ଭାରତ ଓ ନର୍ଡିକ ରାଷ୍ଟ୍ରସମୂହର ଶିଖର ସମ୍ମିଳନୀରେ ମିଳିତ ପ୍ରେସ ବିବୃତି
April 18th, 12:57 pm
ଷ୍ଟକହୋମଠାରେ ଆଜି ସ୍ୱିଡେନ ପ୍ରଧାନମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଡେନମାର୍କର ପ୍ରଧାନମନ୍ତ୍ରୀ ଲାର୍ସ ଲୋକେ ରାସମୁସେନ, ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଜୁହା ସିପିଲା, ଆଇସଲାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ ଜାକବ୍ସଡୋଟିର, ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୱେନ ଯୋଗ ଦେଇଥିଲେ ।World is looking at India with renewed confidence: PM Modi in Sweden
April 17th, 11:59 pm
Addressing the Indian Community in Sweden, PM Narendra Modi today thanked PM Stefan Löfven for the warm welcome. Shri Modi remarked that it was not his welcome but the welcome of 125 crore Indians.ଷ୍ଟକହୋମରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 17th, 11:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟକହୋମରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସ୍ୱିଡେନର ମହାମହିମ ରାଜା ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ଲୱେନ ଉପସ୍ଥିତ ଥିଲେ । ସ୍ୱିଡେନରେ ଭାବି ଓ ଉଦାରତାପୂର୍ଣ୍ଣ ସ୍ୱାଗତ ଲାଗି ଉଭୟଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।Visit of Prime Minister of India to Sweden (16-17 April 2018)
April 17th, 11:12 pm
During PM Modi's visit, India and Sweden hosted an India-Nordic Summit, entitled ‘India-Nordic Summit : Shared Values, Mutual Prosperity’. Prime Ministers of Denmark, Finland, Iceland and Norway attended the Summit. India has substantial economic ties with Nordic countries. Annual India-Nordic trade is about $5.3 billion. The cumulative Nordic FDI into India has been $2.5 billion.ପ୍ରଧାନମନ୍ତ୍ରୀ ସ୍ଵିଡେନର ସିଇଓମାନଙ୍କ ସହ ମତ ବିନିମୟ କରିଛନ୍ତି ,ଭାରତରେ ନିବେଶର ସୁଯୋଗ ଉପରେ ଉଲ୍ଲେଖ କରିଛନ୍ତି
April 17th, 05:52 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍ଵିଡେନ ସିଇଓମାନଙ୍କ ସହ ମତ ବିନିମୟ କରିଥିଲେ । ସେ ଦୁଇ ଦେଶ ମଧ୍ୟରେ ବ୍ୟାପାର ଏବଂ ବ୍ୟବସାୟିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସ୍ଵିଡେନ 'ମେକ ଇନ ଇଣ୍ଡିଆ' ପଦକ୍ଷେପରେ ଏକ ବଡ଼ ଯୋଗଦାନକାରୀ ରାଷ୍ଟ୍ର ବୋଲି କହି ଭାରତରେ ନିବେଶ ଲାଗି ଉପଲବ୍ଧ ଭିଭିନ୍ନ ସୁଯୋଗ ଉପରେ ମଧ୍ୟ ଉଲ୍ଲେଖ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଷ୍ଟକହୋମ ଗସ୍ତ ବେଳେ ସ୍ୱାକ୍ଷରିତ ଓ ବିନିମୟ ହୋଇଥିବା ରାଜିନାମା/ ବୁଝାମଣାର ତାଲିକା (16-17ଏପ୍ରିଲ, 2018)
April 17th, 05:36 pm
ସ୍ୱିଡେନ ଗସ୍ତ (ଏପ୍ରିଲ 17, 2018) ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
April 17th, 04:50 pm
ଏହା ମୋର ପ୍ରଥମ ସ୍ୱିଡେନ ଗସ୍ତ ଅଟେ । ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱିଡେନ ଯାତ୍ରା ପାଖାପାଖି ତିନି ଦଶକ ପରେ ହେଉଛି । ସ୍ୱିଡେନରେ ଆମକୁ ଉଦାରତାପୂର୍ଣ୍ଣ ସ୍ୱାଗତ ଏବଂ ସମ୍ମାନ ଲାଗି ମୁଁ ପ୍ରଧାନମନ୍ତ୍ରୀ ଲୱେନ ଏବଂ ସ୍ୱିଡେନ ସରକାରଙ୍କୁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି । ମୋର ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଲୱେନ ଅନ୍ୟ ନୋର୍ଡିକ ଦେଶଗୁଡ଼ିକ ସହିତ ଭାରତର ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରୁଛନ୍ତି । ସେଥିପାଇଁ ମୁଁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି ।ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନ ପହଂଚିଛନ୍ତି
April 17th, 01:22 am
ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନର ଷ୍ଟକହୋମଠାରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫୱେନଙ୍କ ସହ ଆଲୋଚନା କରିବେ ଏବଂ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗଦେବେ ।ସ୍ୱିଡେନ ଏବଂ ଯୁକ୍ତରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
April 15th, 08:51 pm
ସ୍ୱିଡେନ ଏବଂ ଯୁକ୍ତରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ନିମ୍ନରେ ଦିଆଗଲା ।ଷ୍ଟକହୋମ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା
April 07th, 10:52 pm
ସ୍ଵୀଡେନର ଷ୍ଟକହୋମଠାରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି ।