ଇତ୍ୟାଦି ।ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟାପାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 23rd, 09:52 pm
ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟାପାର ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । “ନୂତନ ଅର୍ଥବ୍ୟବସ୍ଥା-ନୂତନ ନିୟମ” ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା ।Malaysia PM appreciates PM Modi's Vision, congratulates him for being a ‘Good Reformist’
December 14th, 02:22 pm
Malaysian Prime Minister Mohammed Najib Razak strongly supported the vision of the Indian Prime Minister Shri Narendra Modi. I must congratulate you for being a good reformist. For doing things what lesser mortals would not have attempted,said PM Razak. “I wish you success because if you are courageous enough to do the reforms, I am sure you will reap the rewards in due course, he further added.ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ଭାବେ “ଦି ଇକୋନୋମିକ ଟାଇମ୍ସ ଏସିଆନ ବିଜିନେସ କନକ୍ଲେଭ, ୨୦୧୬” ଉଦ୍ଘାଟନ ଅବସରରେ (ଭିଡିଓ କନଫରେନ୍ସିଂ ମାଧ୍ୟମରେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
December 14th, 02:20 pm
PM Modi jointly inaugurated the Economic Times Asian Business Leaders Conclave 2016 in Kuala Lumpur with His Excellency the PM of Malaysia, Mr Najib Razak. PM talked about the progress India is making at various fronts and reforms that are happening in the country. During his address PM said , “21st Century is the Century of Asia”. PM invited foreign investors to Invest India, “India is not only a good destination. It’s always a good decision to be in India,” he said.Success for me means people must experience change, says PM Narendra Modi
July 05th, 11:59 am
BJP will form strongest, stable government after Rajiv Gandhi: Narendra Modi
May 09th, 10:11 am
BJP will form strongest, stable government after Rajiv Gandhi: Narendra Modi