ମୁମ୍ବାଇରେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି(ଆଇଓସି)ର 141 ତମ ଅଧିବେଶନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 14th, 10:34 pm

140 କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଏହିବିଶେଷ ଆୟୋଜନରେ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନଜଣାଉଛି । ଆନ୍ତର୍ଜାତୀୟ ଅଲିମ୍ପିକ ସଂଘର ଏହି 141ତମଅଧିବେଶନ ଭାରତରେ ହେବା ହେଉଛି ବେଶ୍ ସ୍ୱତନ୍ତ୍ର । 40ବର୍ଷ ପରେ ଭାରତରେ ଆଇଓସିର ଅଧିବେଶନ ହେବା, ଆମପାଇଁ ହେଉଛି ବହୁତ ଗୌରବର କଥା ।

ମୁମ୍ବାଇରେ 141ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

October 14th, 06:35 pm

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ 40 ବର୍ଷ ପରେ ଭାରତରେ ଅନୁଷ୍ଠିତ ଅଧିବେଶନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଅହମ୍ମଦାବାଦର ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ରେ ଭାରତର ବିଜୟ ବିଷୟରେ ସେ ଦର୍ଶକଙ୍କୁ ଅବଗତ କରାଇଥିଲେ। ସେ କହିଛନ୍ତି, “ମୁଁ ଭାରତୀୟ ଟିମ୍ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଏହି ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି।

ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ସ୍ମାରକ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିଲେ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

March 09th, 12:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ ଆଜି ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ସ୍ମାରକ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିଛନ୍ତି ।

ଭାରତୀୟ କ୍ରିକେଟ ଖେଳାଳି ଚେତେଶ୍ୱର ପୂଜାରା ନିଜ ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ

February 14th, 10:25 pm

ନିଜର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଖେଳାଳି ଚେତେଶ୍ୱର ପୂଜାରା ଓ ତାଙ୍କ ପତ୍ନୀ ପୂଜା ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ ଚେତେଶ୍ୱର ପୂଜାରାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଛୋଟ ପ୍ରୟାସ ବଡ଼ ପରିବର୍ତ୍ତନ ଆଣିଥାଏ: ପ୍ରଧାନମନ୍ତ୍ରୀ ମୋଦୀ

September 26th, 11:30 am

ଆପଣମାନେ ଜାଣନ୍ତି ଯେ, ମାଘ ମାସ ଆସିଲେ ଆମ ଦେଶରେ ବହୁତ ଲୋକ ଗଙ୍ଗାମାତା କିମ୍ବା କୌଣସି ଅନ୍ୟ ନଦୀତଟରେ କଳ୍ପବାସ କରିଥାନ୍ତି । ଏବେ ତ ଆଉ ଏହି ପରମ୍ପରା ନାହିଁ, କିନ୍ତୁ ପୂର୍ବ ସମୟରେ ତ ଏଭଳି ପରମ୍ପରା ରହିଥିଲା ଯେ, ଘରେ ସ୍ନାନ କରିବା ସମୟରେ ମଧ୍ୟ ନଦୀମାନଙ୍କୁ ସ୍ମରଣ କରାଯାଉଥିଲା । ଆଜି ହୁଏତ ଏହା ବିଲୁପ୍ତ ହୋଇଯାଇଥାଇ ପାରେ କିମ୍ବା ନାମମାତ୍ର ଜୀବିତ ଥାଇପାରେ । କିନ୍ତୁ ଏହା ଏକ ବହୁତ ବଡ଼ ପରମ୍ପରା ଥିଲା ଯାହା ପ୍ରାତଃକାଳରେ ସ୍ନାନ ସମୟରେ ହିଁ ବିଶାଳ ଭାରତର ଯାତ୍ରା କରାଇ ଦେଉଥିଲା । ମାନସିକ ଯାତ୍ରା! ଦେଶର କୋଣ ଅନୁକୋଣରୁ ଯୋଡ଼ି ହେବାପାଇଁ ପ୍ରେରଣା ପ୍ରଦାନ କରୁଥିଲା । ଭାରତରେ ସ୍ନାନ କରିବା ସମୟରେ ଗୋଟିଏ ଶ୍ଳୋକ ଆବୃତ୍ତି କରିବାର ପରମ୍ପରା ରହିଆସିଛି ।

