୨୦୨୨-୨୩ ରେ ରେକର୍ଡ ଉତ୍ପାଦନ ପାଇଁ ସେଲ୍ କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
April 02nd, 10:27 am
ଚଳିତ ବର୍ଷ ୧୯୪.୦୯ ଲକ୍ଷ ଟନ୍ ହଟ୍ ମେଟାଲ ଏବଂ ୧୮୨.୮୯ ଲକ୍ଷ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ ସହିତ ସେଲ୍ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୩.୫% ଏବଂ ୫.୩% ବୃଦ୍ଧି ହାସଲ କରିଛି ।ଷ୍ଟିଲ ଅଥରିଟି ଅଫ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
February 04th, 12:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାନୁୟାରୀ, ୨୦୨୩ ମାସରେ ନିଜ ଇତିହାସରେ ସର୍ବାଧିକ ହଟ ମେଟାଲ, କ୍ରୁଡ ଷ୍ଟିଲ ଓ ବିକ୍ରି ଯୋଗ୍ୟ ଷ୍ଟିଲ ଉତ୍ପାଦନ ପାଇଁ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ହିମାଚଳ ପ୍ରଦେଶ ଗସ୍ତ; ବିଳାସପୁରରେ ସ୍ଥାପନ କଲେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନର ଆଧାରଶିଳା
October 03rd, 02:14 pm
ପ୍ରଧାନମନ୍ତ୍ରୀ ବିଳାସପୁରଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ଆଧାରଶିଳା ସ୍ଥାପନ କରିଛନ୍ତି । 750 ଟି ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟକୁ ପ୍ରାୟ 1350 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ ।ପ୍ରଧାନମନ୍ତ୍ରୀ ମଙ୍ଗଳବାର ଯିବେ ହିମାଚଳପ୍ରଦେଶ ଗସ୍ତରେ
October 02nd, 06:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ହିମାଚଳ ପ୍ରଦେଶର ବିଳାସପୁର ଗସ୍ତରେ ଯିବେ । ବିଳାସପୁରଠାରେ ପ୍ରଧାନମନ୍ତ୍ରୀ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଆଧାରଶିଳା ରଖିବେ । ପ୍ରାୟ 1350 କୋଟି ଟଙ୍କା ବ୍ୟୟରେ 750 ଶଯ୍ୟା ବିଶିଷ୍ଟ ଏହି ଏମ୍ସ ହସ୍ପିଟାଲ ନିର୍ମାଣ କରାଯିବ ।