Congress is such a selfish party that it sees nothing beyond votes: PM Modi in Hisar
September 28th, 07:51 pm
Prime Minister Narendra Modi addressed the massive gathering at Hisar in Haryana emphasizing the state’s remarkable progress under BJP’s governance. The Prime Minister paid homage to Haryana’s rich history and culture, acknowledging Agroha Dham, Guru Jambheshwar, Khatu Shyam Ji, and Mata Bhanbhori Bhramari Devi. He also highlighted the sacrifices made by the Bishnoi community in protecting nature, describing Haryana as a region known for its patriotism and commitment to the environment.PM Modi addresses public meeting in Hisar, Haryana
September 28th, 03:15 pm
Prime Minister Narendra Modi addressed the massive gathering at Hisar in Haryana emphasizing the state’s remarkable progress under BJP’s governance. The Prime Minister paid homage to Haryana’s rich history and culture, acknowledging Agroha Dham, Guru Jambheshwar, Khatu Shyam Ji, and Mata Bhanbhori Bhramari Devi. He also highlighted the sacrifices made by the Bishnoi community in protecting nature, describing Haryana as a region known for its patriotism and commitment to the environment.The people of Jammu and Kashmir are tired of the three-family rule of Congress, NC and PDP: PM Modi
September 28th, 12:35 pm
Addressing a massive rally in Jammu, PM Modi began his speech by paying tribute to Shaheed Sardar Bhagat Singh on his birth anniversary, honoring him as a source of inspiration for millions of Indian youth. In his final rally for the J&K assembly elections, PM Modi reflected on his visits across Jammu and Kashmir over the past weeks, noting the tremendous enthusiasm for the BJP everywhere he went.PM Modi captivates the audience at Jammu rally
September 28th, 12:15 pm
Addressing a massive rally in Jammu, PM Modi began his speech by paying tribute to Shaheed Sardar Bhagat Singh on his birth anniversary, honoring him as a source of inspiration for millions of Indian youth. In his final rally for the J&K assembly elections, PM Modi reflected on his visits across Jammu and Kashmir over the past weeks, noting the tremendous enthusiasm for the BJP everywhere he went.୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 15th, 03:04 pm
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୁଖ୍ୟାଂଶଗୁଡ଼ିକ ନିମ୍ନରେ ଦିଆଗଲା :୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
August 15th, 01:09 pm
ଆଜି ହେଉଛି ସେହି ଶୁଭ ମୁହୂର୍ତ୍ତ, ଯେତେବେଳେ ଆମେ ଦେଶ ପାଇଁ ଜୀବନ ଦେଇଥିବା, ଦେଶର ସ୍ୱାଧୀନତା ପାଇଁ ନିଜକୁ ସମର୍ପଣ କରିଦେଇଥିବା, ଆଜୀବନ ସଂଘର୍ଷ କରିଥିବା, ଫାଶୀର ଖୁଣ୍ଟରେ ଭାରତ ମା’ କୀ ଜୟର ସ୍ଳୋଗାନ ଦେଇ ଅଗଣିତ ସ୍ୱାଧୀନତା ସଂଗ୍ରାମୀ ସାହାସୀକତାର ସହ ଫାଶୀକୁ ଆଲିଙ୍ଗନ କରିଥିଲେ । ଆଜି ସେମାନଙ୍କୁ ସ୍ମରଣ କରିବାର ଏକ ପର୍ବ । ସ୍ୱାଧୀନତା ସଂଗ୍ରାମୀମାନେ ଆଜି ଆମକୁ ସ୍ୱାଧୀନତାର ଏହି ପର୍ବରେ ସ୍ୱତନ୍ତ୍ରତାର ନିଶ୍ୱାସ ନେବାର ସୌଭାଗ୍ୟ ପ୍ରଦାନ କରିଛନ୍ତି । ଦେଶ ସେମାନଙ୍କ ନିକଟରେ ଋଣୀ । ଏଭଳି ପ୍ରତ୍ୟେକ ମହାପୁରୁଷଙ୍କ ପ୍ରତି ଆମେ ଆମର ଶ୍ରଦ୍ଧା ଭାବ ପ୍ରକାଶ କରୁଛୁ ।78ତମ ସ୍ୱାଧୀନତା ଦିବସ ପାଳନ କଲା ଭାରତ
August 15th, 07:30 am
78ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଭାରତର ଭବିଷ୍ୟତ ପାଇଁ ଏକ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। 2036 ଅଲିମ୍ପିକ୍ସ ଆୟୋଜନ ଠାରୁ ଆରମ୍ଭ କରି ଧର୍ମନିରପେକ୍ଷ ନାଗରିକ ସଂହିତାକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସାମୂହିକ ପ୍ରଗତି ଏବଂ ପ୍ରତ୍ୟେକ ନାଗରିକଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁର୍ନୀତି ବିରୋଧରେ ଲଢ଼େଇ କୁ ନୂଆ ଉତ୍ସାହ ସହ ଜାରି ରଖିବାକୁ ସେ କହିଥିଲେ। ଉଦ୍ଭାବନ, ଶିକ୍ଷା ଏବଂ ବିଶ୍ୱ ନେତୃତ୍ୱ ଉପରେ ଗୁରୁତ୍ୱ ଦେଇ ସେ ଦୋହରାଇଥିଲେ ଯେ 2047 ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ହେବାରୁ କେହି ଅଟକାଇ ପାରିବେ ନାହିଁ ।ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ
July 02nd, 09:58 pm
ଆମର ସମ୍ମାନୀୟ ରାଷ୍ଟ୍ରପତି ମଦୋଦୟ, ତାଙ୍କ ବକ୍ତବ୍ୟରେ ବିକଶିତ ଭାରତର ସଂକଳ୍ପକୁ ନିଜ ଭାଷଣରେ ବିସ୍ତାର କରିଛନ୍ତି । ମାନନୀୟ ରାଷ୍ଟ୍ରପତି ମଦୋଦୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ମାନ୍ୟବର ରାଷ୍ଟ୍ରପତି ଆମକୁ ଏବଂ ଆମ ଦେଶକୁ ମାର୍ଗଦର୍ଶନ କରିଛନ୍ତି, ଏଥିପାଇଁ ମୁଁ ରାଷ୍ଟ୍ରପତି ମଦୋଦୟଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 02nd, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି ।INDI alliance has ruined both industry and agriculture in Punjab: PM Modi in Hoshiarpur, Punjab
May 30th, 11:53 am
Prime Minister Narendra Modi concluded his 2024 election campaign with a spirited public rally in Hoshiarpur, Punjab, paying homage to the sacred land of Guru Ravidas Ji and emphasizing his government's commitment to development and heritage preservation.PM Modi addresses a public meeting in Hoshiarpur, Punjab
May 30th, 11:14 am
Prime Minister Narendra Modi concluded his 2024 election campaign with a spirited public rally in Hoshiarpur, Punjab, paying homage to the sacred land of Guru Ravidas Ji and emphasizing his government's commitment to development and heritage preservation.ଯେକୌଣସି ମୂଲ୍ୟରେ କ୍ଷମତା ଲୋଭରେ ଅଟଳ ରହିଛି ଇଣ୍ଡି ଆଲାଏନ୍ସ: ହରିୟାଣାର ସୋନିପତରେ ପ୍ରଧାନମନ୍ତ୍ରୀ ମୋଦୀ
May 18th, 03:20 pm
ସୋନିପତରେ ତାଙ୍କର ଦ୍ୱିତୀୟ ମେଗା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର ଅତୀତର ଦୁଷ୍କର୍ମ ଏବଂ କ୍ଷମତା କୁ ଫେରିବା ପାଇଁ ସେମାନଙ୍କ ରହସ୍ୟମୟ ପ୍ରୟାସ ଉପରେ ଆଲୋକପାତ କରି କହିଛନ୍ତି, କଂଗ୍ରେସ ୧୦ ବର୍ଷ ଧରି କ୍ଷମତାରୁ ଦୂରରେ ଅଛି ଏବଂ ଆତଙ୍କିତ ଅବସ୍ଥାରେ ଅଛି, ଯେତେବେଳେ ରାଜପରିବାର ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ଶାସନ କରୁଥିଲା । ପ୍ରତ୍ୟେକ ଯୋଜନାର ନାମ ସେମାନଙ୍କ ନାମରେ ରଖାଯାଇଥିଲା, ଯେଉଁଥିରେ ଦେଶର ଅର୍ଥକୁ ସେମାନଙ୍କ ରାଜକୋଷରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ନୀତି କେବଳ କୋଟି କୋଟି କିମ୍ବା ହଜାର ହଜାର କୋଟି ରେ ନଥିଲା ବରଂ ଲକ୍ଷ ଲକ୍ଷ କୋଟି ରେ ପହଞ୍ଚିଥିଲା।ହରିୟାଣାର ଅମ୍ବାଲା ଓ ସୋନିପତରେ ବିପୁଳ ଜନସମାଗମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 18th, 02:46 pm
ଅମ୍ବାଲା ଓ ସୋନିପତରେ ଆୟୋଜିତ ବଡ଼ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ପ୍ରତାରଣାମୂଳକ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ହରିୟାଣାର ବିକାଶ ପାଇଁ ବିଜେପିର ସମର୍ପଣକୁ ଦୋହରାଇଥିଲେ। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ମୋଦୀଙ୍କ ଧାକଡ଼ ସରକାର ଧାରା ୩୭୦ ର କାନ୍ଥ ଭାଙ୍ଗିଦେଲେ ଏବଂ କାଶ୍ମୀର ବିକାଶ ପଥରେ ଚାଲିବା ଆରମ୍ଭ କଲା।ଗରିବଙ୍କ ପୁଅଙ୍କ ନେତୃତ୍ବାଧୀନ ଏହି ସରକାର ଗରିବଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି: କଲ୍ୟାଣରେ ପ୍ରଧାନମନ୍ତ୍ରୀ ମୋଦୀ
May 15th, 04:45 pm
ମହାରାଷ୍ଟ୍ରର କଲ୍ୟାଣରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି, ମୁଁ ଗର୍ବର ସହ କହିପାରିବି ଯେ ଆଜିର ରାଜନୈତିକ ପରିବେଶରେ ଦେଶର କଲ୍ୟାଣ ଏବଂ ଗରିବଙ୍କ କଲ୍ୟାଣ ମୁଖ୍ୟ ଫୋକସ୍ ପାଲଟିଛି। ବିରୋଧୀ ମେଣ୍ଟକୁ ସମାଲୋଚନା କରି ସେ କହିଛନ୍ତି ଯେ ଏନଡିଏ ନେତୃତ୍ୱାଧୀନ ସରକାରରେ ଆତଙ୍କବାଦୀ ୟାକୁବ ମେମନଙ୍କ କବର ସଜ୍ଜିତ ହୋଇଛି ଏବଂ ରାମ ମନ୍ଦିର ନିର୍ମାଣ ପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରାଯାଇଛି।ମହାରାଷ୍ଟ୍ରର ଡିଣ୍ଡୋରି ଓ କଲ୍ୟାଣରେ ବିଶାଳ ରାଲିରେ ପ୍ରେରଣାଦାୟୀ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
