"ରୁଷିଆର ନ୍ୟୁଜ ଏଜେନ୍ସି TASS କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର "
September 04th, 10:30 am
ରୁଷିଆର ନ୍ୟୁଜ ଏଜେନ୍ସି TASS କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ,ରୁଷ ଏବଂ ଭାରତର ଭାଗିଦାରୀ ସାମରିକ ଏବଂ ଟେକ୍ନିକାଲ ସହଯୋଗର ଫ୍ରେମୱର୍କ ଉପରେ ରହିଛି I ପ୍ରଧାନମନ୍ତ୍ରୀ କହିଛନ୍ତି , ମୋର ବିଶ୍ୱାସ ଯେ ରୁଷ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ବିଚାର ,ନୂଆ ଶକ୍ତି ଏବଂ ନୂଆ ପ୍ରେରଣା ମିଳିବ I ଆମେ ଘନିଷ୍ଠ ବନ୍ଧୁ ଏବଂ ଘନିଷ୍ଠ ବନ୍ଧୁ ହିସାବରେ ଏହା ବିଚାର କରିବା ଉଚିତ ଯେ ଆମେ ଭବିଷ୍ୟରେ ମିଳିତ କାମ କରିପାରିବା I