ଡେରାଡୁନରୁ ଦିଲ୍ଲୀ ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 25th, 11:30 am
ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଦ୍ରୁତ ଗତିରେ ଦେଶର ରାଜଧାନୀକୁ ଦେବଭୂମି ସହିତ ଯୋଡ଼ିବ, ବର୍ତ୍ତମାନ ଏହି ବଂଦେ ଭାରତ ଟ୍ରେନ ଦ୍ୱାରା ଦିଲ୍ଲୀ-ଡେରାଡୁନ ମଧ୍ୟରେ ଯାତ୍ରାର ସମୟ ମଧ୍ୟ କମ୍ ହୋଇଯିବ। ଏହି ଟ୍ରେନର ବେଗ ତା’ନିଜ ସ୍ଥାନରେ ରହିଛି, କିନ୍ତୁ ସୁବିଧାଗୁଡ଼ିକ ମଧ୍ୟ ଯାତ୍ରା ସମୟରେ ସୁଖଦ ଆଣିଦେବ ।ଡେରାଡୁନରୁ ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
May 25th, 11:00 am
ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି ।ଭିଡିଓ ବାର୍ତ୍ତା ମାଧ୍ୟମରେ ଥ୍ରୀସୁରର ଶ୍ରୀ ସୀତାରାମ ସ୍ବାମୀ ମନ୍ଦିରର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ
April 25th, 09:21 pm
ଥ୍ରୀସୁରପୁରମ ପର୍ବ ଅବସରରେ ମୋର କେରଳର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନେକ ଅଭିନନ୍ଦନ। ଥ୍ରିସୁର କେରଳର ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା | ଯେଉଁଠାରେ ସଂସ୍କୃତି ଅଛି, ସେଠାରେ ପରମ୍ପରା ଅଛି, ସେଠାରେ ମଧ୍ୟ କଳା ଅଛି । ଆଧ୍ୟାତ୍ମିକତା ସହିତ ଦର୍ଶନ ମଧ୍ୟ ଅଛି | ସେଠାରେ ପର୍ବପର୍ବାଣୀ ହେବା ସହିତ ଗୌରବ ମଧ୍ୟ ଅଛି | ମୁଁ ଖୁସି ଯେ ଥ୍ରୀସୁର ଏହି ଐତିହ୍ୟ ଏବଂ ପରିଚୟକୁ ଜୀବନ୍ତ ରଖିଛି | ଶ୍ରୀ ସୀତା ରାମା ସ୍ବାମୀ ମନ୍ଦିର ବର୍ଷ ବର୍ଷ ଧରି ଏହି ଦିଗରେ ଏକ ଗତିଶୀଳ କେନ୍ଦ୍ର ଭାବରେ କାର୍ଯ୍ୟ କରିଆସୁଛି | ମୋତେ କୁହାଯାଇଛି ଯେ ଏହି ମନ୍ଦିରକୁ ବର୍ତ୍ତମାନ ଅଧିକ ଦିବ୍ୟ ଏବଂ ଭବ୍ୟ ରୂପ ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ବର୍ଣ୍ଣମଣ୍ଡିତ ଗର୍ଭଗୃହ ମଧ୍ୟ ଭଗବାନ ଶ୍ରୀସୀତାରାମ, ଭଗବାନ ଅୟପ୍ପା ଓ ଭଗବାନ ଶିବଙ୍କୁ ସମର୍ପିତ କରାଯାଉଛି।କେରଳର ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି
April 25th, 09:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ତ୍ରିସୁର ପୁରମ ମହୋତ୍ସବର ଶୁଭ ଅବସରରେ ସେ ସମସ୍ତଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ଜୁନ ୧୭ ଓ ୧୮ ଦୁଇଦିନ ଗୁଜରାଟ ଗସ୍ତ
June 16th, 03:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ । ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପରେ ପରେ ପ୍ରାୟ ସାଢ଼େ ଏଗାରଟା ବେଳେ ସେ ଭିରାସତ ଭ୍ୟାନ ପରିଦର୍ଶନ କରିବେ । ପରେ ଦିନ ପ୍ରାୟ ସାଢ଼େ ବାରଟା ବେଳେ ସେ ଭଦୋଦରା ଠାରେ ଗୁଜରାର ବିକାଶ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।ଗୁଜରାଟର ଜୁନାଗଡ଼ରେ ଓମିୟା ମାତାଙ୍କ ମନ୍ଦିରର ୧୪ତମ ସ୍ଥାପନା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ଓଡ଼ିଆ ରୂପାନ୍ତରଣ
April 10th, 01:01 pm
ଗୁଜରାଟର ଲୋକପ୍ରିୟ ସରଳ ତଥା ନିଷ୍ଠାପର ମୁଖ୍ୟମନ୍ତ୍ରୀ, ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଭାଇ ପୁରୁଷୋତ୍ତମ ରୂପାଲା, ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସହକର୍ମୀ, ଅନ୍ୟ ସମସ୍ତ ବିଧାୟକଗଣ, ସମସ୍ତ ପଞ୍ଚାୟତ, ପୌର ସଂସ୍ଥାଗୁଡ଼ିକର ସମସ୍ତ ନବନିର୍ବାଚିତ ଜନପ୍ରତିନିଧି, ଉମା ଧାମ୍ ଘାଟିଲାର ଅଧ୍ୟକ୍ଷ ବାଲାଜୀଭାଇ ଫାଲଡୁ, ଅନ୍ୟାନ୍ୟ ଅଧିକାରୀଗଣ ତଥା ସମାଜର ଦୂର ଦୂରାନ୍ତରୁ ଆସିଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମା ଏବଂ ଭଉଣୀମାନେ- ଯାହାଙ୍କୁ ମୁଁ ମା’ଓମିୟାଙ୍କର ୧୪ତମ ପାଠୋତ୍ସବ ଅବସରରେ ଆଜି ବିଶେଷ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ ଏହି ଶୁଭ ଅବସରରେ ଅନେକ ଅନେକ ଶୁଭକାମନା, ଅନେକ ଅଭିନନ୍ଦନ ।ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜୁନାଗଡର ଗାଥିଲାଠାରେ ଉମିଆମାତା ମନ୍ଦିରର ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ ଅବସରେ ଅଭିଭାଷଣ