May 15th, 03:30 pm
ମହାରାଷ୍ଟ୍ରର ଡିଣ୍ଡୋରି ଓ କଲ୍ୟାଣଠାରେ ଆୟୋଜିତ ଏକ ବଡ଼ ଧରଣର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ । ସରକାର ଗଠନ ପରେ ପ୍ରଥମ ୧୦୦ ଦିନ ମଧ୍ୟରେ କ'ଣ କାମ କରିବାକୁ ପଡ଼ିବ ଏବଂ କ'ଣ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ସେ ନେଇ ଆମେ ନିରନ୍ତର କାର୍ଯ୍ୟ କରିଛୁ।The jungle raj of the RJD pushed Bihar back for decades: PM Modi in Muzaffarpur
May 13th, 10:51 am
In his second rally of the day in Muzaffarpur, PM Modi remarked, “This is a country's election, a choice to elect the country's leadership. The country does not want a weak, cowardly, and unstable government like the Congress. You can imagine... these are such frightened people, even in their dreams, they see Pakistan's nuclear bombs coming. Congress leaders, and leaders of the 'INDI Alliance,' what kind of statements are they making? Saying that Pakistan hasn't worn bangles. Someone is giving Pakistan a clean chit in the Mumbai attacks. Someone is questioning surgical and air strikes... Leftists even want to eliminate India's nuclear weapons altogether. Can such selfish people make tough decisions for national security? Can such parties build a strong India?”PM Modi energizes crowds in Hajipur, Muzaffarpur and Saran, Bihar, with his powerful words
May 13th, 10:30 am
Hajipur, Muzaffarpur and Saran welcomed Prime Minister Narendra Modi with great enthusiasm, today. Addressing the massive gathering in Bihar, PM Modi emphasized BJP’s unwavering dedication to building a Viksit Bharat and Viksit Bihar. He assured equal participation in decision-making for all.Today, the youth of my village are social media heroes: PM Modi in Lohardaga
May 04th, 11:00 am
Prime Minister Narendra Modi addressed massive gathering Lohardaga, Jharkhand, where he highlighted the achievements of his government and warned against the dangers posed by the Congress and its allies. Speaking to the enthusiastic crowd, PM Modi emphasized the significance of each vote and the transformative impact it can have on the nation.Modi was born not for pleasure but for a mission: PM Modi in Palamu
May 04th, 11:00 am
Prime Minister Narendra Modi addressed a massive gathering in Palamu, Jharkhand, where he highlighted the achievements of his government and warned against the dangers posed by the Congress and its allies. Speaking to the enthusiastic crowd, PM Modi emphasized the significance of each vote and the transformative impact it can have on the nation.PM Modi addresses public meetings in Palamu & Lohardaga, Jharkhand
May 04th, 10:45 am
Prime Minister Narendra Modi addressed massive gatherings in Palamu and Lohardaga, Jharkhand, where he highlighted the achievements of his government and warned against the dangers posed by the Congress and its allies. Speaking to the enthusiastic crowd, PM Modi emphasized the significance of each vote and the transformative impact it can have on the nation.