ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା
September 22nd, 12:00 pm
ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।ଦ୍ୱିତୀୟ ଭଏସ୍ ଅଫ୍ ଦ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ
November 17th, 05:41 pm
ଦ୍ୱିତୀୟ ଭଏସ୍ ଅଫ୍ ଦ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଆପଣମାନଙ୍କୁ ହାର୍ଦ୍ଦିକସ୍ୱାଗତ। ମୁଁ ଆନନ୍ଦିତ ଯେ ଲାଟିନ ଆମେରିକା ଏବଂ କେରିବିୟାନଦେଶ ଠାରୁ ଆରମ୍ଭ କରି ଆଫ୍ରିକା, ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶ ପର୍ଯ୍ୟନ୍ତ ପ୍ରାୟ ୧୩୦ଟି ଦେଶ ଆଜି ଏହି ପୂର୍ଣ୍ଣ ଦିବସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏବଂ ଭାରତ ଓ ତାଞ୍ଜାନିଆ ମଧ୍ୟରେ ରଣନୈତିକ ଭାଗିଦାରୀର ଶୁଭାରମ୍ଭ ଅବସରରେ ମିଳିତ ବିବୃତି (୮-୧୦ ଅକ୍ଟୋବର ୨୦୨୩)
October 09th, 06:57 pm
୨. ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନଙ୍କୁ ୯ ଅକ୍ଟୋବର ୨୦୨୩ରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇବା ପାଇଁ ସେ ରାଜଘାଟ ମଧ୍ୟ ଯାଇଥିଲେ। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ମହାମହିମ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନଙ୍କ ସମ୍ମାନରେ ଏକ ରାଷ୍ଟ୍ରୀୟ ଭୋଜିର ଆୟୋଜନ ମଧ୍ୟ କରିବେ ।ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି
October 09th, 12:00 pm
ତାଞ୍ଜାନିଆର ରାଷ୍ଟ୍ରପତି ଭାବେ ଏହା ହେଉଛି ତାଙ୍କର ପ୍ରଥମ ଭାରତ ଯାତ୍ରା । କିନ୍ତୁ ସେ ଭାରତ ଏବଂ ଭାରତର ଲୋକମାନଙ୍କ ସହିତ ଦୀର୍ଘ ଦିନ ଧରି ଯୋଡି ହୋଇ ରହିଛନ୍ତି ।ଆମେ ଗର୍ବର ସହ ମାତୃଭାଷାରେ କଥା ହେବା ଆବଶ୍ୟକ : 'ମନ୍ କୀ ବାତ୍' ରେ ପ୍ରଧାନମନ୍ତ୍ରୀ ମୋଦୀ
February 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସଭିଙ୍କୁ ସ୍ୱାଗତ । ଆଜି ‘ମନ୍ କି ବାତ୍’ର ଆରମ୍ଭ ଆମେ ଭାରତର ସାଫଲ୍ୟ ସମ୍ପର୍କରେ ଆଲୋଚନା ସହ କରିବା । ଏହି ମାସ ଆରମ୍ଭରେ ଭାରତ ଇଟାଲୀରୁ ନିଜର ଏକ ବହୁମୂଲ୍ୟ ଐତିହ୍ୟ ସାମଗ୍ରୀ ଆଣିବାରେ ସଫଳ ହୋଇଛେ । ଏହି ଐତିହ୍ୟ ସାମଗ୍ରୀଟି ହେଲା ଅବଲୋକିତେଶ୍ୱର ପଦ୍ମପାଣିଙ୍କର ଏକହଜାର ବର୍ଷରୁ ମଧ୍ୟ ଅଧିକ ପୁରାତନ ମୂର୍ତ୍ତି । ଏହି ମୂର୍ତ୍ତିଟି କିଛିବର୍ଷ ପୂର୍ବରୁ ବିହାରର ଗୟାସ୍ଥିତ ଦେବୀସ୍ଥାନ କୁଣ୍ଡଳପୁର ମନ୍ଦିରରୁ ଚୋରି ହୋଇଯାଇଥିଲା । କିନ୍ତୁ ଅନେକ ପ୍ରଚେଷ୍ଟା ପରେ ଏବେ ଭାରତକୁ ଏହି ମୂର୍ତ୍ତି ପୁଣିଥରେ ମିଳିଯାଇଛି । ଏମିତି କିଛିବର୍ଷ ପୂର୍ବେ ତାମିଲନାଡୁର ଭେଲୁରରୁ ଭଗବାନ ଆଞ୍ଜନେୟର, ହନୁମାନଙ୍କର ମୂର୍ତ୍ତି ଚୋରି ହୋଇଯାଇଥିଲା । ହନୁମାନଙ୍କର ଏହି ମୂର୍ତ୍ତି ମଧ୍ୟ ୬୦୦-୭୦୦ ବର୍ଷ ପୁରୁଣା ଥିଲା । ଏହି ମାସର ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ଏହା ମିଳିଲା ଯାହା ଆମ ମିଶନକୁ ହସ୍ତାନ୍ତର କରାଯାଇସାରିଛି ।ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ଜନ ପୋମ୍ବେ ମାଗୁଫୁଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
November 05th, 08:53 pm
ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ମହାମହିମ ଜନ ପୋମ୍ବେ ମାଗୁଫୁଲିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।Phone call between Prime Minister Shri Narendra Modi and H.E. Dr. John Pombe Joseph Magufuli, President of the United Republic of Tanzania
June 12th, 08:43 pm
Prime Minister Shri Narendra Modi had a phone call today with His Excellency Dr. John Pombe Joseph Magufuli, President of the United Republic of Tanzania.Social Media Corner 10th July
July 10th, 08:45 pm
Joint Communique between India and Tanzania during the visit of Prime Minister to Tanzania
July 10th, 06:09 pm
India has been, and will always be, a trusted partner in the developmental journey of Tanzania: PM Modi
July 10th, 05:00 pm
PM Modi interacts with Solar Mamas
July 10th, 03:54 pm
India's cooperation with Tanzania will always be as per your needs and priorities: PM
July 10th, 01:38 pm
PM Modi receives ceremonial welcome and Guard of Honour in Dar es Salaam, Tanzania
July 10th, 12:19 pm
PM's statement prior to his visit to Mozambique, South Africa, Tanzania and Kenya
July 06th, 05:20 pm
PM Modi meets African leaders
October 30th, 05:49 pm
Text of PM’s Media Statement during the State Visit of President of United Republic of Tanzania
June 19th, 01:41 pm
PM welcomes President Jakaya Kikwete of Tanzania to India
June 17th, 08:02 pm