ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଷ୍ଟିଫାନ୍ ଲୋଫଭେନଙ୍କ ମଧ୍ୟରେ ଭର୍ଚୁଆଲ ସମ୍ମିଳନୀ
March 04th, 06:38 pm
ସ୍ୱିଡେନ ପ୍ରଧାନମନ୍ତ୍ରୀ ମହାମହିମ ଷ୍ଟିଫାନ୍ ଲୋଫଭେନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚ୍ଚୁଆଲ ସମ୍ମିଳନୀ ଆସନ୍ତା ମାର୍ଚ୍ଚ 05, 2021ରେ ଅନୁଷ୍ଠିତ ହେବ ।ସ୍ଵିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ
April 07th, 05:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଵିଡେନ ପ୍ରଧାନମନ୍ତ୍ରୀ ମହାମହିମ ଷ୍ଟିଫାନ ଲୋଫଭେନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।Visit of Prime Minister of India to Sweden (16-17 April 2018)
April 17th, 11:12 pm
During PM Modi's visit, India and Sweden hosted an India-Nordic Summit, entitled ‘India-Nordic Summit : Shared Values, Mutual Prosperity’. Prime Ministers of Denmark, Finland, Iceland and Norway attended the Summit. India has substantial economic ties with Nordic countries. Annual India-Nordic trade is about $5.3 billion. The cumulative Nordic FDI into India has been $2.5 billion.ସ୍ୱିଡେନ, ଭାରତ ଯୁଗ୍ମ କାର୍ଯ୍ୟ।ନ୍ୱୟନ ଯୋଜନା (17 ଏପ୍ରିଲ 2018)
April 17th, 09:47 pm
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଲୱେନ 17 ଏପ୍ରିଲରେ ପରସ୍ପରକୁ ଭେଟିଥିଲେ । 2016ରେ ସେମାନଙ୍କ ଦ୍ୱାରା ଜାରି ହୋଇଥିବା ଯୁଗ୍ମ ବିବୃତିକୁ ଉଭୟ ସ୍ମରଣ କରିଥିଲେ । ସେମାନେ ଏହାର କାର୍ଯ୍ୟକାରୀତାରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ ଏବଂ ସାମଗ୍ରୀକ ରାଜନୈତିକ ସହଯୋଗ ପାଇଁ ଯୁଗ୍ମ ବିବୃତି ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ ।ପ୍ରଧାନମନ୍ତ୍ରୀ ସ୍ଵିଡେନର ସିଇଓମାନଙ୍କ ସହ ମତ ବିନିମୟ କରିଛନ୍ତି ,ଭାରତରେ ନିବେଶର ସୁଯୋଗ ଉପରେ ଉଲ୍ଲେଖ କରିଛନ୍ତି
April 17th, 05:52 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍ଵିଡେନ ସିଇଓମାନଙ୍କ ସହ ମତ ବିନିମୟ କରିଥିଲେ । ସେ ଦୁଇ ଦେଶ ମଧ୍ୟରେ ବ୍ୟାପାର ଏବଂ ବ୍ୟବସାୟିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସ୍ଵିଡେନ 'ମେକ ଇନ ଇଣ୍ଡିଆ' ପଦକ୍ଷେପରେ ଏକ ବଡ଼ ଯୋଗଦାନକାରୀ ରାଷ୍ଟ୍ର ବୋଲି କହି ଭାରତରେ ନିବେଶ ଲାଗି ଉପଲବ୍ଧ ଭିଭିନ୍ନ ସୁଯୋଗ ଉପରେ ମଧ୍ୟ ଉଲ୍ଲେଖ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଷ୍ଟକହୋମ ଗସ୍ତ ବେଳେ ସ୍ୱାକ୍ଷରିତ ଓ ବିନିମୟ ହୋଇଥିବା ରାଜିନାମା/ ବୁଝାମଣାର ତାଲିକା (16-17ଏପ୍ରିଲ, 2018)
April 17th, 05:36 pm
ସ୍ୱିଡେନ ଗସ୍ତ (ଏପ୍ରିଲ 17, 2018) ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
April 17th, 04:50 pm
ଏହା ମୋର ପ୍ରଥମ ସ୍ୱିଡେନ ଗସ୍ତ ଅଟେ । ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱିଡେନ ଯାତ୍ରା ପାଖାପାଖି ତିନି ଦଶକ ପରେ ହେଉଛି । ସ୍ୱିଡେନରେ ଆମକୁ ଉଦାରତାପୂର୍ଣ୍ଣ ସ୍ୱାଗତ ଏବଂ ସମ୍ମାନ ଲାଗି ମୁଁ ପ୍ରଧାନମନ୍ତ୍ରୀ ଲୱେନ ଏବଂ ସ୍ୱିଡେନ ସରକାରଙ୍କୁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି । ମୋର ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଲୱେନ ଅନ୍ୟ ନୋର୍ଡିକ ଦେଶଗୁଡ଼ିକ ସହିତ ଭାରତର ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରୁଛନ୍ତି । ସେଥିପାଇଁ ମୁଁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି ।ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନ ପ୍ରଧାନମନ୍ତ୍ରୀ ଷ୍ଟେଫାନ ଲୱେନଙ୍କ ସହ ଆଲୋଚନା କରିଛନ୍ତି
April 17th, 03:21 pm
ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନ ପ୍ରଧାନମନ୍ତ୍ରୀ ଷ୍ଟେଫାନ ଲୱେନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଦୁଇ ନେତା ଗୁରୁତ୍ୱପୂର୍ଣ୍ଣ ବୈଶ୍ଵିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ଭାରତ ଓ ସ୍ଵିଡେନ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବଢ଼େଇବାର ପ୍ରକ୍ରିୟା ଉପରେ ଚର୍ଚ୍ଚା କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନ ପହଂଚିଛନ୍ତି
April 17th, 01:22 am
ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନର ଷ୍ଟକହୋମଠାରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫୱେନଙ୍କ ସହ ଆଲୋଚନା କରିବେ ଏବଂ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗଦେବେ ।ସ୍ୱିଡେନ ଏବଂ ଯୁକ୍ତରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
April 15th, 08:51 pm
ସ୍ୱିଡେନ ଏବଂ ଯୁକ୍ତରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ନିମ୍ନରେ ଦିଆଗଲା ।ସ୍ଵିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ
June 22nd, 02:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଵିଡେନ ପ୍ରଧାନମନ୍ତ୍ରୀ ମିଷ୍ଟର ଷ୍ଟିଫାନ ଲୋଫଭେନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।“ସ୍ଵିଡେନ ପ୍ରଧାନମନ୍ତ୍ରୀ ମହାମାନ୍ୟ ମିଷ୍ଟର ଷ୍ଟିଫାନ ଲୋଫଭେନଙ୍କ ସହିତ ଟେଲିଫୋନରେ ଉତ୍ତମ ବାର୍ତ୍ତାଳାପ ହୋଇଥିଲା । ମେକ ଇନ ଇଣ୍ଡିଆ ଅଭିଯାନକୁ ସ୍ଵିଡେନର ସମର୍ଥନକୁ ମୁଁ ଖୁବ ପସନ୍ଦ କରୁଛି”, ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ କରିଛନ୍ତି ।ଷ୍ଟକହୋମ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା
April 07th, 10:52 pm
ସ୍ଵୀଡେନର ଷ୍ଟକହୋମଠାରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି ।Make in India Week in Mumbai; Bilateral talks with Sweden, Finland and Poland
February 13th, 05:46 pm
PM to visit Mumbai, launch Make in India week on February 13, 2016
February 12th, 05:18 pm
PM’s engagements in New York City – September 25th, 2015
September 25th, 11:27 pm