ଟୋକିଓ ୨୦୨୦ପାରା ଅଲିମ୍ପିକ୍ସ କ୍ରୀଡା ପାଇଁ ଭାରତୀୟ ପାରା-ଆଥଲେଟ ଦଳ ସହିତ କଥାବାର୍ତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳ ବିଷୟବସ୍ତୁ

August 17th, 11:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଥିବା ପାରା-ଆଥଲେଟ୍, ସେମାନଙ୍କର ପରିବାର ସଦସ୍ୟ, ଅଭିଭାବକ, ପାରା-ଆଥଲେଟମାନଙ୍କ ପ୍ରଶିକ୍ଷକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପାରା-ଆଥଲେଟମାନଙ୍କୁ ସେମାନଙ୍କର ଆତ୍ମବିଶ୍ବାସ ଓ ଦୃଢ଼ ଇଚ୍ଛାଶକ୍ତି ପାଇଁ ପ୍ରଶଂସା କରିଥିଲେ।

ଟୋକିଓ 2020 ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ପାରା-ଆଥଲେଟ୍ ଦଳ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 17th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଥିବା ପାରା-ଆଥଲେଟ୍, ସେମାନଙ୍କର ପରିବାର ସଦସ୍ୟ, ଅଭିଭାବକ, ପାରା-ଆଥଲେଟମାନଙ୍କ ପ୍ରଶିକ୍ଷକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା; ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ।

ଭାରତ ଏହାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ଅହରହ କଠିନ ପରିଶ୍ରମ ଜାରି ରଖିବେ ବୋଲି ମୋର ବିଶ୍ୱାସ: ପ୍ରଧାନମନ୍ତ୍ରୀ

August 02nd, 12:03 pm

ଭାରତ ଏହାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ଭାବେ କଠିନ ପରିଶ୍ରମ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ।

“ମନ୍ କି ବାତ୍”ର 44ତମ ସଂସ୍କରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, 27.05.2018

May 27th, 11:30 am

ନମସ୍କାର । “ମନ କି ବାତ୍” ମାଧ୍ୟମରେ ପୁଣିଥରେ ଆପଣମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମିଳିଛି । ଆପଣମାନଙ୍କର ଭଲଭାବେ ମନେଥିବ ନୌବାହିନୀର ଛଅଜଣ ମହିଳା କମାଣ୍ଡରଙ୍କୁ ନେଇ ଗୋଟିଏ ଦଳ ବିଗତ ଅନେକ ମାସ ଧରି ସମୁଦ୍ର ଯାତ୍ରାରେ ଯାଇଥିଲେ । “ନାବିକ ସାଗର ପରିକ୍ରମା” – ମୁଁ ତାଙ୍କରି ବିଷୟରେ କିଛି କହିବାକୁ ଚାହୁଁଛି ।

PM in Lok Sabha: GST is a Great Step by Team India, Great Step Towards Transformation

August 08th, 10:50 pm

PM Narendra Modi described the Goods and Services Tax (GST) as a “Great Step by Team India,” a “Great Step Towards Transformation,” and a “Great Step Towards Transparency.” He described the imminent passage of the Bill as a victory not for any political party, but for Indian democracy. The Prime Minister said that the consensus over GST proved that Rashtraneeti was above Rajneeti (national issues are above politics) in India. He described the GST as one more pearl in the necklace of ‘Ek Bharat.’

Social Media Report-17th July

July 17th, 07:08 pm



PM Modi inaugurates the 11th meeting of the Inter State Council in New Delhi

July 16th, 08:03 pm



Social Media Corner 16th July

July 16th, 07:44 pm



PM’s concluding remarks at the Inter State Council Meeting

July 16th, 07:30 pm



Social Media Corner 10th July

July 10th, 08:45 pm



PM addresses concluding session of 47th Governors' Conference in Rashtrapati Bhawan

February 10th, 07:05 pm



Team India: In Pictures

December 31st, 05:40 pm



Audio, Video and Text of Prime Minister’s ‘Mann ki Baat’ on All India Radio

August 30th, 10:46 am



India's strength lies in simplicity of Indians & their unity: PM Narendra Modi on 69th Independence Day

August 15th, 02:14 pm



PM's address to the nation on 69th Independence Day

August 15th, 10:41 am