ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 11:00 am
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।ଏସୀୟ କ୍ରୀଡ଼ାରେ ମହିଳା ଟେବୁଲ ଟେନିସ୍ ଡବଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଅହିକା ମୁଖାର୍ଜୀ ଏବଂ ସୂତୀର୍ଥା ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 02nd, 10:01 pm
ଏସୀୟ କ୍ରୀଡ଼ାରେ ମହିଳା ଟେବୁଲ ଟେନିସ୍ ଡବଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ଅହିକା ମୁଖାର୍ଜୀ ଏବଂ ସୂତୀର୍ଥା ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏସୀୟ କ୍ରୀଡ଼ାରେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ପଦକ ଅଟେ ।ଏସିଆନ କପରେ କାଂସ୍ୟ ପଦକ ଜିତିଥିବାରୁ ଟେବୁଲ ଟେନିସ ଖେଳାଳି ମାନିକ ବାତ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
November 20th, 10:05 am
ଏସିଆନ କପରେ କାଂସ୍ୟ ପଦକ ଜିତିଥିବାରୁ ଟେବୁଲ ଟେନିସ ଖେଳାଳି ମାନିକ ବାତ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ପୁରୁଷ ସିଙ୍ଗଲ୍ସ ଟେବୁଲ୍ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶରଥ କମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଳ୍ୟଜି ୨୦୨୨ ରେ ପୁରୁଷ ସିଙ୍ଗଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶରଥ କମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଭାରତୀୟ ପାରାଲିମ୍ପିକ୍ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
September 09th, 02:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଟୋକିଓ ୨୦୨୦ ପାରାଲିମ୍ପିକ୍ କ୍ରୀଡାର ଭାରତୀୟ ଦଳ ପାଇଁ ଅଭ୍ୟର୍ଥନା ସମାରୋହର ଆୟୋଜନ କରିଛନ୍ତି । ଏହି ଦଳରେ ପାରା-ଆଥଲେଟ୍ସ ଏବଂ ସେମାନଙ୍କ କୋଚ୍ ମଧ୍ୟ ସାମିଲ ହୋଇଥିଲେ ।ସ୍ୱତନ୍ତ୍ର ଫଟୋଚିତ୍ର : ପାରାଲିମ୍ପିକ୍ ଚାମ୍ପିଆନମାନଙ୍କ ସହିତ ଏକ ସ୍ମରଣୀୟ କଥାବାର୍ତ୍ତା
September 09th, 10:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପାରାଲିମ୍ପିକ୍ ଚାମ୍ପିଆନ୍ସଙ୍କୁ ଭେଟିଛନ୍ତି ଯେଉଁମାନେ 2020 ଟୋକିଓ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ଏବଂ ବିଶ୍ୱ ମଞ୍ଚରେ ଦେଶକୁ ଗର୍ବିତ କରିଥିଲେ।