ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
July 03rd, 12:45 pm
ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଧନ୍ୟବାଦ ଜଣାଇବା ପାଇଁ ମୁଁ ମଧ୍ୟ ଏହି ଆଲୋଚନାରେ ଯୋଗ ଦେଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶବାସୀଙ୍କ ପାଇଁ ପ୍ରେରଣା ଥିଲା, ପ୍ରୋତ୍ସାହନ ମଧ୍ୟ ମିଳିଥିଲା ଏବଂ ଏକ ପ୍ରକାରରେ ସତ୍ୟର ମାର୍ଗକୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
July 03rd, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି ।PM Modi attends News18 Rising Bharat Summit
March 20th, 08:00 pm
Prime Minister Narendra Modi attended and addressed News 18 Rising Bharat Summit. At this time, the heat of the election is at its peak. The dates have been announced. Many people have expressed their opinions in this summit of yours. The atmosphere is set for debate. And this is the beauty of democracy. Election campaigning is in full swing in the country. The government is keeping a report card for its 10-year performance. We are charting the roadmap for the next 25 years. And planning the first 100 days of our third term, said PM Modi.ସଶକ୍ତ ନାରୀ-ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 11th, 10:30 am
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଗିରିରାଜ ସିଂହ ଜୀ, ଶ୍ରୀ ଅର୍ଜୁନ ମୁଣ୍ଡାଜୀ, ଶ୍ରୀ ମନସୁଖ ମାଣ୍ଡଭିୟ ଜୀ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଏଠାକୁ ଆସିଥିବା ଲକ୍ଷ ଲକ୍ଷ ଦିଦି ଯେଉଁମାନେ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି ଏବଂ ଆପଣମାନଙ୍କ ସହିତ ଭିଡିଓ ମାଧ୍ୟମରେ ମଧ୍ୟ ଦେଶର ଲକ୍ଷ ଲକ୍ଷ ଦିଦି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣସମସ୍ତଙ୍କୁ ସ୍ୱାଗତ କରୁଛି, ଶୁଭେଚ୍ଛା ଜଣାଉଛି । ଏବଂ ମୁଁ ଏହି ହଲରେ ଦେଖିପାରୁଛି ଯେ ବୋଧହୁଏ ଏହା ଏକ ମିନି ଇଣ୍ଡିଆ । ଏଠାରେ ଭାରତର ପ୍ରତ୍ୟେକ ଭାଷା ଓ କୋଣ ଅନୁକୋଣରୁ ଲୋକ ଦେଖିବାକୁ ମିଳିଥାନ୍ତି । ତେଣୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।ସଶକ୍ତ ନାରୀ – ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 11th, 10:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଶକ୍ତ ନାରୀ - ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ନୂଆଦିଲ୍ଲୀର ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ନମୋ ଡ୍ରୋନ୍ ଦିଦିମାନଙ୍କ ଦ୍ୱାରା କରାଯାଇଥିବା କୃଷି ଡ୍ରୋନ୍ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଦେଶର ୧୦ଟି ଭିନ୍ନ ଭିନ୍ନ ସ୍ଥାନରୁ ନମୋ ଡ୍ରୋନ୍ ଦିଦିମାନେ ମଧ୍ୟ ଏକାସାଙ୍ଗରେ ଡ୍ରୋନ୍ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୦୦୦ ନମୋ ଡ୍ରୋନ ଦିଦିଙ୍କୁ ଡ୍ରୋନ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରେ ବ୍ୟାଙ୍କମାନଙ୍କ ଦ୍ୱାରା ସ୍ଥାପିତ ବ୍ୟାଙ୍କ ଲିଙ୍କେଜ୍ କ୍ୟାମ୍ପ ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି)ମାନଙ୍କୁ ରିହାତି ସୁଧ ହାରରେ ପ୍ରାୟ ୮,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପାଖାପାଖି ୨,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପାଣ୍ଠି ମଧ୍ୟ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ନଭି ମୁମ୍ବାଇରେ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 08:36 pm
ମୁମ୍ବାଇ ଏବଂ ମହାରାଷ୍ଟ୍ର ସହିତ ''ବିକଶିତ ଭାରତ'ର ସଂକଳ୍ପ ପାଇଁ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ଦିନ । ଯଦିଓ ପ୍ରଗତିର ଏହି ଉତ୍ସବ ମୁମ୍ବାଇରେ ଚାଲିଛି, ତଥାପି ଏହାର ପ୍ରଭାବ ସମଗ୍ର ଦେଶରେ ଦେଖିବାକୁ ମିଳୁଛି । ଆଜି ଏହି ଦେଶରେ ବିଶ୍ୱର ଅନ୍ୟତମ ବୃହତ୍ତମ ସାମୁଦ୍ରିକ ସେତୁ ଅଟଳ ସେତୁ ରହିଛି । ଏହା ଆମର ସଂକଳ୍ପର ପ୍ରମାଣ ଯେ ଆମେ ସମୁଦ୍ରକୁ ମଧ୍ୟ ସାମ୍ନା କରିପାରିବା ଏବଂ ଭାରତର ବିକାଶ ପାଇଁ ଲହରୀକୁ ମଧ୍ୟ ଜିତିପାରିବା | ଆଜିର ଏହି କାର୍ଯ୍ୟକ୍ରମ ସଂକଳ୍ପରୁ ସିଦ୍ଧିର ମଧ୍ୟ ପ୍ରମାଣ ଅଟେ।ମହାରାଷ୍ଟ୍ରର ନଭି ମୁମ୍ବାଇରେ ୧୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
January 12th, 04:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନଭି ମୁମ୍ବାଇରେ ୧୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ୧୭,୮୪୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଅଟଳ ବିହାରୀ ବାଜପେୟୀ ସେଓ୍ଵା ସେଓ୍ଵା ଶେଭା ଅଟଳ ସେତୁର ଉଦଘାଟନ କରିଥିଲେ। ଆଜି ଉଦଘାଟନ ହେଉଥିବା ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡ଼କ ଓ ରେଳ ସଂଯୋଗ, ପାନୀୟ ଜଳ, ରତ୍ନ ଓ ଅଳଙ୍କାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ର ଅନ୍ତର୍ଭୁକ୍ତ।‘Modi Ki Guarantee’ vehicle is now reaching all parts of the country: PM Modi
December 16th, 08:08 pm
PM Modi interacted and addressed the beneficiaries of the Viksit Bharat Sankalp Yatra via video conferencing. Addressing the gathering, the Prime Minister expressed gratitude for getting the opportunity to flag off the Viksit Bharat Sankalp Yatra in the five states of Rajasthan, Madhya Pradesh, Chhattisgarh, Telangana and Mizoram, and remarked that the ‘Modi Ki Guarantee’ vehicle is now reaching all parts of the countryବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
December 16th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।PM Modi addresses the Nari Shakti Vandan Abhinandan Karyakram in Vadodara
September 27th, 03:39 pm
Prime Minister Narendra Modi addressed the Nari Shakti Vandan Abhinandan Karyakram in Vadodara. Speaking at the event, PM Modi said, “Ever since the day the 'Narishakti Vandan Adhiniyam' was passed by the Parliament, I was eager to visit Gujarat and especially Vadodara. Vadodara has taken care of me in my life, like a mother takes care of her child. Therefore, today I have come especially to meet my mothers and sisters of Vadodara.”PM Modi addresses the Nari Shakti Vandan Abhinandan Karyakram in Ahmedabad
September 26th, 07:53 pm
Addressing the Nari Shakti Vandan Abhinandan Karyakram in Ahmedabad, Prime Minister Narendra Modi hailed the passage of the Nari Shakti Vandan Adhiniyam, seeking to reserve 33% of seats in Lok Sabha and state Assemblies for women. Speaking to the women in the event, PM Modi said, “Your brother has done one more thing in Delhi to increase the trust with which you had sent me to Delhi. Nari Shakti Vandan Adhiniyam, i.e. guarantee of increasing representation of women from Assembly to Lok Sabha.”Passage of Nari Shakti Vandan Adhiniyam, a significant milestone in promoting women-led development: PM Modi
September 22nd, 11:30 am
Addressing the Nari Shakti Vandan-Abhinandan Karyakram at BJP Headquarters, Prime Minister Narendra Modi hailed the unanimous passage of the women reservation bill, titled Nari Shakti Vandan Adhiniyam, as a historic moment and congratulated fellow citizens. He said, “A special moment for the nation, a special day for BJP karyakartas. Women's confidence soars, as mothers, sisters, and daughters across the country celebrate today.PM Modi attends the ‘Nari Shakti Vandan-Abhinandan Karyakram’ at BJP HQ in Delhi
September 22nd, 11:11 am
Addressing the Nari Shakti Vandan-Abhinandan Karyakram at BJP Headquarters, Prime Minister Narendra Modi hailed the unanimous passage of the women reservation bill, titled Nari Shakti Vandan Adhiniyam, as a historic moment and congratulated fellow citizens. He said, “A special moment for the nation, a special day for BJP karyakartas. Women's confidence soars, as mothers, sisters, and daughters across the country celebrate today.ମଧ୍ୟପ୍ରଦେଶର ସାଗର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 12th, 04:42 pm
କାର୍ଯ୍ୟକ୍ରମରେ ଉପସ୍ଥିତ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ ଚୌହାନ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ବିରେନ୍ଦ୍ର ଖଟୀକ ମହାଶୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ପ୍ରହ୍ଲାଦ ପଟେଲ ମହାଶୟ, ମଧ୍ୟପ୍ରଦେଶ ସରକାରଙ୍କର ମନ୍ତ୍ରୀଗଣ, ସମସ୍ତ ସାଂସଦ, ଭିନ୍ନ- ଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପୂଜ୍ୟ ସନ୍ଥଗଣ ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ ।ମଧ୍ୟପ୍ରଦେଶର ସାଗରରେ ରାଷ୍ଟ୍ର ବିକାଶ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
August 12th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ସାଗରରେ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଏହାକୁ ଦେଶ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। 100 କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ମେମୋରିଆଲର ମୂଳଦୁଆ ପକାଇବା, 1580 କୋଟିରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଦୁଇଟି ସଡକ ପ୍ରକଳ୍ପ ଏବଂ ଦେଶକୁ କୋଟା-ବିନା ରେଳ ମାର୍ଗର ଦୋହରୀକରଣ 2475 କୋଟିରୁ ଅଧିକ ମୂଲ୍ୟରେ ବିକଶିତ କରାଯାଇଛି ଓ ଦେଶ ପାଇଁ ଉତ୍ସର୍ଗ କରାଯାଇଛି।‘ତୁମ୍କୁରୁ ଇଣ୍ଡଷ୍ଟ୍ରିଆଲ ଟାଉନସିପ’ର ଭିତିପ୍ରସ୍ତର ସ୍ଥାପନ ଏବଂ କର୍ଣ୍ଣାଟକର ତୁମ୍କୁରୁରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନର ମୂଳ ପାଠ
February 06th, 04:20 pm
କର୍ଣ୍ଣାଟକ ସନ୍ଥ ଋଷି ଓ ମନିଷୀମାନଙ୍କର ଭୂମି ଅଟେ । ଆଧ୍ୟାତ୍ମ, ଜ୍ଞାନ- ବିଜ୍ଞାନର ମହାନ ଭାରତୀୟ ପରମ୍ପରାକୁ କର୍ଣ୍ଣାଟକ ସର୍ବଦା ସଶକ୍ତ କରିଛି । ଏଥିରେ ମଧ୍ୟ ତୁମ୍କୁରୁର ବିଶେଷ ସ୍ଥାନ ରହିଛି । ସିଦ୍ଧ ଗଙ୍ଗା ମଠର ଏଥିରେ ବହୁତ ବଡ ଭୂମିକା ରହିଛି । ପୂଜ୍ୟ ଶିବକୁମାର ସ୍ୱାମୀ ଜୀ ଉତରାଧିକାର ସ୍ୱରୂପ ଯେଉଁ ‘ତ୍ରିବିଧା ଦସୋହୀ’ ଅର୍ଥାତ୍ “ଅନ୍ନା” “ଅକ୍ଷରା” ଏବଂ “ଆସରେ” ଛାଡି ଯାଇଛନ୍ତି ତାକୁ ଆଜି ଶ୍ରୀ ସିଦ୍ଧଲିଙ୍ଗା ମହାସ୍ୱାମୀ ଜୀ ଆଗକୁ ବଢାଉଛନ୍ତି । ମୁଁ ପୂଜ୍ୟ ସନ୍ଥମାନଙ୍କୁ ପ୍ରଣାମ କରୁଛି । ଗୁବ୍ବିସ୍ଥିତ ଶ୍ରୀ ଚିଦମ୍ବରା ଆଶ୍ରମ ଏବଂ ଭଗବାନ ଚନ୍ନବଶ୍ୱେଶ୍ୱରଙ୍କୁ ମଧ୍ୟ ମୁଁ ପ୍ରଣିପାତ କରୁଛି!ତୁମକୁରୁରେ ହାଲ୍ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
February 06th, 04:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୁମକୁରୁରେ ହାଲ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ତୁମକୁରୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଏବଂ ତୁମକୁରୁର ତିପତୁର ଏବଂ ଚିକ୍କନାୟାକାନାହଲ୍ଲୀ ଠାରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ସୁବିଧା ଏବଂ ହ୍ୟାଙ୍ଗରକୁ ଯିବା ସହିତ ହାଲୁକା ହେଲିକାପ୍ଟରକୁ ଉନ୍ମୋଚନ କରିଥିଲେ ।Congress is a guarantee of instability: PM Modi
November 09th, 09:26 pm
Prime Minister Narendra Modi today; addressed public meetings in Chambi Himachal Pradesh. PM Modi started his first address at Chambi by highlighting that Himachal, today, is in an important stage of development and, thus, it needs a stable and strong government.PM Modi addresses public meetings in Chambi & Sujanpur, Himachal Pradesh
November 09th, 11:00 am
Prime Minister Narendra Modi today; addressed public meetings in Chambi & Sujanpur, Himachal Pradesh. PM Modi started his first address at Chambi by highlighting that Himachal, today, is in an important stage of development and, thus, it needs a stable and strong government.Start-ups are reflecting the spirit of New India: PM Modi during Mann Ki Baat
May 29th, 11:30 am
During Mann Ki Baat, Prime Minister Narendra Modi expressed his joy over India creating 100 unicorns. PM Modi said that start-ups were reflecting the spirit of New India and he applauded the mentors who had dedicated themselves to promote start-ups. PM Modi also shared thoughts on Yoga Day, his recent Japan visit and cleanliness.