India- Saudi Arabia hold first meeting of the High-Level Task Force on Investments

July 28th, 11:37 pm

The first meeting of the India-Saudi Arabia High Level Task Force on Investments, co-chaired by the Principal Secretary to the Prime Minister H.E. Dr. P.K. Mishra and the Saudi Energy Minister His Royal Highness Prince Abdulaziz bin Salman bin Abdulaziz Al Saud was held today, in virtual mode.

ନଭେମ୍ବର ୧୮ରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

November 17th, 02:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୯ଟା ୩୦ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ହୋଟେଲ ତାଜ ପାଲେସ ଠାରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ ।

ନିଯୁକ୍ତି ଡାଟା ସମ୍ପର୍କିତ ଟାସ୍କ ଫୋର୍ସ ଗଠିତ

May 09th, 07:58 pm

ଭାରତ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ନିଯୁକ୍ତି ସମ୍ବନ୍ଧୀୟ ବିଶ୍ୱସନୀୟ ଓ ସଠିକ୍ ସମୟରେ ଡାଟାର ଅଭାବ କାରଣରୁ ଭାରତରେ ନୀତି ନିର୍ମାତା ଏବଂ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ବିଭିନ୍ନ ସମୟରେ ନିଯୁକ୍ତି ସୃଷ୍ଟିର ବିଭିନ୍ନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଶ୍ରମ ବ୍ୟୁରୋ ସମେତ କେତେକ ସଂସ୍ଥା ଦ୍ୱାରା କିଛି ଡାଟା ସଂଗ୍ରହ କରାଯାଉଛି ଏବଂ ପ୍ରକାଶିତ ହେଉଛି, କିନ୍ତୁ ସେମାନଙ୍କ ବିସ୍ତାର କମ୍ ।