କଂଗ୍ରେସ ଓ ଏହାର ସହଯୋଗୀ ଦଳମାନେ ଦେଶର ୬୦ ବର୍ଷ ନଷ୍ଟ କରିଛନ୍ତି: ବିହାରର ଚମ୍ପାରଣରେ ପ୍ରଧାନମନ୍ତ୍ରୀ ମୋଦୀ
May 21st, 11:30 am
ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଚମ୍ପାରଣଠାରେ ଏକ ଉତ୍ସାହଜନକ ଜନସଭାକୁ ସମ୍ବୋଧିତ କରି ତାଙ୍କ ନେତୃତ୍ୱରେ ଭାରତ ଗ୍ରହଣ କରିଥିବା ପରିବର୍ତନଶୀଳ ଯାତ୍ରା ଏବଂ ଏହି ଗତିଜାରି ରଖିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ, ବିଶେଷ କରି ଇଣ୍ଡି ମେଣ୍ଟର ବିଫଳତାକୁ ପଦାରେ ପକାଇବା ସହିତ ତାଙ୍କ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ।ବିହାରର ଚମ୍ପାରଣ ଓ ମହାରାଜଗଞ୍ଜରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 21st, 11:00 am
ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଚମ୍ପାରଣ ଏବଂ ମହାରାଜଗଞ୍ଜରେ ଉତ୍ସାହଜନକ ଜନସଭାକୁ ସମ୍ବୋଧିତ କରି ତାଙ୍କ ନେତୃତ୍ୱରେ ଭାରତ ଗ୍ରହଣ କରିଥିବା ପରିବର୍ତନଶୀଳ ଯାତ୍ରା ଏବଂ ଏହି ଗତିଜାରି ରଖିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ, ବିଶେଷ କରି ଇଣ୍ଡି ମେଣ୍ଟର ବିଫଳତାକୁ ପଦାରେ ପକାଇବା ସହିତ ତାଙ୍କ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ।Congress and RJD have only relied on promoting nepotism and corruption in their governance: PM Modi in Bihar
May 04th, 03:31 pm
Prime Minister Narendra Modi addressed his third major rally for the day in Valmiki Nagar in Bihar. He said, “The land of Bihar and its people have always been known for their bravery and for standing up to injustice. Similarly, it is extremely satisfying that Bihar’s Champaran is leading the way in making ‘Swachhta Abhiyan’ a mass movement in the country.”PM Modi addresses public meeting in Bihar
May 04th, 03:30 pm
Prime Minister Narendra Modi addressed his third major rally for the day in Valmiki Nagar in Bihar. He said, “The land of Bihar and its people have always been known for their bravery and for standing up to injustice. Similarly, it is extremely satisfying that Bihar’s Champaran is leading the way in making ‘Swachhta Abhiyan’ a mass movement in the country.”ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନ-ଧନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
March 05th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭସ୍ତ୍ରଲ ଠାରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନ-ଧନ (PM-SYM) ଯୋଜନାର ଶୁଭାରମ୍ଭ କରିଛନ୍ତି । ସେ ମଧ୍ୟ ବଛା ବଛା ହିତାଧିକାରୀମାନଙ୍କୁ PM-SYM ପେନସନ କାର୍ଡ ବଣ୍ଟନ କରିଥିଲେ । ଭିଡିଓ କନଫରେନ୍ସି ମାଧ୍ୟମରେ ଦେଶବ୍ୟାପୀ ଥିବା 3 ଲକ୍ଷ ଜନସେବା କେନ୍ଦ୍ରରେ 2 କୋଟିରୁ ଊର୍ଦ୍ଧ୍ଵ ଶ୍ରମଜୀବୀ ଏହି ଶୁଭାରମ୍ଭ କାର୍ୟ୍ୟକ୍ରମକୁ ଦେଖିଥିଲେ ।India is making rapid strides towards becoming an open defecation free nation: PM Modi
February 24th, 04:31 pm
PM Narendra Modi took a dip at the Sangam and offered prayers during his visit to Prayagraj in Uttar Pradesh. PM Modi also felicitated Swachhagrahis, security personnel and fire department personnel for their dedicated services in the Kumbh Mela. In a unique and heart-touching gesture, PM Modi cleansed the sanitation workers’ feet.ପ୍ରୟାଗରାଜରେ ସ୍ୱଚ୍ଛ କୁମ୍ଭ, ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 24th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜରେ ସ୍ୱଚ୍ଛ କୁମ୍ଭ, ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 11, 2018
April 11th, 07:50 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2018
April 10th, 07:39 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ବିହାରର ମୋତିହାରୀରେ ଚମ୍ପାରଣ ସତ୍ୟାଗ୍ରହ ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 10th, 01:32 pm
ଚମ୍ପାରଣର ଏହି ପରମ-ପବିତ୍ର ମାଟିରେ ଦେଶର କୋଣଅନୁକୋଣରୁ ଆସିଥିବା ସ୍ୱଚ୍ଛାଗ୍ରହୀ ଭାଇ-ଭଉଣୀ, ସମସ୍ତ ସ୍ନେହୀ, ଉପସ୍ଥିତ ସମ୍ମାନିତ ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ ଏହି ପବିତ୍ର ମାଟିରୁ ବାପୁ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ । ଇଂରେଜମାନଙ୍କ ଗୋଲାମୀରୁ ମୁକ୍ତି ପାଇଁ ଏକ ମଜବୁତ ଅହିଂସା ଅସ୍ତ୍ର ସତ୍ୟାଗ୍ରହ ରୂପରେ ଆମକୁ ମିଳିଥିଲା । ସତ୍ୟାଗ୍ରହକୁ 100 ବର୍ଷ ପୂରଣ ହୋଇଛି । ତାହା କେତେ ପ୍ରଭାବଶାଳୀ ଥିଲା, ତାହା ସବୁ ସମୟରେ ପ୍ରଭାବଶାଳୀ ରହିଛି । ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ଆଜିର ସମୟର ଆବଶ୍ୟକତା ।ଜାତୀୟ ସ୍ୱଚ୍ଛାଗ୍ରହୀ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ;
April 10th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀରେ ଅନୁଷ୍ଠିତ ସ୍ୱଚ୍ଛାଗ୍ରହୀମାନଙ୍କ ଜାତୀୟ ସମ୍ମେଳନରେ ଉଦ୍ବୋଧନ ଦେଇଛନ୍ତି । ଚମ୍ପାରଣରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହର ଉପଲକ୍ଷେ ଆୟୋଜିତ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଆଜି ଏହି ଉତ୍ସବ ଆୟୋଜନ କରାଯାଇଛି ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଚମ୍ପାରଣରେ ସ୍ୱେଚ୍ଛାଗ୍ରହୀମାନଙ୍କୁ କରିବେ ସମ୍ବୋଧନ
April 09th, 02:57 pm
ବିହାର ଚମ୍ପାରଣ ସତ୍ୟାଗ୍ରହର ଶତ ବାର୍ଷିକୀ ସମାରୋହ ଆସନ୍ତାକାଲି ଉଦ୍ଯାପିତ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାରା ରାଷ୍ଟ୍ର ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।The real essence of a democracy is Jan Bhagidari, says PM Narendra Modi
October 11th, 11:56 am
PM Modi attended birth centenary celebration of Nanaji Deshmukh. Paying tributes to Nanaji Deshmukh and Loknayak JP, the PM said that both devoted their lives towards the betterment of our nation. The PM also launched the Gram Samvad App and inaugurated a Plant Phenomics Facility of IARIନାନାଜୀ ଦେଶମୁଖଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
