ଏପ୍ରିଲ 7, 2021ରେ ‘ପରୀକ୍ଷା ପେ ଚର୍ଚ୍ଚା 2021’ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
April 05th, 10:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 7, 2021 ସନ୍ଧ୍ୟା 7ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା 2021” କାର୍ଯ୍ୟକ୍ରମରେ ଆଲୋଚନା କରିବେ ।Lotus is blooming in Bengal because TMC spawned muck in the state: PM Modi at Brigade Ground rally
March 07th, 02:01 pm
Ahead of upcoming assembly elections, PM Modi attacked the ruling Trinamool Congress saying that it has disrupted West Bengal's progress. Addressing the Brigade Cholo Rally in Kolkata, PM Modi said people of Bengal want 'Shanti', 'Sonar Bangla', 'Pragatisheel Bangla'. He promised “Ashol Poribortan” in West Bengal ahead of the assembly elections.PM Modi addresses public meeting at Brigade Parade Ground in Kolkata
March 07th, 02:00 pm
Ahead of upcoming assembly elections, PM Modi attacked the ruling Trinamool Congress saying that it has disrupted West Bengal's progress. Addressing the Brigade Cholo Rally in Kolkata, PM Modi said people of Bengal want 'Shanti', 'Sonar Bangla', 'Pragatisheel Bangla'. He promised “Ashol Poribortan” in West Bengal ahead of the assembly elections.ଏନଇପି 2020 ଅନ୍ତର୍ଗତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 11:01 am
ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଶ୍ରୀ ସଞ୍ଜୟ ଧୋତ୍ରେ, ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିଥିବା ସମିତିର ଅଧ୍ୟକ୍ଷ ଡ. କସ୍ତୁରୀ ରଙ୍ଗନ, ତାଙ୍କ ଦଳର ସମ୍ମାନିତ ସଦସ୍ୟଗଣ, ଏହି ବିଶେଷ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ରାଜ୍ୟର ବିଦ୍ଵାନ, ପ୍ରଧାନ ଆଚାର୍ଯ୍ୟ, ଶିକ୍ଷକଗଣ, ଭାଇ ଓ ଭଉଣୀମାନେ ଆଜି ଆମେ ସମସ୍ତେ ଏପରି ଏକ କ୍ଷଣର ଅଂଶବିଶେଷ ପାଲଟିଛୁ ଯାହା ଆମ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ମୂଳଦୁଆ ପକାଇବ। ଏହା ଏପରି ଏକ ମୁହୂର୍ତ୍ତ ଯେଉଁଥିରେ ନୂଆ ଯୁଗ ନିର୍ମାଣ ପାଇଁ ବୀଜ ବପନ ହୋଇଛି । ଜାତୀୟ ଶିକ୍ଷା ନୀତି, ଏକବିଂଶ ଶତାବ୍ଦୀର ଭାରତକୁ ନୂଆ ଦିଗ ପ୍ରଦାନ କରିବ।ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ଅଧୀନରେ “ଏକବିଂଶ ଶତାବ୍ଦୀରେ ସ୍କୁଲ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 11th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020 ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।"ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ "
August 11th, 12:10 pm
ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇଆଇଟି ହେଉଛି 'ଭାରତର ଇନଷ୍ଟ୍ରୁମେଣ୍ଟ ଅଫ ଟ୍ରାନ୍ସଫୋର୍ମେଶନ ' । ପ୍ରଧାନମନ୍ତ୍ରୀ ମୋଦୀ ବିଦ୍ୟାର୍ଥୀମାନଙ୍କୁ ଭାରତରେ ନବାଚାର କରିବା ଏବଂ ମାନବତା କଲ୍ୟାଣ ପାଇଁ ନବୀନତାର ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଉନ୍ନତ କୃଷି ଉତ୍ପାଦକତା ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତ୍ତନକୁ କମ କରିବାରେ ସ୍ୱଚ୍ଛ ଉର୍ଜାରୁ ଜଳ ସଂରକ୍ଷଣ ପର୍ଯ୍ୟନ୍ତ ,କୁପୋଷଣକୁ ପ୍ରଭାବୀ ଢଙ୍ଗରେ କମ କରିବାଠୁ ନେଇ ଅପବ୍ୟୟ ସଂଚାଳନ ପର୍ଯ୍ୟନ୍ତ ,ଆମେ ଏହା ସୁନିଶ୍ଚିତ କରିବାକୁ ଅଛି ଯେ ଭାରତୀୟ ପ୍ରୟୋଗଶାଳା ଏବଂ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବାଚାର ସୁନିଶ୍ଚିତ ହେଉ ।ଆଇଆଇଟି ବମ୍ବେର 56ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
August 11th, 12:10 pm
ଆଜି ହେଉଛି 11 ଅଗଷ୍ଟ, 110 ବର୍ଷ ପୂର୍ବେ ଦେଶର ସ୍ୱାଧୀନତା ପାଇଁ ଆଜିର ଦିନରେ ହିଁ, ଖୁଦୀରାମ ବୋଷ ମାତୃଭୂମି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ଦେଇଥିଲେ । ମୁଁ ସେହି ବୀର ବିପ୍ଳବୀଙ୍କୁ ପ୍ରଣାମ କରୁଛି, ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 31, 2017
August 31st, 07:38 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପ୍ରଧାନମନ୍ତ୍ରୀଙ୍କ ଆକାଶବାଣୀ କାର୍ଯ୍ୟକ୍ରମ "ମନ୍ କି ବାତ୍”, 27.08.2017
August 27th, 11:36 am
ଏକପକ୍ଷରେ ଦେଶ ଉତ୍ସବର ପରିବେଶରେ ବୁଡ଼ି ରହିଛି ଏବଂ ଅନ୍ୟପକ୍ଷରେ ଭାରତର କୌଣସି କୋଣରୁ ଯେତେବେଳେ ହିଂସାକାଣ୍ଡର ଖବର ଆସୁଛି, ସେତେବେଳେ ଦେଶର ଚିନ୍ତା ମନରେ ଆସିବା ସ୍ୱାଭାବିକ । ଆମ ଦେଶ ବୁଦ୍ଧ ଏବଂ ଗାନ୍ଧୀଙ୍କ ଦେଶ; ଦେଶର ଏକତା ପାଇଁ ପ୍ରାଣପଣେ ଲାଗିପଡ଼ିଥିବା ସର୍ଦ୍ଦାର ପଟେଲଙ୍କ ଦେଶ । ଶହ ଶହ ବର୍ଷଧରି ଆମର ପୂର୍ବପୁରୁଷମାନେ ଯେଉଁ ସାର୍ବଜନୀନ ଜୀବନର ମୂଲ୍ୟକୁ, ଅହିଂସାକୁ, ସମାଦରକୁ ସ୍ୱୀକାର କରିଛନ୍ତି, ତାହା ଆମ ଆତ୍ମାରେ ସମାହିତ ହୋଇରହିଛି ।