ଜି7 ଶିଖର ସମ୍ମିଳନୀର ଦ୍ବିତୀୟ ଦିନରେ ଦୁଇଟି ଅଧିବେଶରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
June 13th, 08:06 pm
ଜି7 ଶିଖର ସମ୍ମିଳନୀର ଜନସମ୍ପର୍କ ଅଧିବେଶନର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନଗୁଡ଼ିକର ଶୀର୍ଷକ ଥିଲା ‘ମିଳିତ ଭାବେ ନିର୍ମାଣ କରିବା-ମୁକ୍ତ ସମାଜ ଓ ଅର୍ଥବ୍ୟବସ୍ଥା’ ଏବଂ ‘ସବୁଜ: ଜଳବାୟୁ ଓ ପ୍ରକୃତି ନିର୍ମାଣ କରିବା’।India - Vietnam Joint Vision for Peace, Prosperity and People
December 21st, 04:50 pm
PM Narendra Modi and PM Nguyen Xuan Phuc of Vietnam co-chaired a virtual summit on 21 December 2020, during which they exchanged views on wide-ranging bilateral, regional and global issues and set forth the 'Joint Vision for Peace, Prosperity and People' to guide the future development of India-Vietnam Comprehensive Strategic Partnership.ଫଳାଫଳର ତାଲିକା : ଭାରତ-ଭିଏତନାମ ଭର୍ଚୁଆଲ ଶିଖର ସମ୍ମିଳନୀ (ଡିସେମ୍ବର 21, 2020)
December 21st, 04:40 pm
ଫଳାଫଳର ତାଲିକା : ଭାରତ-ଭିଏତନାମ ଭର୍ଚୁଆଲ ଶିଖର ସମ୍ମିଳନୀ (ଡିସେମ୍ବର 21, 2020)India-Vietnam Leaders’ Virtual Summit
December 21st, 04:26 pm
Prime Minister Narendra Modi held a virtual summit with PM Nguyen Xuan Phuc of Vietnam. The two Prime Ministers reviewed ongoing bilateral cooperation initiatives, and also discussed regional and global issues. A ‘Joint Vision for Peace, Prosperity and People’ document was adopted during the Summit, to guide the future development of the India-Vietnam Comprehensive Strategic Partnership.List of MoUs/Agreements signed during the India-Bangladesh Virtual Summit
December 17th, 03:58 pm
List of MoUs/Agreements signed during the India-Bangladesh Virtual SummitBangladesh continues to be one of the significant pillars of India's 'Neighbourhood First' policy: PM
December 17th, 11:04 am
PM Narendra Modi held virtual bilateral meeting with Bangladesh PM Sheikh Hasina. In his remarks, PM Modi said that Bangladesh continues to be one of the significant pillars of India’s ‘Neighbourhood First’ policy. Both the leaders inaugurated the Chilahati-Haldibari rail link between India and& Bangladesh, released a commemorative stamp honouring Bangabandhu and launched a digital exhibition showcasing the achievements of Mahatma Gandhi and Sheikh Mujibur Rahman.PM Modi, Bangladesh PM hold virtual bilateral meeting
December 17th, 11:03 am
PM Narendra Modi held virtual bilateral meeting with Bangladesh PM Sheikh Hasina. In his remarks, PM Modi said that Bangladesh continues to be one of the significant pillars of India’s ‘Neighbourhood First’ policy. Both the leaders inaugurated the Chilahati-Haldibari rail link between India and& Bangladesh, released a commemorative stamp honouring Bangabandhu and launched a digital exhibition showcasing the achievements of Mahatma Gandhi and Sheikh Mujibur Rahman.Virtual Summit between Prime Minister Shri Narendra Modi and Prime Minister of Bangladesh H.E. Sheikh Hasina
December 14th, 10:32 am
A Virtual Summit will be held between Prime Minister Shri Narendra Modi and Prime Minister of Bangladesh H.E. Sheikh Hasina on 17 December 2020.India is not only on track to achieve its Paris Agreement targets but to exceed them beyond expectations: PM
December 12th, 08:45 pm
PM Narendra Modi addressed the Climate Ambition Summit 2020 via video conferencing. In his remarks, PM Modi said, India is not only on track to achieve its Paris Agreement targets but to exceed them beyond expectations.PM Modi addresses Global Climate Ambition Summit
December 12th, 08:37 pm
PM Narendra Modi addressed the Climate Ambition Summit 2020 via video conferencing. In his remarks, PM Modi said, India is not only on track to achieve its Paris Agreement targets but to exceed them beyond expectations.PM to deliver Keynote address at IIT 2020 Global Summit on 4th December
December 03rd, 10:07 pm
Prime Minister Shri Narendra Modi will be delivering a keynote address at the IIT-2020 Global Summit, organised by PanIIT USA, on 4th December 2020 at 09:30 PM.ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 22nd, 06:24 pm
ଆଜି ଆମେ ଆମ ନାଗରିକ ଓ ଅର୍ଥନିତୀକୁ ବୈଶ୍ଵିକ ମହାମାରୀରୁ ରକ୍ଷା କରିବା ଉପରେ ଗୁରୁତ୍ଵାରୋପ କରୁଛେ । ଜଳବାୟୁ ପରିବର୍ତ୍ତନ ନେଇ ଧ୍ୟାନଦେବା ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଜଳବାୟୁ ପରିବର୍ତ୍ତନ ନେଇ ଏକାକୀ ନୁହେଁ ବରଂ ସାମଗ୍ରିକ ଦୃଷ୍ଟିକୋଣ ଆବଶ୍ୟକ । ପରିବେଶ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନେଇ ଆମର ପାରମ୍ପରିକ ବିଚାରଧାରାର ଅନୁସରଣ ତଥା ମୋ ସରକାରର ଅଙ୍ଗୀକାରବଦ୍ଧତାକୁ ପାଥେୟ କରି ଭାରତ ବର୍ଷ ଅଙ୍ଗାରକାମ୍ଳ ହ୍ରାସ ଓ ପରିବେଶକୁ ସୁହାଇବା ଭଳି ବିକାଶମୁଖୀ ପଦକ୍ଷେପମାନ ନେଇଛି ।ଜି20 ନେତାଙ୍କ 15ତମ ଶିଖର ସମ୍ମିଳନୀ
November 22nd, 06:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 21-22 ନଭେମ୍ବର, 2020ରେ ସାଉଦୀ ଆରବ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପଞ୍ଚଦଶ ଜି-20 ଶିଖର ସମ୍ମିଳନୀ ଅଂଶଗ୍ରହଣ କରିଥିଲେ। ଜି-20 ଶିଖର ସମ୍ମିଳନୀ ଦ୍ୱିତୀୟ ଦିନର ଏଜେଣ୍ଡା ଏକ ସମାବେଶୀ, ସ୍ଥାୟୀ ଓ ଉନ୍ନତ ଭବିଷ୍ୟତ ନିର୍ମାଣ ଏବଂ ପୃଥିବୀକୁ ସୁରକ୍ଷିତ ରଖିବାକୁ ନେଇ ଏକ ସାଇଡ ଇଭେଣ୍ଟ ଉପରେ କେନ୍ଦ୍ରିତ ଥିଲା।ଭାରତ-ଲକ୍ସମବର୍ଗ ଭର୍ଚୁଆଲ ଦ୍ୱିପାକ୍ଷିକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ବକ୍ତବ୍ୟ
November 19th, 06:10 pm
ସର୍ବପ୍ରଥମେ ମୁଁ କୋଭିଡ଼୍-19 ମହାମାରୀରେ ଲକ୍ସମବର୍ଗରେ ହୋଇଥିବା ଜନ ଜୀବନହାନୀ ପାଇଁ ମୋ ତରଫରୁ ଓ 130 କୋଟି ଭାରତବାସୀଙ୍କ ତରଫରୁ ସମ୍ବେଦନା ପ୍ରକଟ କରୁଛି । ଆଉ ଏହି କଠିନ ସମୟରେ ଆପଣମାନଙ୍କର କୁଶଳ ନେତୃତ୍ୱକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ମହାମହିମ ଜାଭିଏର ବେଟେଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ
November 19th, 05:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ମହାମହିମ ଜାଭିଏର ବେଟେଲଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ-19 ଯୋଗୁଁ ବହୁମୂଲ୍ୟ ଜୀବନହାନୀ ଘଟିଥିବା ନେଇ ଲକ୍ସମବର୍ଗ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଶୋକ ବ୍ୟକ୍ତ କରିଥିବା ବେଳେ ପରିସ୍ଥିତିର ସୁପରିଚାଳନା ନେଇ ଜାଭିଏର ବେଟେଲ ଶ୍ରୀ ମୋଦୀଙ୍କୁ ସାଧୁବାଦ ଜଣାଇଛନ୍ତି । କୋଭିଡ ପରବର୍ତ୍ତୀ ସମୟରେ ଭାରତ–ଲକ୍ସମବର୍ଗ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ନେଇ ଦୁଇ ନେତା ମତ ବିନିମୟ କରିଥିଲେ । ବିଶେଷକରି ଆର୍ଥିକ ବୈଷୟିକଜ୍ଞାନ, ପରିବେଶ, ମହାକାଶ ଗବେଷଣା, ଡିଜିଟାଲ ଇନୋଭେସନ ଓ ଷ୍ଟାର୍ଟ ଅପ ନେଇ ମୁଖ୍ୟତଃ ଏହି ଆଲୋଚନା ହୋଇଥିଲା । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ରାଜିନାମାର ସଫଳ ସମାପ୍ତିକୁ ସ୍ଵାଗତ କରିଥିଲେ । ଏଥିରେ ଉଭୟ ଦେଶର ଆର୍ଥିକ ଓ ବଜାର ନିୟନ୍ତ୍ରଣ, ଷ୍ଟକ ଏକ୍ସଚେଞ୍ଜ ଏବଂ ଉଦ୍ଭାବନ ସଂସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ ।ବେଙ୍ଗାଲୁରୁ ପ୍ରଯୁକ୍ତି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 19th, 11:01 am
ମୋ କ୍ୟାବିନେଟ ସହକର୍ମୀ ଶ୍ରୀ ରବିଶଙ୍କର ପ୍ରସାଦ ଜୀ, କର୍ଣ୍ଣାକଟ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରାପ୍ପା ଜୀ ଏବଂ ପ୍ରଯୁକ୍ତି ଜଗତର ମୋ ପ୍ରିୟ ବନ୍ଧୁଗଣ । ଏକଥା ସତ୍ୟ ଯେ, ପ୍ରଯୁକ୍ତି ବିଦ୍ୟା ଏହି ପ୍ରଯୁକ୍ତି ଶିଖର ସମ୍ମିଳନୀକୁ ଆୟୋଜନ କରିବାରେ ବିଶେଷ ସହାୟକ ହୋଇଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବେଙ୍ଗାଲୁରୁ ପ୍ରଯୁକ୍ତି ଶିଖର ସମ୍ମିଳନୀ ଉଦଘାଟି
November 19th, 11:00 am
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ତଥ୍ୟ ବିଶ୍ଳେଷଣକୁ ଆଧାର କରି ଦକ୍ଷତା ସହ ସେବା ଯୋଗାଇ ଦେଇ ପାରିଛନ୍ତି । ବୈଷୟିକ ଜ୍ଞାନ ବା ପ୍ରଯୁକ୍ତି ବିଦ୍ୟା ଯୋଗୁ ଯୋଜନା ଗୁଡିକ ଫାଇଲ ମଧ୍ୟରେ ସୀମାବଦ୍ଧ ନହୋଇ ଦ୍ରୁତ ଗତିରେ ଜନସାଧାରଣଙ୍କ ବିକାଶରେ ସହାୟକ ହୋଇପାରିଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଆମେ ସମସ୍ତଙ୍କୁ ବିଜୁଳି ଶକ୍ତି ଯୋଗାଇ ଦେଇଛୁ । ଟୋଲବୁଥ ଗୁଡିକୁ ଗତିଶୀଳ କରିବା ସହ ଖୁବ କମ ସମୟ ମଧ୍ୟରେ ବିଶାଳ ଜନସଂଖ୍ୟାଙ୍କ ମଧ୍ୟରେ ଟୀକାକରଣ ପାଇଁ ଆମକୁ ସାହସ ମିଳିଛି ।ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ
November 17th, 08:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା 19 ନଭେମ୍ବର 2020ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ ।Finalisation of the BRICS Counter Terrorism Strategy an important achievement: PM
November 17th, 05:03 pm
In his intervention during the BRICS virtual summit, PM Narendra Modi expressed his contentment about the finalisation of the BRICS Counter Terrorism Strategy. He said it is an important achievement and suggested that NSAs of BRICS member countries discuss a Counter Terrorism Action Plan.ଭର୍ଚୁଆଲ ବ୍ରିକ୍ସ ଶିଖର ସମ୍ମିଳନୀ-2020ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
November 17th, 05:02 pm
ଚଳିତ ବର୍ଷର ଶିଖର ସମ୍ମିଳନୀର ବିଷୟବସ୍ତୁ-“ ବୈଶ୍ୱିକ ସ୍ଥିରତା ଲାଗି ବ୍ରିକ୍ସ ସହଭାଗିତା, ସହଭାଗୀ ନିରାପତ୍ତା ଏବଂ ଅଭିନବ ଅଭିବୃଦ୍ଧି” ପ୍ରାସଙ୍ଗିକ ଏବଂ ଦୂରଦର୍ଶୀ। ବିଶ୍ୱ ରେ ଗୁରୁତ୍ୱପୂର୍ଣ୍ଣ ଜିଓ–ରଣନୈତିକ ପରିବର୍ତ୍ତନ ଆସୁଛି, ଯାହାର ପ୍ରଭାବ ସ୍ଥିରତା, ସୁରକ୍ଷା ଏବଂ ଅଭିବୃଦ୍ଧି ଉପରେ ପଡ଼ିଚାଲିବ, ଏବଂ ଏହି ତିନୋଟି କ୍ଷେତ୍ରରେ ବ୍ରିକ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।