April 10th, 01:00 pm
ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୦.୦୪.୨୦୨୨)ଗୁଜରାଟର ଜୁନାଗଡ ଅନ୍ତର୍ଗତ ଗାଥିଲା ଠାରେ ଥିବା ଉମିଆମାତା ମନ୍ଦିରର ଚତୁର୍ଦ୍ଧଶ ପ୍ରତିଷ୍ଠା ଦିବସ ସମାରୋହରେ ଦୃଶ୍ୟଶ୍ରାବ୍ୟ ଜରିଆରେ ଉଦ୍ବୋଧନ ଦେଇଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।ରାମ ନବମୀ ଅବସରରେ ଜୁନାଗଡର ଗାଥିଲା ଠାରେ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
April 09th, 04:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମ ନବମୀ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ ଏପ୍ରିଲ, ୨୦୨୨ ରେ ଗୁଜରାଟର ଜୁନାଗଡର ଗାଥିଲା ସ୍ଥିତ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ।କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ବିପ୍ଳବୀ ଭଗତ ଗ୍ୟାଲେରୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 23rd, 06:05 pm
ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀମାନ ଜଗଦୀପ ଧନଖଡ ମହାଶୟ, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡୀ ମହାଶୟ, ଭିକ୍ଟୋରିଆ ମେମୋରିଆଲ ହଲ୍ ସହିତ ଯୋଡ଼ି ହୋଇଥିବା ସମସ୍ତ ମହାନୁଭବ, ବିଶ୍ୱବିଦ୍ୟାଳୟର ଉପ କୁଳପତି, କଳା ଏବଂ ସଂସ୍କୃତି ଜଗତର ପ୍ରତିଷ୍ଠିତ ବ୍ୟକ୍ତିଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ସହିଦ ଦିବସ ଅବସରରେ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ୍ ହଲ୍ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିପ୍ଲବୀ ଭାରତ ଗ୍ୟାଲେରୀ ଉଦ୍ଘାଟିତ
March 23rd, 06:00 pm
ଆଜି ସହିଦ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନସିଂ ଦ୍ୱାରା କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଠାରେ ବିପ୍ଲୋବୀ ଭାରତ ଗ୍ୟାଲେରୀକୁ ଉଦ୍ଘାଟନ କରିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକର ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀ ମଧ୍ୟ ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 01st, 04:31 pm
ଆଜିର ଏହି ଶୁଭ ଅବସରରେ ଆମ ସହ ଉପସ୍ଥିତ ଥିବା ଦେଶର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଶନ୍ ରେଡ୍ଡୀ, ଇସ୍କନ ବ୍ୟୁରୋର ଅଧ୍ୟକ୍ଷ ଶ୍ରୀ ଗୋପାଳ କୃଷ୍ଣ ଗୋସ୍ୱାମୀ ଜୀ, ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଆମ ସହ ଯୋଡି ହୋଇଥିବା ସମସ୍ତ ସାଥୀ, କୃଷ୍ଣ ଭକ୍ତଗଣ!ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା
September 01st, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଏକ ସ୍ମାରକୀ ମୁଦ୍ରା ଭିଡିଓ କନ୍ଫରେନ୍ସିଂ ଜରିଆରେ ଉନ୍ମୋଚନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ (ତା୦୧.୦୯.୨୦୨୧)ଦିନ ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ
August 31st, 03:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୦୧.୦୯.୨୦୨୧) ଅପରାହ୍ନ ୪.୩୦ରେ ଶ୍ରୀଲ ଭକ୍ତ ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବେ ।ଉତ୍ତର ପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଭାବ ବିନିମୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 05th, 01:01 pm
ଆଜି ଆଣମାନଙ୍କ ସହିତ କଥା ହୋଇ ବହୁତ ଆତ୍ମ ସନ୍ତୋଷ ମିଳୁଛି । ସନ୍ତୋଷ ଏହି କଥା ପାଇଁ ମିଳୁଛି, ଯେ ଦିଲ୍ଲୀରୁ ଅନ୍ନ ଯୋଜନାର ଯେଉଁ ଗୋଟିଏ- ଗୋଟିଏ ଦାନା ପଠାଗଲା, ତାହା ପ୍ରତ୍ୟେକ ହିତାଧିକାରୀଙ୍କ ଥାଳି ପର୍ପ୍ୟନ୍ତ ପହଞ୍ଚୁଛି । ସନ୍ତୋଷ ଏହି କଥା ପାଇଁ ମିଳୁଛି, ଯେ ପୂର୍ବ ସରକାରଙ୍କ ସମୟରେ ଉତ୍ତର ପ୍ରଦେଶରେ ଗରିବଙ୍କ ଖାଦ୍ୟଶସ୍ୟର ଯେଉଁ ଲୁଟ ହୋଇଯାଉଥିଲା, ଏବେ ସେଥିପାଇଁ ସେହି ରାସ୍ତା ଆଉ ନାହିଁ । ୟୁପିରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଲାଗୁ କରାଯାଉଛି, ତାହା ନୂଆ ଉତ୍ତର ପ୍ରଦେଶର ପରିଚୟକୁ ଆହୁରି ସୁଦୃଢ କରୁଛି । ମୋତେ ଆପଣମାନଙ୍କ ସହିତ କଥା ହୋଇ ବହୁତ ଭଲ ଳାଗିଲା, ଆଉ ଯେଭଳି ଆପଣମାନେ ସାହସର ସହିତ କହୁଥିଲେ, ଯେଉଁ ବିଶ୍ୱାସର ସହିତ ଆପଣମାନେ କହୁଥିଲେ। ଆଉ ସତ୍ୟତା, ଆପଣମାନଙ୍କର ପ୍ରତ୍ୟେକ ଶବ୍ଦରୁ ସତ୍ୟତା ବହାରୁ ଥିଲା। ସେଥିରୁ ମୋତେ ସନ୍ତୋଷ ମିଳିଲା । ଆପଣମାନଙ୍କ ପାଇଁ କାର୍ଯ୍ୟ କରିବା ନିମନ୍ତେ ମୋର ଆଜି ଉତ୍ସାହ ବୃଦ୍ଧି ପାଇଛି। ଚାଲନ୍ତୁ ଆପଣମାନଙ୍କ କଥାବାର୍ତ୍ତା କରି ଯେତେ କଥା ହେଲେ ମଧ୍ୟ ତାହା କମ୍ ହୋଇଯିବ । ଆସନ୍ତୁ, ଏବେ କାର୍ଯ୍ୟକ୍ରମ ଆଡ଼କୁ ଯିବା ।ଉତ୍ତରପ୍ରଦେଶର ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
August 05th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ମତ ବିନିମୟ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବାରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
July 25th, 07:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଭବ୍ୟ ମନ୍ଦିର ଭ୍ରମଣ କରି ଏହାର ବିଶାଳତାର ପ୍ରତ୍ୟକ୍ଷ ଅନୁଭବ ହାସଲ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।PM Modi campaigns in Kerala’s Pathanamthitta and Thiruvananthapuram
April 02nd, 01:45 pm
Ahead of Kerala assembly polls, PM Modi addressed rallies in Pathanamthitta and Thiruvananthapuram. He said, “The LDF first tried to distort the image of Kerala and tried to show Kerala culture as backward. Then they tried to destabilize sacred places by using agents to carry out mischief. The devotees of Swami Ayyappa who should've been welcomed with flowers, were welcomed with lathis.” In Kerala, PM Modi hit out at the UDF and LDF saying they had committed seven sins.PM Modi addresses public meetings in Madurai and Kanyakumari, Tamil Nadu
April 02nd, 11:30 am
PM Modi addressed election rallies in Tamil Nadu's Madurai and Kanyakumari. He invoked MGR's legacy, saying who can forget the film 'Madurai Veeran'. Hitting out at Congress, which is contesting the Tamil Nadu election 2021 in alliance with DMK, PM Modi said, “In 1980 Congress dismissed MGR’s democratically elected government, following which elections were called and MGR won from the Madurai West seat. The people of Madurai stood behind him like a rock.”PM Modi addresses public meeting at Dharapuram, Tamil Nadu
March 30th, 02:04 pm
In his first rally in the state of Tamil Nadu before assembly elections, PM Modi addressed a huge gathering in Dharapuram. “India takes great pride in the culture of Tamil Nadu. One of the happiest moments of my life was when I got a chance to speak a few words in the oldest language in the world, Tamil, at the United Nations,” he said.Prime Minister conducts review of Kedarnath Reconstruction project
June 10th, 02:04 pm
Prime Minister today conducted a review of the Kedarnath Math development and reconstruction project with the Uttarakhand state government via video conferencing.