Mission of cleanliness is not a one day ritual but a lifelong ritual: PM Modi
October 02nd, 10:15 am
PM Modi commemorated the 10th anniversary of the Swachh Bharat Mission at Vigyan Bhawan, New Delhi. He launched sanitation projects worth over Rs 9,600 crore and emphasized the movement's significance as a public initiative involving millions of citizens. Highlighting collective efforts and community contributions, PM Modi celebrated the mission as a historic achievement that showcases India's commitment to cleanliness and environmental sustainability. The theme for this year’s campaign is “Swabhav Swachhata, Sanskaar Swachhata.”ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 02nd, 10:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୨ ତାରିଖ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ଅମୃତ ଏବଂ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର ଧନ ଯୋଜନା ସମେତ ୯୬୦୦ କୋଟି ରୁ ଅଧିକ ଟଙ୍କାର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଛନ୍ତି । ସ୍ୱଚ୍ଛତା ହିଁ ସେବା ୨୦୨୪ର ଥିମ୍ ହେଉଛି 'ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା'।"ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତକୁ ଏକଜୁଟ କରିବାରେ ସାହାଯ୍ୟ କରିଛି : ପ୍ରଧାନମନ୍ତ୍ରୀ ମୋଦୀ "
September 17th, 12:16 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜରାଟର କେଭାଡ଼ିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି .''ପର୍ଯ୍ୟାବରଣକୁ ସଂରକ୍ଷିତ ରଖି କିପରି ବିକାଶ କରାଯାଇ ପାରେ, ତାହାର ଏକ ଜୀବନ୍ତ ଉଦାହରଣ ଏବେ କେୱଡିଆରେ ଦେଖିବାକୁ ମିଳୁଛି ।'' ସେ ଆଗକୁ ଆହୁରି କହିଛନ୍ତି ଯେ ,ଅଣୁ ଜଳସେଚନ ଯୋଗୁଁ ବୁନ୍ଦା ଜଳସେଚନ ଯୋଗୁଁ ଏବଂ ଫୁଆରା ଜଳସେଚନ ଯୋଗୁଁ ଗୁଜରାଟରେ ଜଳ ସଂଚୟ ହୋଇପାରିଛି ।ଗୁଜରାଟର ସର୍ଦ୍ଦାର ସରୋବର ନଦୀବନ୍ଧରେ ଆୟୋଜିତ ‘ନମାମି ନର୍ମଦା’ ପର୍ବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
September 17th, 12:15 pm
ଗୁଜରାଟର କେୱଡିଆଠାରେ ଆୟୋଜିତ ‘ନମାମି ନର୍ମଦା’ ପର୍ବରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । କେୱଡିଆ ନଦୀବନ୍ଧର ସଂପୂର୍ଣ୍ଣ ଜଳଧାରଣ କ୍ଷମତା 138.68 ମିଟର ପର୍ଯ୍ୟନ୍ତ ଜଳପୂର୍ଣ୍ଣ ହେବା ଅବସରରେ ଗୁଜରାଟ ସରକାରଙ୍କ ଦ୍ୱାରା ଏହି ପର୍ବ ପାଳନ କରାଯାଉଛି । 2017ରେ ଏହି ନଦୀବନ୍ଧର ଉଚ୍ଚତା ବୃଦ୍ଧି କରାଯାଇଥିଲା । ଏହାପରେ ପ୍ରଥମ ଥର ଲାଗି 16 ସେପ୍ଟେମ୍ବରରେ ଏହି ନଦୀବନ୍ଧ ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ହାସଲ କରିଛି । ଗୁଜରାଟର ଜୀବନଧାରା କୁହାଯାଉଥିବା ନର୍ମଦା ନଦୀର ଜଳକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ନଦୀବନ୍ଧ ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ।ଝାଡ଼ଖଣ୍ଡର ରାଞ୍ଚିରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 12th, 12:20 pm
ନୂତନ ସରକାର ପ୍ରତିଷ୍ଠା ହେବା ପରେ ଯେଉଁ କେତେକ ରାଜ୍ୟକୁ ମୋତେ ପ୍ରଥମେ ଯିବାର ସୁଯୋଗ ମିଳିଲା, ସେମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡ ମଧ୍ୟ ହେଉଛି ଗୋଟିଏ ରାଜ୍ୟ । ଏହି ପ୍ରଖ୍ୟାତ ମୈଦାନ, ପ୍ରଭାତ ତାରା ମୈଦାନ, ସକାଳର ସମୟ ଆଉ ଆମେ ସମସ୍ତେ ଯୋଗ କରୁଥିଲେ ଏବଂ ବର୍ଷା ମଧ୍ୟ ଆମ ଉପରେ ଆଶୀର୍ବାଦ ଢାଳୁଥିଲା । ଆଜି ଯେତେବେଳେ ପୁଣି ଏହି ମୈଦାନକୁ ଆସିଛି ତ ଅନେକ ପୁରୁଣା ସ୍ମୃତି ସତେଜ ହୋଇ ଉଠୁଛି । ଏହା ହେଉଛି ସେହି ମୈଦାନ ଯେଉଁଠାରୁ ଆୟୁଷ୍ମାନ ଭାରତ ଯୋଜନା ଗତ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା।ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
September 12th, 12:11 pm
କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି ।India is making rapid strides towards becoming an open defecation free nation: PM Modi
February 24th, 04:31 pm
PM Narendra Modi took a dip at the Sangam and offered prayers during his visit to Prayagraj in Uttar Pradesh. PM Modi also felicitated Swachhagrahis, security personnel and fire department personnel for their dedicated services in the Kumbh Mela. In a unique and heart-touching gesture, PM Modi cleansed the sanitation workers’ feet.ପ୍ରୟାଗରାଜରେ ସ୍ୱଚ୍ଛ କୁମ୍ଭ, ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 24th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜରେ ସ୍ୱଚ୍ଛ କୁମ୍ଭ, ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।PM Modi addresses National Convention of BJP Mahila Morcha in Gujarat
December 22nd, 05:00 pm
PM Modi addressed the National Convention of BJP's Mahila Morcha in Gujarat. During the event, PM Modi remembered the rich history and vital contributions of Mahila Morcha since the days of Bhartiya Jansangh. He remembered Rajmata Vijaya Raje Scindia, whose strong leadership not only helped mobilize female supporters towards the BJP but also ensured that women played an important part in the BJP's organization.ରାଷ୍ଟ୍ରପତି ଭବନରେ ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀକ ପରିମଳ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 02nd, 10:56 am
ମିଳିତ ଜାତିସଂଘର ମହାମହୀମ ମହାସଚିବ ଆଣ୍ଟୋନିଓ ଗୁଟେରସ, ସ୍ୱଚ୍ଛତା ସଂକଳ୍ପରେ ସହଯୋଗ କରି ଏଠାରେ ଉପସ୍ଥିତ ଥିବା ବିଭିନ୍ନ ରାଷ୍ଟ୍ରର ମାନନୀୟ ମନ୍ତ୍ରୀଗଣ, ମନ୍ତ୍ରୀ ପରିଷଦର ସହଯୋଗୀ ସୁଷମା ସ୍ୱରାଜ ଜୀ, ହରଦୀପ ପୁରୀ ଜୀ, ରମେଶ ଜୀ, ଦେଶ ବିଦେଶରୁ ଆସିଥିବା ବିଶିଷ୍ଟ ଅତିଥିବୃନ୍ଦ, ଭାଇ ଓ ଭଉଣୀମାନେ ।ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ପରିମଳ ସମ୍ମିଳନୀର ଅନ୍ତିମ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
October 02nd, 10:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ପରିମଳ ସମ୍ମିଳନୀର ଅନ୍ତିମ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏହି ଚାରି ଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ପରିମଳ ମନ୍ତ୍ରୀ ଏବଂ WASH (ଜଳ, ପରିମଳ ଏବଂ ସ୍ଵାସ୍ଥ୍ୟରକ୍ଷା) ସହ ଜଡିତ ଅନ୍ୟ ନେତାମାନେ ଏକତ୍ରିତ ହୋଇଥିଲେ ।ରାଜକୋଟଠାରେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 30th, 07:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ରାଜକୋଟଠାରେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟକୁ ଉଦଘାଟନ କରିଥିଲେ । ଏହି ସଂଗ୍ରହାଳୟ ଆଲଫ୍ରେଡ ଉଚ୍ଚ ବିଦ୍ୟାଳୟଠାରେ ପ୍ରତିଷ୍ଠା କରାଯାଇଛି ଯାହା ମହାତ୍ମାଗାନ୍ଧୀଙ୍କର ଗଠନାତ୍ମକ ବର୍ଷଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ଏହା ଗାନ୍ଧୀଜୀଙ୍କର ସଂସ୍କାର, ମୂଲ୍ୟବୋଧ ଏବଂ ଦର୍ଶନ ଉପରେ ସଚେତନତା ସୃଷ୍ଟି କରିବ ।People from all walks of life join Swachhata Hi Seva movement
September 15th, 03:24 pm
People from all walks of life today joined PM Narendra Modi in launching the Swachhata Hi Seva movement.“ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ଦିଲ୍ଲୀ ବିଦ୍ୟାଳୟରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ
September 15th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଏକ ବିଦ୍ୟାଳୟରେ ଶ୍ରମଦାନ କରି ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ଭାଗ ନେଇଛନ୍ତି ।ସ୍ୱଚ୍ଛତା ହିଁ ସେବା ଆନ୍ଦୋଳନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 15th, 11:29 am
ସବୁ କୋଣ-ଅନୁକୋଣ ସହିତ ଜଡିତ ସମସ୍ତ ସ୍ୱେଚ୍ଛାଗ୍ରହୀମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି, ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛୁ । ଆଜି ସେପ୍ଟେମ୍ବର 15 ତାରିଖ ହେଉଛି ଏକ ଐତିହାସିକ ଦିବସ । ଐତିହାସିକ ଏଥିପାଇଁ କାରଣ ଆଜି ସକାଳ ଏକ ନୂତନ ପ୍ରତିଜ୍ଞା, ଏକ ନୂତନ ଉତ୍ସାହ ଏବଂ ଏକ ନୂତନ ସ୍ୱପ୍ନ ନେଇକରି ଆସିଛି । ଆଜି, ଆପଣ, ମୁଁ ତଥା 125 କୋଟି ଦେଶବାସୀ ସ୍ୱଚ୍ଛତା ହିଁ ସେବା ସଂକଳ୍ପକୁ ପୁଣିଥରେ ଦୋହରାଇବାକୁ ଯାଉଛୁ । ଆଜିଠାରୁ ଆରମ୍ଭ କରି ଅକ୍ଟୋବର 2 ପର୍ଯ୍ୟନ୍ତ ଅର୍ଥାତ ବାପୁଙ୍କ ଜୟନ୍ତୀ ପର୍ଯ୍ୟନ୍ତ ସମଗ୍ର ଦେଶରେ ଆମେ ସମସ୍ତେ ନୂତନ ଉର୍ଜା ସହିତ, ନୂତନ ଉଦ୍ଦୀପନା ସହିତ, ନିଜ ଦେଶକୁ , ଆମର ଭାରତକୁ ସ୍ୱଚ୍ଛ କରିବା ପାଇଁ ଶ୍ରମ ଦାନ କରିବା, ନିଜର ଯୋଗଦାନ ଦେବା ।ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ, ଦେଶବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଭିଡିଓ କନଫେରେନ୍ସିଂ ଜରିଆରେ କଲେ ମତବିନିମୟ
September 15th, 11:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନରେ ରାଷ୍ଟ୍ରବ୍ୟାପୀ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଏବଂ ବାପୁଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି (ଶନିବାର) ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିଛନ୍ତି ।ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସେପ୍ଟେମ୍ବର 15ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
September 14th, 04:56 pm
15 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ଏକ ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନସିଙ୍ଗ ଜରିଆରେ ଦେଶର 18ଟି ସ୍ଥାନର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ମତ ବିନିମୟ କରିବେ । ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିବେ – ସ୍କୁଲ ଛାତ୍ରଛାତ୍ରୀ, ଯବାନ, ଆଧ୍ୟାତ୍ମିକ ଗୁରୁ, ଦୁଗ୍ଧ ଏବଂ କୃଷି ସମବାୟ ସମିତିର ସଦସ୍ୟ, ଗଣମାଧ୍ୟମର ପ୍ରତିନିଧି, ସ୍ଥାନୀୟ ସରକାରୀ ପ୍ରତିନିଧି, ରେଳବାଇ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ୱେଚ୍ଛାଗ୍ରହୀ ।ପ୍ରଧାନମନ୍ତ୍ରୀଙ୍କ ସହିତ ସଂଯୋଗ ହୁଅନ୍ତୁ ଏବଂ ଭାରତରେ ହେଉଥିବା ପରିବର୍ତ୍ତନର ଉଲ୍ଲେଖନୀୟ କାହାଣୀଗୁଡ଼ିକୁ ଦେଖନ୍ତୁ !
September 09th, 12:03 pm
ସେପ୍ଟେମ୍ବର 11,13 ଏବଂ 15 ରେ ପ୍ରଧାନମନ୍ତ୍ରୀ ମୋଦୀ କ୍ରମଶଃ ଅଙ୍ଗନବାଡ଼ି କର୍ମୀ ,ବୁଥ୍ କର୍ମୀ ଏବଂ ବିଭିନ୍ନ ଏନଜିଓର ସଦସ୍ୟ ଓ ସ୍ୱେଚ୍ଛାସେବୀମାନଙ୍କ ସହିତ ମତ ବିନିମୟ କରିବେ । ସେପ୍ଟେମ୍ବର 15 ରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ବଡ଼ ସ୍ୱଚ୍ଛତା ଅଭିଯାନରୁ ଗୋଟିଏ 'ସ୍ୱଚ୍ଛତା ହିଁ ସେବା' ର ଶୁଭାରମ୍ଭ କରିବେ ।Ujjwala Yojana has positively impacted the lives of several people across India: PM Modi
May 28th, 10:31 am
The Prime Minister, Shri Narendra Modi, today interacted with Ujjwala beneficiaries across the country, through video conference.ଦେଶବ୍ୟାପୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
May 28th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶର ବିଭିନ୍ନ ସ୍ଥାନରେ ଥିବା ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ମତ ବିନିମୟ କରିଥିଲେ ।