ଆମେରିକାର ହ୍ୟୁଷ୍ଟନରେ ଭାରତୀୟ ସମୁଦାୟଙ୍କ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 22nd, 11:59 pm
ଧନ୍ୟବାଦ, ଧନ୍ୟବାଦ ରାଷ୍ଟ୍ରପତି ଟ୍ରମ୍ପ । ବହୁତ ବହୁତ ଧନ୍ୟବାଦ । ହାଓଡି ମାଇଁ ଫ୍ରେଣ୍ଡସ୍ (କେମିତି ଅଛନ୍ତି ବନ୍ଧୁମାନେ) । ଏ ଯେଉଁ ଦୃଶ୍ୟ, ଏ ଯେଉଁ ବାତାବରଣ, ଏହା ହେଉଛି ଅକଳ୍ପନୀୟ, ଆଉ ଯେତେବେଳେ ଟେକ୍ସାସ କଥା ଆସୁଛି, ସବୁ କଥା ଭବ୍ୟ ହୋଇଥିବ, ବିଶାଳ ହୋଇଥିବ, ଏହା ଟେକ୍ସାସର ସ୍ୱଭାବରେ ରହିଛି । ଆଜି ଟେକ୍ସାସ ଉତ୍ସାହ ଓ ଉଦ୍ଦୀପନା ଏଠାରେ ମଧ୍ୟ ପ୍ରତିଫଳିତ ହେଉଛି । ଏହି ବିଶାଳ ଜନ ସମୁଦାୟଙ୍କର ଉପସ୍ଥିତି କେବଳ ଗାଣିତିକ ହିସାବ ମଧ୍ୟରେ ସୀମିତ ନାହିଁ । ଆଜି ଆମେ ଏଠାରେ ଏକ ନୂତନ ଇତିହାସ ନିର୍ମାଣ ହେବା କଥା ଦେଖିପାରୁଛୁ ଆଉ ଏକ ନୂତନ କେମେଷ୍ଟ୍ରି ମଧ୍ୟ ।PM Modi addresses community reception in Houston
September 22nd, 11:58 pm
Addressing a community reception in Houston, PM Modi thanked the Indian community in the city for having set the stage for a glorious future as far as India-India-USA ties are concerned. The PM also made a special request to the Indian community. He urged them to encourage at least five non-Indian families to visit India.ଭାରତୀୟ ସମ୍ପ୍ରଦାୟଙ୍କ ଦ୍ୱାରା ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
September 22nd, 11:58 pm
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ସାସର ହ୍ୟୁଷ୍ଟନଠାରେ ଥିବା ଏନଆରଜି ଷ୍ଟାଡିୟମରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ 50 ହଜାରରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଥିଲେ ।ଟେକ୍ସାସର ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆମେରିକା ରାଷ୍ଟ୍ରପତିଙ୍କ ପରିଚୟ ପ୍ରଦାନ
September 22nd, 11:00 pm
ଆଜି ସକାଳେ ଆମ ସହିତ ଜଣେ ବିଶେଷ ବ୍ୟକ୍ତି ଅଛନ୍ତି । ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ଏହି ଗ୍ରହର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ନାମ ସହିତ ପରିଚିତ ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟେକ୍ସାସ ଗଭର୍ଣ୍ଣର ମି. ଗ୍ରେଗ ଆବୋଟ୍ଟ
March 29th, 10:57 am
ଏକ ବାଣିଜ୍ୟିକ କାର୍ଯ୍ୟକ୍ରମରେ ସମ୍ପ୍ରତି ଭାରତ ଗସ୍ତରେ ଆସିଥିବା ଟେକ୍ସାସ ରାଜ୍ୟର ଗଭର୍ଣ୍ଣର ମି. ଗ୍ରେଗ ଆବୋଟ୍ଟ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।Social Media Corner 23rd June 2016
June 23rd, 06:06 pm