ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 05th, 03:00 pm
ଭାରତ-ସିଙ୍ଗାପୁର ସହଭାଗୀତା ପ୍ରତି ରାଷ୍ଟ୍ରପତି ଥାର୍ମନଙ୍କ ଉତ୍ସାହପୂର୍ଣ୍ଣ ସହଯୋଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବନ୍ଧୁତା ଏବଂ ସହଯୋଗ, ଯାହା ବିଶ୍ୱାସ, ପାରସ୍ପରିକ ସମ୍ମାନ ଉପରେ ଆଧାରିତ ବୋଲି ସେମାନେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଉଲ୍ଲେଖ କରିଥିଲେ ଯେ ବ୍ୟାପକ ରଣନୈତିକ ଭାଗିଦାରୀ ଦ୍ବାରା ସମ୍ପର୍କ ଉନ୍ନତ ହେବା ସହିତ ମିଳିତ ସହଯୋଗ ପାଇଁ ଏକ ଦୃଢ଼ ମାର୍ଗ ପ୍ରସ୍ତୁତ କରିବ । ଉନ୍ନତ ଉତ୍ପାଦନ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଭଳି ନୂତନ କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁର କିପରି ସେମାନଙ୍କର ସହଯୋଗକୁ ସୁଦୃଢ଼ କରିପାରିବେ ସେ ବିଷୟରେ ସେମାନେ ଚିନ୍ତା ବ୍ୟକ୍ତ କରିଥିଲେ । ଆସନ୍ତା ବର୍ଷ ରାଷ୍ଟ୍ରପତି ଥାର୍ମନଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ସେ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।PM Modi arrives in Singapore
September 04th, 02:00 pm
PM Modi arrived in Singapore. He will hold talks with President Tharman Shanmugaratnam, Prime Minister Lawrence Wong, Senior Minister Lee Hsien Loong and Emeritus Senior Minister Goh Chok Tong.ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇ ଦାରୁସଲାମ ଏବଂ ସିଙ୍ଗାପୁର ଗସ୍ତ
September 03rd, 07:30 am
ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରୁନେଇ ଦାରୁସଲାମ ଏବଂ ସିଙ୍ଗାପୁର ଗସ୍ତ କରିବେ। ଭାରତ-ବ୍ରୁନେଇ ଦାରୁସଲାମରେ ପ୍ରଧାନମନ୍ତ୍ରୀ ମୋଦୀ ସୁଲତାନ ହାଜି ହାସନାଲ ବୋଲକିଆଙ୍କୁ ଭେଟିବେ । ସିଙ୍ଗାପୁରରେ ସେ ରାଷ୍ଟ୍ରପତି ଥାର୍ମନ୍ ଶାନମୁଗାରତ୍ନମ୍, ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗ୍, ବରିଷ୍ଠ ମନ୍ତ୍ରୀ ଲି ସିଏନ୍ ଲୁଙ୍ଗ ଏବଂ ଏମିରିଟାସ୍ ର ବରିଷ୍ଠ ମନ୍ତ୍ରୀ ଗୋହ ଚୋକ୍ ଟଙ୍ଗଙ୍କ ସହ ବୈଠକ କରିବେ।ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଥର୍ମନ ଶନମୁଗରତ୍ନମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
September 02nd, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଥର୍ମନ ଶନମୁଗରତ୍ନମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସିଙ୍ଗାପୁରର ବରିଷ୍ଠ ସାମାଜିକ ନୀତି ସମନ୍ଵୟ ମନ୍ତ୍ରୀ ଶ୍ରୀ ଥରମନ ଶନମୁଗରତ୍ନମ
January 06th, 04:48 pm
ସିଙ୍ଗାପୁରର ବରିଷ୍ଠ ସାମାଜିକ ନୀତି ସମନ୍ଵୟ ମନ୍ତ୍ରୀ ଶ୍ରୀ ଥରମନ ଶନମୁଗରତ୍ନମ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସିଙ୍ଗାପୁର ଉପ-ପ୍ରଧାନମନ୍ତ୍ରୀ ଥର୍ମାନ ସନମୁଗରତ୍ନମ
July 22nd, 12:04 pm
ସିଙ୍ଗାପୁର ଉପ-ପ୍ରଧାନମନ୍ତ୍ରୀ ମିଷ୍ଟର ଥର୍ମାନ ସନମୁଗରତ୍ନମ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଅକ୍ଟୋବର 2016ରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମିଷ୍ଟର ଲୀ ହସିଏଁ ଲୁଙ୍ଗଙ୍କ ସଫଳ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ ଶିଖର ସମ୍ମିଳନୀରେ ଉଭୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ।My vision for India is rapid transformation, not gradual evolution: PM Narendra Modi
August 26th, 11:06 am
“My vision for India is rapid transformation, not gradual evolution”, said PM Narendra Modi while addressing a NITI Aayog programme. PM Modi said that if India has to meet the challenge of change, mere incremental progress was not enough. He mentioned that we have to change laws, eliminate unnecessary procedures, speed up processes and adopt technology. “We cannot march through the twenty first century with the administrative systems of the nineteenth century”, the PM added.Mr. Tharman Shanmugaratnam, Deputy Prime Minister of Singapore calls on PM
August 26th, 10:00 am
Mr. Tharman Shanmugaratnam, Deputy Prime Minister of Singapore met PM Narendra Modi. PM Modi conveyed his heartfelt condolences to the people of Singapore on the sad demise of former President S. R. Nathan. Mr. Shanmugaratnam briefed the Prime Minister on the status of various bilateral cooperation initiatives, especially in the areas of Skill Development and Smart Cities.