ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀ ଏଲୋନ୍ ମସ୍କଙ୍କ ବୈଠକ
June 21st, 08:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କ ଠାରେ ବୈଷୟିକ ଅଗ୍ରଦୂତ, ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟେସଲା ଆଇଏନସି ଏବଂ ସ୍ପେସ୍ ଏକ୍ସର ସିଇଓ; ସିଟିଓର ମାଲିକ ଏବଂ ଟୁଇଟର ର ଅଧ୍ୟକ୍ଷ, ବୋରିଂ କମ୍ପାନୀ ଏବଂ ଏକ୍ସ-କର୍ପର ପ୍ରତିଷ୍ଠାତା; ନ୍ୟୁରୋଲିଙ୍କ୍ ଏବଂ ଓପନଏଆଇର ସହ ପ୍ରତିଷ୍ଠାତା ଶ୍ରୀ ଏଲୋନ୍ ମସ୍କଙ୍କୁ ଭେଟିଛନ୍ତି ।ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ୟୋଗ ମଧ୍ୟରେ ଥିବା ମୂଲ୍ୟ ସୃଜନ ଚକ୍ରକୁ ସୁଦୃଢ କରିବା ପାଇଁ ବୈଜ୍ଞାନିକ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱା
January 04th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣଉତ୍ପାଦନ ପାଇଁ ବିଜ୍ଞାନର ମୂଲ୍ୟ ସୃଜନ ଚକ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ବୈଜ୍ଞାନିକ ସମୁଦାୟଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି ଆୟୋଜିତ ଜାତୀୟ ମାପ ଓ ଓଜନ ବିଚାର ଗୋଷ୍ଠୀରେ ଉଦ୍ବୋଧନ ଦେବା ଅବସରରେ ସେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଅଟୋମିକ ଟାଇମ ସ୍କେଲ ବା ଆଣବିକ ସମୟ ମାପକ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶଗତ ମାନ ପରୀକ୍ଷାଗାରର ଶୁଭ ଦେଇଛନ୍ତି ।ନୂଆଦିଲ୍ଲୀରେ ଜାତୀୟ ମାପବିଦ୍ୟା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
January 04th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମାପ ଓ ଓଜନ ସମାବେଶ 2021ରେ ଉଦ୍ଘାଟନ ଅଭିଭାଷଣ ଦେଇଛନ୍ତି । ଏହି ଅବସରରେ ସେ ଜାତୀୟ ଆଣବିକ ମାପକ ବା ଆଟୋମିକ୍ ଟାଇମ ସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶ ମାନ ପ୍ରୟୋଗଶାଳାର ଶିଳାନ୍ୟାସ କରିଛନ୍ତି । ଏହି ସମାବେଶ ଭାରତୀୟ ବୈଜ୍ଞାନିକ ଓ ଉଦ୍ୟୋଗିକ ଗବେଷଣା ପରିଷଦ ସିଏସ୍ଆଇଆର ଏବଂ ଜାତୀୟ ଭୌତିକ ପରୀକ୍ଷାଗାର ଏନ୍ପିଏଲ୍ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସଂପୃକ୍ତ ଦୁଇ ସଂସ୍ଥାର 75ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଛି । ଚଳିତବର୍ଷର ଏହି ଆୟୋଜନର ବାର୍ତ୍ତା ହେଲା ଦେଶର ସମାବେଶୀ ବିକାଶରେ ମାପ ଓ ଓଜନର ଭୂମିକା । ଏଥିରେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. ବିଜୟ ରାଘବନ ଉପସ୍ଥିତ ଥିଲେ ।ଜାତୀୟ ମାପ ଓ ଓଜନ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ ଅଭିଭାଷ
January 04th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମାପ ଓ ଓଜନ ସମାବେଶ 2021ରେ ଉଦ୍ଘାଟନ ଅଭିଭାଷଣ ଦେଇଛନ୍ତି । ଏହି ଅବସରରେ ସେ ଜାତୀୟ ଆଣବିକ ମାପକ ବା ଆଟୋମିକ୍ ଟାଇମ ସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶ ମାନ ପ୍ରୟୋଗଶାଳାର ଶିଳାନ୍ୟାସ କରିଛନ୍ତି । ଏହି ସମାବେଶ ଭାରତୀୟ ବୈଜ୍ଞାନିକ ଓ ଉଦ୍ୟୋଗିକ ଗବେଷଣା ପରିଷଦ ସିଏସ୍ଆଇଆର ଏବଂ ଜାତୀୟ ଭୌତିକ ପରୀକ୍ଷାଗାର ଏନ୍ପିଏଲ୍ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସଂପୃକ୍ତ ଦୁଇ ସଂସ୍ଥାର 75ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଛି । ଚଳିତବର୍ଷର ଏହି ଆୟୋଜନର ବାର୍ତ୍ତା ହେଲା ଦେଶର ସମାବେଶୀ ବିକାଶରେ ମାପ ଓ ଓଜନର ଭୂମିକା । ଏଥିରେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. ବିଜୟ ରାଘବନ ଉପସ୍ଥିତ ଥିଲେ ।PM’s engagements in NYC and San Jose,California – September 26th, 2015
September 26th, 07:33 pm