October 11th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାଠାରେ ଭାରତୀୟ କୃଷି ଗବେଷଣା ପରିଷଦ ପରିସରରେ ଆୟୋଜିତ ନାନାଜୀ ଦେଶମୁଖଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ।ଆମେ ଭାଗ୍ୟଶାଳୀ ଯେ ,ଭାରତର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କ ଭଳି ନେତାଙ୍କୁ ପାଇଛୁ : ଦାଦା ବାସୱାନୀ
August 02nd, 06:25 pm
''ଆମେ ଭାଗ୍ୟଶାଳୀ ଯେ ,ଭାରତର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ନେତାଙ୍କୁ ପାଇଛୁ ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଗତ 3 ବର୍ଷରେ ତାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ପ୍ରଶଂସନୀୟ । ତାଙ୍କ ପଦକ୍ଷେପ ଯେପରି କି,ଜନଧନ ,ସ୍ୱଚ୍ଛ ଭାରତ ଏବଂ ମେକ ଇନ ଇଣ୍ଡିଆ ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କାମ କରିଛି ଏବଂ ଏଥିରୁ ଦେଶର ଉଜ୍ଵଳ ଭବିଷ୍ୟ ହେବ । ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି ।'' -ଦାଦା ବାସୱାନୀଦାଦା ବାସୱାନୀଙ୍କ 99ତମ ଜନ୍ମଦିବସ ସମାରୋହକୁ ଭିଡିଓ କନଫେରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 02nd, 02:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସ ଜରିଆରେ ପୁଣେରେ ଦାଦା ବାସୱାନୀଙ୍କର 99ତମ ଜନ୍ମ ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି । ସେ ସ୍ମରଣ କରାଇ ଦେଇଛନ୍ତି କି ଆଜକୁ 27 ବର୍ଷ ପୂର୍ବେ ମିଳିତ ଜାତିସଂଘରେ ବିଶ୍ୱ ଧାର୍ମିକ ସମ୍ମେଳନରେ ପ୍ରଥମ ଥର ପାଇଁ ଦାଦା ବାସୱାନୀଙ୍କୁ ଭେଟିଥିଲେ । 2013ରେ, ପୁଣେରେ ତାଙ୍କ ସହ ସାକ୍ଷାତ ସଂପର୍କରେ ମଧ୍ୟ ମନେ ପକାଇଥିଲେ ।ସୋସିଆଲ ମିଡିଆ କର୍ଣ୍ଣର 10 ଏପ୍ରିଲ 2017
April 10th, 08:29 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Aim of Satyagraha was independence and aim of Swachhagraha is to create a clean India: PM Modi
April 10th, 06:21 pm
PM Narendra Modi addressed a select gathering after inaugurating an exhibition entitled ‘Swachchhagrah – Bapu Ko Karyanjali’ - to mark the 100 years of Mahatma Gandhi’s Champaran Satyagraha. He also launched an online interactive quiz. “The aim of Satyagraha was independence and the aim of Swachhagraha is to create a clean India. A clean India helps the poor the most”, the PM said.ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ: ସ୍ୱଚ୍ଛାଗ୍ରହ ପ୍ରଦର୍ଶନୀକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ ଉଦ୍ଘାଟନ
April 09th, 08:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀଠାରେ “ସ୍ୱଚ୍ଛଗ୍ରହ-ବାପୁଙ୍କୁ କାର୍ଯ୍ୟାଞ୍ଜଳି-ଏକ ଅଭିଯାନ-ଏକ ପ୍ରଦର୍ଶନୀ” ଉଦ୍ଘାଟନ କରିବେ । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ସତ୍ୟାଗ୍ରହର ପ୍ରଥମ ପରୀକ୍ଷଣ ଚମ୍ପାରନ ସତ୍ୟାଗ୍ରହର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ଅବସରରେ ଭାରତୀୟ ଜାତୀୟ ଅଭିଲେଖାଗାର ଦ୍ୱାରା ଆୟୋଜିତ ଏକ ଭାବ ବିନିମୟମୂଳକ ଅନଲାଇନ୍ କୁଇଜ୍ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାମନ୍ତ୍ରୀ ଆରମ୍ଭ କରିବେ ।