ସ୍ଵଚ୍ଛ ସର୍ବେକ୍ଷଣ – 2020ର ଶୀର୍ଷ ସ୍ଥାନରେ ରହିଥିବା ସହରଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 20th, 09:04 pm

ସ୍ଵଚ୍ଛ ସର୍ବେକ୍ଷଣ-2020ରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଥିବା ସହରଗୁଡିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

India will emerge stronger only when we empower our daughters: PM Modi

February 12th, 01:21 pm

Prime Minister Modi addressed Swachh Shakti 2019 in Kurukshetra, Haryana and launched various development projects. Addressing the programme, PM Modi lauded India’s Nari Shakti for their contributions towards the noble cause of cleanliness. The Prime Minister said that in almost 70 years of independence, sanitation coverage which was merely 40%, has touched 98% in the last five years.

ସଶକ୍ତ ମହିଳାମାନେ ସଶକ୍ତ ସମାଜ ଓ ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ କରିପାରିବେ : ପ୍ରଧାନମନ୍ତ୍ରୀ

February 12th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ର ଗସ୍ତ କରିଥିଲେ । ସେ ମହିଳା ସରପଞ୍ଚମାନଙ୍କୁ ନେଇ ଆୟୋଜିତ ସମ୍ମେଳନ ସ୍ୱଚ୍ଛ ଶକ୍ତି-2019ରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ମହିଳା ସରପଞ୍ଚମାନଙ୍କୁ ସ୍ୱଚ୍ଛ ଶକ୍ତି 2019 ପୁରସ୍କାରରେ ପୁରସ୍କୃତ କରିଥିଲେ । ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ହରିୟାଣା ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 8, 2018

January 08th, 07:27 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 4, 2018

January 04th, 07:40 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଆସନ୍ତୁ ଆମେ “ସକାରାତ୍ମକ ଭାରତ”ରୁ “ପ୍ରଗତିଶୀଳ ଭାରତ” ଦିଗରେ ଦୃଢ଼ତାର ସହ ଅଗ୍ରସର ହେବା : ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ

December 31st, 11:30 am

ପ୍ରଧାନମନ୍ତ୍ରୀ ମୋଦୀ 2017 ରେ 'ମନ କି ବାତ' ର ଶେଷ ସଂସ୍କରଣ ଅବସରରେ ଲୋକମାନଙ୍କୁ “ସକାରାତ୍ମକ ଭାରତ”ରୁ “ପ୍ରଗତିଶୀଳ ଭାରତ” ଦିଗରେ ଦୃଢ଼ତାର ସହ ଅଗ୍ରସର ହୋଇ ନବ-ବର୍ଷର ଶୁଭାରମ୍ଭ କରିବାକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏକବିଂଶ ଶତାବ୍ଦୀର ନୂଆ ମତଦାତାମାନଙ୍କ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଗଣତନ୍ତ୍ରରେ ଭୋଟର ଶକ୍ତି ହେଉଛି ବଡ଼ ଶକ୍ତି ,ଯାହା କୌଣସି ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ।