ରାଜସ୍ଥାନର ପୋଖରାନରେ ' ଭାରତ ଶକ୍ତି ଅଭ୍ୟାସ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 12th, 02:15 pm

ଆଜି ଆମେ ଏଠାରେ ଯେଉଁ ଦୃଶ୍ୟ ଦେଖିଛୁ, ଆମ ତିନି ସେନାର ବୀରତ୍ୱ ଆଶ୍ଚର୍ଯ୍ୟଜନକ । ଆକାଶରେ ଏହି ଗର୍ଜନ... ମାଟିରେ ଏହି ସାହସିକତା... ଏହି ବିଜୟ ଚିତ୍କାର ସବୁ ଦିଗରେ ଗୁଞ୍ଜରିତ ହୋଇଥିଲା... ଏହା ହେଉଛି ଏକ ନୂତନ ଭାରତର ଆହ୍ୱାନ । ଆଜି ଆମର ପୋଖରାନ ପୁଣି ଥରେ ଭାରତର ଆତ୍ମନିର୍ଭରଶୀଳତା, ଭାରତର ଆତ୍ମବିଶ୍ୱାସ ଏବଂ ଭାରତର ଆତ୍ମଗର୍ବର ଏହି ତ୍ରିମୂର୍ତ୍ତିର ସାକ୍ଷୀ ପାଲଟିଛି । ଏହା ହେଉଛି ପୋଖରାନ, ଯାହା ଭାରତର ପରମାଣୁ ଶକ୍ତିର ସାକ୍ଷୀ ହୋଇଛି ଏବଂ ଏଠାରେ ଆମେ ସ୍ୱଦେଶୀକରଣଠାରୁ ଆରମ୍ଭ କରି ସଶକ୍ତୀକରଣ ପର୍ଯ୍ୟନ୍ତ ଏହାର ଶକ୍ତି ମଧ୍ୟ ଦେଖୁଛୁ । ଆଜି ଭାରତ ଶକ୍ତିର ଏହି ପର୍ବ ବୀରତ୍ୱର ଭୂମି ରାଜସ୍ଥାନରେ ଅନୁଷ୍ଠିତ ହେଉଛି, କିନ୍ତୁ ଏହାର ଶବ୍ଦ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଶୁଣିବାକୁ ମିଳୁଛି ।

'ଭାରତ ଶକ୍ତି' - ରାଜସ୍ଥାନର ପୋଖରାନରେ ଏକ ତ୍ରି-ସେବା ଫାୟାରିଂ ଏବଂ ଶକ୍ତି ଦକ୍ଷତା ଅଭ୍ୟାସ ସମୟରେ ଉପସ୍ଥିତ ରହିଥିଲେ ପ୍ରଧାନମନ୍ତ୍ରୀ

March 12th, 01:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ପୋଖରାନଠାରେ ତ୍ରି-ସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ ଦେଖିଥିଲେ । ଦେଶର ଆତ୍ମନିର୍ଭର ଭାରତ ଅଭିଯାନକୁ ଆଧାର କରି 'ଭାରତ ଶକ୍ତି' ଦେଶର ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ପ୍ଲାଟଫର୍ମ ପ୍ରଦର୍ଶନ କରିବ ।

ଲାକ୍ଷାଦ୍ୱୀପର କବର୍ତ୍ତୀରେ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 03rd, 12:00 pm

ଲାକ୍ଷାଦ୍ୱୀପର ପ୍ରଶାସକ ଶ୍ରୀ ପ୍ରଫୁଲ୍ଲ ପଟେଲ ଜୀ, ସ୍ଥାନୀୟ ସାଂସଦ ଏବଂ ଲାକ୍ଷାଦ୍ୱୀପରେ ଥିବା ମୋର ସମସ୍ତ ପରିବାର ସଦସ୍ୟମାନଙ୍କୁ ଅଭିନନ୍ଦନ! ନମସ୍କାର!

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ କାଳରେ କାଭାରାଟି ଠାରେ ୧୧୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

January 03rd, 11:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩.୦୧.୨୦୨୪) ଲାକ୍ଷାଦ୍ୱୀପର କାଭାରାଟିଠାରେ ୧୧୦୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରଯୁକ୍ତି, ଶକ୍ତି, ଜଳସମ୍ପଦ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ର ଅନ୍ତର୍ଭୁକ୍ତ ।

ଡିସେମ୍ବର ୪ ତାରିଖରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତରେ ଯିବେ

December 02nd, 04:06 pm

ଡିସେମ୍ବର ୪, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ପରିଦର୍ଶନରେ ଯିବେ। ଅପରାହ୍ଣ ପ୍ରାୟ ୪ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗରେ ପହଂଚି ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ ପରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗ ଠାରେ ନୌସେନା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ନୌସେନା ଜାହାଜ, ବୁଡ଼ାଜାହାଜ, ବିମାନ ଓ ସ୍ବତନ୍ତ୍ର ବାହିନୀର ପରୀକ୍ଷାମୂଳକ ପ୍ରଦର୍ଶନ ପ୍ରସ୍ତୁତିକୁ ସିନ୍ଧୁ ଦୁର୍ଗର ତାରକାର୍ଲ ବେଳାଭୂମିରୁ ଅବଲୋକନ କରିବେ।

କେରଳର କୋଚିଠାରେ ଆଇଏନଏସ ବିକ୍ରାନ୍ତର ଶୁଭ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

September 02nd, 01:37 pm

ଏହି ଐତିହାସିକ କାର୍ଯ୍ୟକ୍ରମରେ ଉପସ୍ଥିତ କେରଳର ରାଜ୍ୟପାଳ ଶ୍ରୀମାନ ଅରିଫ୍ ମହମ୍ମଦ ଖାନ୍‌, କେରଳର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ପିନାରାଇ ବିଜୟନଜୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ୍ ରାଜନାଥ ସିଂହଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସହଯୋଗୀଗଣ, ଚିଫ୍ ଅଫ୍ ନାଭାଲ ଷ୍ଟାଫ୍ ଆଡମିରାଲ ଆର ହରିକୁମାରଜୀ, କୋଚିନ ସିପ୍‌ୟାର୍ଡର ପରିଚାଳନା ନିର୍ଦ୍ଦେଶକ, ସମସ୍ତ ବିଶିଷ୍ଟ ଗଣ୍ୟମାନ୍ୟ ଅତିଥିବୃନ୍ଦ ଏବଂ ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ମୋର ପ୍ରିୟ ଦେଶବାସୀଗଣ !

ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

September 02nd, 09:46 am

ପ୍ରଧାନମନ୍ତ୍ରୀ ଆଜି ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶବାଦ କାଳର ନୌସେନା ପତାକା ବଦଳରେ ଭାରତୀୟ ସାମୁଦ୍ରିକ ଐତିହ୍ୟ ଦ୍ୱାରା ସମୃଦ୍ଧ ନୂତନ ପତାକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ କେରଳର ଉପକୂଳ, ଭାରତ ଓ ପ୍ରତ୍ୟେକ ଭାରତୀୟ ଆଜି ଏକ ନୂତନ ଭବିଷ୍ୟତର ସୂର୍ୟୋଦୟ ଅବଲୋକନ କରୁଛନ୍ତି ।

ନୂଆଦିଲ୍ଲୀ ଠାରେ ଏନଆଇଆଇଓ ଆଲୋଚନାଚକ୍ର ସ୍ୱାବଲମ୍ବନ’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

July 18th, 04:31 pm

ଭାରତୀୟ ସୈନ୍ୟବାହିନୀରେ ଆତ୍ମନିର୍ଭରତାର ଲକ୍ଷ୍ୟ, ଏକବିଂଶ ଶତାବ୍ଦୀର ଭାରତ ପାଇଁ ବହୁତ ଜରୁରୀ ଅଟେ, ବହୁତ ଅନିବାର୍ଯ୍ୟ ଅଟେ । ଆତ୍ମନିର୍ଭର ନୌସେନା ପାଇଁ ପ୍ରଥମେ ସ୍ୱାବଲମ୍ବନ ଆଲୋଚନାଚକ୍ରର ଆୟୋଜନ ହେବା, ମୁଁ ବୁଝିପାରୁଛି ଯେ ଏହା ନିଜେ ଗୋଟିଏ ବହୁତ ବଡ଼ ମହତ୍ୱପୂର୍ଣ୍ଣ କଥା ଅଟେ ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ଏବଂ ଏଥିପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ପ୍ରଧାନମନ୍ତ୍ରୀଙ୍କ ଏନ୍‌ଆଇଆଇଓ ଆଲୋଚନା ଚକ୍ର ‘ସ୍ୱାବଲମ୍ବନ’ରେ ଅଭିଭାଷଣ

July 18th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ NIIO (ନୌସେନା ନବୋନ୍ମେଷ ଏବଂ ସ୍ୱଦେଶୀକରଣ ସଂଗଠନ) ଆଲୋଚନାଚକ୍ର ‘ସ୍ୱାବଲମ୍ବନ’ର ଅଭିଭାଷଣ ପ୍ରଦାନ କରିଛନ୍ତି ।

Submarine OFC project connecting Andaman-Nicobar to rest of the world is a symbol of our commitment towards ease of living: PM

August 10th, 12:35 pm

PM Narendra Modi launched the submarine Optical Fibre Cable facility in Andaman and Nicobar Islands via video conferencing. In his address the PM said, This submarine OFC project that connects Andaman Nicobar Islands to the rest of the world is a symbol of our commitment towards ease of living. Thousands of families in Andaman-Nicobar will now get its access, the residents will reap the benefits of internet connectivity.

PM Modi launches submarine Optical Fibre Cable facility in Andaman and Nicobar Islands

August 10th, 10:14 am

PM Narendra Modi launched the submarine Optical Fibre Cable facility in Andaman and Nicobar Islands via video conferencing. In his address the PM said, This submarine OFC project that connects Andaman Nicobar Islands to the rest of the world is a symbol of our commitment towards ease of living. Thousands of families in Andaman-Nicobar will now get its access, the residents will reap the benefits of internet connectivity.

ଲକ୍ଷ୍ନୌରେ ଡିଫେନ୍ସଏକ୍ସପୋ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

February 05th, 01:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ, ଉତ୍ତରପ୍ରଦେଶରେ ଡିଫେନ୍ସଏକ୍ସପୋର 11ତମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ଏହି ଦ୍ୱିବାର୍ଷିକ ସାମରିକ ପ୍ରଦର୍ଶନୀରେ ବିଶ୍ୱସ୍ତରୀୟ ପ୍ରତିରକ୍ଷା କେନ୍ଦ୍ର ଭାବରେ ଭାରତର ସମ୍ଭାବନା ପ୍ରଦର୍ଶିତ କରାଯାଉଛି । ଡିଫେନ୍ସଏକ୍ସପୋ 2020 ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନ ମଞ୍ଚ ହେବା ସହିତ ବିଶ୍ୱର ପ୍ରମୁଖ ଡିଫେନ୍ସଏକ୍ସପୋ ପାଲଟିଛି । ଚଳିତ ଏକ୍ସପୋରେ ବିଶ୍ୱର ଏକ ହଜାରରୁ ଅଧିକ ପ୍ରତିରକ୍ଷା ନିର୍ମାତା ଓ 150 କମ୍ପାନୀ ଭାଗ ନେଇଛନ୍ତି ।

Wrong policies and strategies of Congress destroyed the nation: PM

October 19th, 11:51 am

On the last day of campaigning for the Haryana Assembly elections, Prime Minister Narendra Modi addressed two major public meetings in Ellenabad and Rewari today. Speaking to the people, he asked, Isn't India looking more powerful ever since our government took over? did I not deliver on my promises?

ପ୍ରଧାନମନ୍ତ୍ରୀ ମୋଦୀ ଏଲନାବାଦ ଏବଂ ରେୱାଡ଼ୀରେ ଜନସଭାକୁ ସମ୍ବୋଧିତ କରିଛନ୍ତି

October 19th, 11:39 am

ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏଲନାବାଦ ଏବଂ ରେୱାଡ଼ୀରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ଲୋକମାନଙ୍କ ସହିତ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ,''ଆମ ସରକାର ସତ୍ତା ସମ୍ଭାଳିବା ପରେ ଭାରତ ଅଧିକ ଶକ୍ତିଶାଳୀ ହୋଇଛି ,ଯାହା ଆଗରୁ କେବେ ମଧ୍ୟ ଦେଖାଯାଇନଥିଲା । ଏବଂ ଲୋକମାନଙ୍କୁ ପଚାରିଥିଲେ ,କଣ ମୁଁ ମୋର ପ୍ରତିଶୃତି ପାଳନ କରିନାହିଁ କି ?

ମୁମ୍ବାଇଠାରେ ବୁଡାଜାହାଜ ଆଇଏନଏସ୍ କଲବରୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

December 14th, 09:12 am

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମହୋଦୟା, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡନବୀସ ମହାଶୟ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ଼ାଃ ସୁଭାଷ ଭାମ୍ରେ ମହାଶୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ ମହାଶୟ, ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗରଲ ଏବଂ ଫ୍ରାନ୍ସର ଅନ୍ୟ ଅତିଥିଗଣ, ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା ମହାଶୟ, କମାଣ୍ଡିଙ୍ଗ ଚିଫ୍, ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଭାଇସ ଆଡମିରାଲ ଗିରିଶ ଲୁଥରା ମହୋଦୟ, ଭାଇସ ଆଡମିରାଲ ଟି.ଏମ୍ ଦେଶପାଣ୍ଡେ ମହାଶୟ, ସିଏମଡି, ଏମଡିଏଲ, ଶ୍ରୀମାନ ରାକେଶ ଆନନ୍ଦ, କ୍ୟାପଟେନ ଏସ. ଡି ମେହନ୍ଦଲେ, ନୌସେନାର ଅନ୍ୟ ଅଧିକାରୀ ଏବଂ ସୈନିକ ଗଣ, ଏମଡିଏଲ(ମାଜଗାଓଁ ଡକ୍ ଶିପ ବିଲ୍ଡର୍ସ ଲିମିଟେଡ)ର ଅଧିକାରୀ ଏବଂ କର୍ମଚାରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଗଣ୍ୟମଣ୍ୟ ମହାନୁଭବ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମର୍ପିତ କଲେ ଆଧୁନିକ ବୁଡାଜାହାଜ ଆଇଏନଏସ କଲବରୀ

December 14th, 09:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ନୌସେନାର ଆଧୁନିକ ବୁଡାଜାହାଜ ଆଇଏନଏସ କଲବରୀକୁ ରାଷ୍ଟ୍ର ଲାଗି ସମର୍ପିତ କରିଛନ୍ତି ।

ଆଇଏନଏସ କଲବାରି ବୁଡାଜାହାଜ ଆସନ୍ତାକାଲି ରାଷ୍ଟ୍ରକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ

December 13th, 02:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଗୁରୁବାର) ମୁମ୍ବାଇଠାରେ ନୌସେନାର ନବନିର୍ମିତ ବୁଡାଜାହାଜ ଆଇଏନଏସ କଲବାରିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ ।